Sadhu Bani – ସୁନ୍ଦର ଦେଖାଯିବା ପାଇଁ ପ୍ରତିଦିନ କରନ୍ତୁ ଏହି ୨ଟି ଜିନିଷର ସେବନ ?

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ କି ପ୍ରତେକ ମଣିଷ ସୁନ୍ଦର ହେବା ପାଇଁ ଚାହିଁଥାନ୍ତି, ଆଉ ସୌନ୍ଦର୍ଯ୍ୟ ହେଉଛି ନାରୀ ମାନଙ୍କର ଆଭୂଷଣ |ତେବେ ସେ ପୁରୁଷ ହୁଅନ୍ତୁ ଵା ନାରୀ ଯଦି ସେମାନଙ୍କର ମୁହଁରେ ତ୍ୱଚା ଜନିତ କୌଣସି ବି ସମସ୍ୟା ମାନ ଦେଖା ଯାଇଥାଏ ତାହେଲେ ସେମାନେ ସେହି ସମସ୍ତ କଥା କୁ ନେଇକି ଅଧିକ ଚିନ୍ତା ରେ ରହିଥାନ୍ତି | ଆଉ ତ୍ୱଚା କୁ ଭଲ କରିବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି |ଯାହା କୁହାଯାଉଛି କି ଆଜି କାଲି ପିଲା ମାନଙ୍କ ପାଖରେ ବିଭିନ୍ନ ପ୍ରକାରର ତ୍ୱଚା ଜନିତ ସମସ୍ୟା ମାନ ଦେଖା ଯାଇଥାଏ, ତାହେଲେ ଆସନ୍ତୁ ବନ୍ଧୁଗଣ ତ୍ୱଚାର ଦାଗ ଓ ବ୍ରଣ କୁ ନଷ୍ଟ କରିବା ପାଇଁ କେଉଁ କେଉଁ ଖାଇବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ହୋଇଥାଏ |

ତେବେ ବିଶେଷ କରିକି ଆଜି କାଲି ଯୁବ ପିଢ଼ି ମାନଙ୍କ ନିକଟରେ ତ୍ୱଚା ଜନିତ ସମସ୍ୟା ମାନ ଦେଖା ଯିବାର ମୁଖ୍ୟ କାରଣ ଗୁଡିକ ହେଉଛି ସେମାନଙ୍କ ଖାଦ୍ୟ ଓ ପେୟ ର ଅସମନତା ଓ ତାହା ସହିତ ସେମାନଙ୍କର ଜୀବନ ଶୌଳି ର ପରିବର୍ତ୍ତନ | ଆଉ ଯାହା ଯୋଗୁଁ ମୁହଁରେ ଦାଗ ଓ ବ୍ରଣ ଭଳି ବିଭିନ୍ନ ସମସ୍ୟା ମାନ ଦେଖିବାକୁ ମିଳିଥାଏ | ଏହା ଛଡା ଆଜି କାଲି ଲୋକ ମାନେ ନେଚୁରାଲ ଜିନିଷ ର କମ ବ୍ୟବହାର କରିବା କୁ ଲାଗୁଛନ୍ତି ଆଉ କେମିକାଲ ଯୁକ୍ତ ପ୍ରଡକ୍ଟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଯାହା ସେମାନଙ୍କର ତ୍ୱଚା ଜନିତ ସମସ୍ୟା ସୃଷ୍ଟି କରିଥାଏ |

ଏହା ଛଡା କୁହାଯାଉଛି କି ଅଧିକ ପରିମାଣରେ ତେଲ ଜାତୀୟ ଖାଦ୍ୟ ର ସେବନ କରିବା, ମସଲା ଯୁକ୍ତ ଖାଦ୍ୟ ଅଧିକ ଖାଇବା ପାଣି କମ ପିଇବା ସହିତ ବଜାରରୁ ମିଳୁଥିବା ଫାଷ୍ଟ ଫୁଡ ଜାତୀୟ ଖାଦ୍ୟ ର ସେବନ କରିବା ଫଳରେ ତ୍ୱଚାରେ ଦାଗ ଜନିତ ବିଭିନ୍ନ ସମସ୍ୟା ମାନ ମଧ୍ୟ ଦେଖିବାକୁ ମିଳୁଛି | ଯାହା ଆମର ତ୍ୱଚା କୁ କମ ବୟସରେ ଅଧିକ ରୁ ଅଧିକ ଖରାପ କରି ଦେଉଛି ଯାହା ଆମ ମାନଙ୍କ ପାଇଁ ଚିନ୍ତା ର ବିଷୟ ପାଲଟିଛି |

ତ୍ୱଚା ସମସ୍ୟା ଦୂର କରିବା ପାଇଁ କଣ ଖାଇବା ଉଚିତ :-

ବିଶେଷ କରିକି ଆପଣ ଙ୍କ ପାଖରେ ଯଦି ତ୍ୱଚା ଜନିତ ସମସ୍ୟା ମାନ ସବୁବେଳେ ଦେଖିବାକୁ ମିଳିଥାଏ ତାହେଲେ ସେହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ପ୍ରତେକ ଦିନ ନିମ୍ବ ପତ୍ର ର ସେବନ କରିବା ଆବଶ୍ୟକ | ତାହା ସହିତ ପ୍ରତେକ ଦିନ ଡାଲି ର ସେବନ କରିବା ଫଳରେ ଏହି ଭଳି ସମସ୍ତ ସମସ୍ୟା ଦୂର ହୋଇ ଯିବ |

ତେବେ ଏହା ଥିଲା ତ୍ୱଚା ଜନିତ ସମସ୍ୟା କୁ ଦୂର କରିବାର ସହଜ ଉପାୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment