ଦେଖନ୍ତୁ ହାର୍ଟ Touching ଦୃଶ୍ୟ : ସୁନ୍ଦରୀ Chulbuli ର ଏତେ ଭୟଙ୍କର ରାଗ… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଶୁଣିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନଙ୍କର ମନ ଖୁସି ହୋଇଯିବ ବୋଲି କୁହାଯାଉଛି | ଆଉ ଯାହା କୁହାଯାଉଛି କୁ ମାଙ୍କଡ଼ ଆଉ ମହିଳା ଜଣଙ୍କ ମଧ୍ୟରେ କିଛି ଏଭଳି ସମ୍ପର୍କ ଗଢି ଉଠିଛି ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହୋଇଯିବେ ବୋଲି କୁହାଯାଉଛି | ଆଉ ଯିଏ ବି ଦେଖୁଛି ତାହାର ମନ ଖୁସି ହୋଇ ଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ର ସ୍ନେହ ଶ୍ରଦ୍ଧା ମାଧ୍ୟମରେ ଜଣେ ପର କୁ ଆପଣାର କରି ପାରିଥାଏ ବୋଲି କୁହାଯାଉଛି | ଆଉ ଭାଇରାଲ ହେଇଥିବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ କି କେଉଁ ଭଳି ଭାବରେ ଜଣେ ମାଙ୍କଡ଼ ଆଉ ମହିଳା ଙ୍କ ଭିତରେ ସୁନ୍ଦର ସମ୍ପର୍କ ଗଢି ଉଠିଛି ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଥିଲା କି ମହିଳା ଆଉ ମାଙ୍କଡ଼ ପିଲା ଟି ମଧ୍ୟରେ ମା ଆଉ ପିଲା ଙ୍କର ଯେମିତି ସମ୍ପର୍କ ରହିଛି ସେମିତି କିଛି ସମ୍ପର୍କ ର ଦୃଶ୍ୟ ଦେଖିବାକୁ ମିଳିଥିଲା |

ତେବେ କେଉଁଭଳି ଭାବରେ ମାଙ୍କଡ ଛୁଆଁ ଟି ମହିଳା ଜଣଙ୍କର ଗଳା କୁ ଧରି ରଖିଛି ଆଉ ପିଲା ମାନେ ଯେଉଁ ଭଳି ଭାବରେ ମା ଙ୍କ ପାଖରେ ଅଳି କରିଥାନ୍ତି ଆଉ ଗଳା କୁ ଧରି ଅହଳି ପଡିଥାନ୍ତି ଠିକ ସେହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଏହି ମାଙ୍କଡ଼ ଟି ପାଖରେ | ଆଉ ଯେଉଁଠି ମାଙ୍କଡ଼ ଛୁଆଁ ଟି ମହିଳା ଜଣଙ୍କୁ କୁଣ୍ଢେଇବା ସହିତ ଅଳି କରିବା ପାଇ ଲାଗିଥିଲା ବୋଲି କୁହାଯାଉଛି | ତାହା ସହିତ ଦେଖିବାକୁ ମିଳିଥିଲା କି ମହିଳା ଜଣଙ୍କ ମଧ୍ୟ ପାଟିକୁ ବନ୍ଦ କରି ମଜା କରିବାକୁ ଲାଗିଛନ୍ତି ବୋଲି କୁହାଯାଉଛି |

ଆଉ ସୁନ୍ଦର ଭାବରେ ମହିଳା ଙ୍କ ସହିତ ମାଙ୍କଡ଼ ଛୁଆଁ ଟି ଭିତରେ ଥିବା ନିବିଡ଼ ସମ୍ପର୍କ ଟି ଦେଖିବାକୁ ମିଳିଥିଲା ବୋଲି ମଧ୍ୟ କୁହାଯାଉଛି | ଆଉ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ କେଉଁ ଭଳି ଭାବରେ ମାଙ୍କଡ଼ ପିଲା ଟି ମହିଳା ଙ୍କ ପ୍ରତି ଭଲ ପାଇବା ରହିଛି ତାହା ଏହି ଭିଡ଼ିଓ ଜରିଆରେ ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment