ଓଡିଶାର ନୂଆ ସ୍ୱର ର Studio Round ରେ ଭାଇରାଲ ବୟ Santanu ଗାଇଲେ ଏମିତି ଗୀତ – Stage ପୁରା ଜଳିଲା – ମାତ୍ର 4 ଘଣ୍ଟାରେ 12 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଦର୍ଶକ ବନ୍ଧୁ ଯେମିତିକି ଆପଣ ମାନେ ଜାଣିଛନ୍ତି ଓଡିଶା ର ଲୋକପ୍ରିୟ ରିୟାଲିଟି ଶୋ ଓଡିଶା ର ନୂଆ ସ୍ୱର ମହାମଞ୍ଚ ଯାହା ଓଡିଶା ର ଦର୍ଶକ ମାନଙ୍କ ଠାରୁ ବେଶ ଲୋକପ୍ରିୟତା ହାସଲ କରିଛି | ତେବେ ଏହି ଲୋକ ପ୍ରିୟ ରିୟାଲିଟି ଶୋ ସିଦ୍ଧାର୍ଥ ଟିଭି ରେ ଆୟୋଜନ କରାଯାଇଥିବା ବେଳେ | ଏହି ଶୋରେ ବିଭିନ୍ନ କଣ ଅନୁକୋଣ ରୁ ବିଭିନ୍ନ କଳାକାର ମାନେ ତାଙ୍କର ପ୍ରତିଭା ଦେଖାଇ ବେଶ ଲୋକପ୍ରିୟତା ହାସଲ କରିଥାନ୍ତି | ତାହେଲେ ଦର୍ଶକ ବନ୍ଧୁ ସୂଚନା ଅନୁଯାୟୀ ଏହି ଶୋ ର ଆଉ ଏକ ଭିଡ଼ିଓ ଏବେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯେଉଁ ଭିଡ଼ିଓ ରେ ଏକ ବହୁତ ସୁନ୍ଦର ଗୀତ ଶୁଣିବାକୁ ମିଳିବା ସହିତ ଏହି ଗୀତ କୁ ବହୁତ ଲୋକ ପସନ୍ଦ କରିଥିବା ସୂଚନା ରହିଛି | ତାହାଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ ଶୋ ଟି କେମିତି ରହିଥିଲା ସେ ବିଷୟରେ ଆଲୋଚନା କରିବା |

ସିଦ୍ଧାର୍ଥ ଟିଭି ରେ ଲୋକପ୍ରିୟତା ହାସଲ କରିଥିବା ରିୟାଲିଟି ଶୋ ଓଡ଼ିଶାର ନୂଆ ସ୍ୱର ମହା ମଞ୍ଚ | ଯାହାର ଏବେ ବହୁତ ଜବରଦସ୍ତ ଗୀତ ମାଧ୍ୟମ ରେ ପପୁଲାର ହେଇ ସାରିଛି | ଯେଉଁଥିରେ ଓଡିଶା ର ବଛା ବଛା କଳାକାର ସେମାନଙ୍କ ପ୍ରତିଭା ଦେଖାଇ ଏବେ ବହୁତ ଆଗରେ ପହଞ୍ଚିସାରିଲେଣି | ତେବେ ଶୋ ରେ ଜଣେ କୁନି ପ୍ରତିଭା କଳାକାର ଙ୍କ ଗୀତ ଶୁଣି ସେଠାରେ ଉପସ୍ଥିତ ସମସ୍ତ ଜର୍ଜ ମାନଙ୍କ ସମତେ ଦର୍ଶକ ମାନେ ମଧ୍ୟ ସ୍ତବ୍ଧ ହେଇଯାଇଥିବା ସୂଚନା ରହିଛି | ତାଙ୍କର ସୁନ୍ଦର ସ୍ୱର ଜର୍ଜ ମାନଙ୍କ ମନ କୁ ମୋହିତ କରିଥିବା କୁହାଯାଇଛି |

ଏହା ସହିତ ଜର୍ଜ ମାନେ ମଧ୍ୟ ତାଙ୍କର ଏହି ଗୀତ କୁ ବେଶ ପ୍ରଶଂସା କରିଥିବା ଦେଖାଯାଇଛି |ତେବେ ସୌରିନ ଭଟ ଙ୍କ ସେହି ବହୁତ ପୁରାତନ ଗୀତ କୁ ଶାନ୍ତନୁ କୁମାର ମହାନ୍ତି ସ୍ୱର ଓ ତାଳର ସହିତ ବହୁତ ସୁନ୍ଦର ଭାବରେ ଗାଇ ସେଠାରେ ଉପସ୍ଥିତ ଥିବା ଜର୍ଜ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କୁହାଯାଇଛି | ତେବେ ସେଠାରେ ଉପସ୍ଥିତ ଥିବା ସମସ୍ତ ଜର୍ଜ ଓ ଦର୍ଶକ ମାନେ ଶାନ୍ତନୁ ଙ୍କ ଏହି ଗୀତ ଶୁଣି ଆଶ୍ଚର୍ଯ୍ୟ ହେଇଯିବା ସହିତ ସେ ଶାନ୍ତନୁ ଙ୍କର ବହୁତ ପ୍ରଶଂସା ମଧ୍ୟ କରିଥିଲେ |

ତେବେ ଶାନ୍ତନୁ ଗାଇ ଥିବା ସୌରିନ ଙ୍କର ସେହି ସୁନ୍ଦର ଗୀତ ଟି ହେଉଛି “ଏ ଥର ଫଗୁଣେ ବାଜିବ ଲୋ ବାଜା ” ତାଙ୍କର ଏହି ସୁନ୍ଦର ଗୀତ ସେଠାରେ ଉପସ୍ଥିତ ସମସ୍ତ ଜର୍ଜ ଉପଭୋଗ କରିବା ସହିତ ତାଙ୍କର ବହୁତ ପ୍ରଶଂସା କରିଥିବା ନଜର ଆସିଛନ୍ତି |ଆଉ ଏହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment