ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡ଼ିଆ ଫ୍ଲିମ କୁ ଯେତିକି ଭଲ ପାଇଥାନ୍ତି ସେହି ଭଳି ଓଡ଼ିଆ କଳାକାର ମାନଙ୍କ ପାଇଁ ଆପଣ ମାନଙ୍କର ମଧ୍ୟ ଭଲ ପାଇବା କୁ ଦେଇଥାନ୍ତି | ତେବେ ଯେତେବେଳେ ସେହି ଅଲିଉଡ ହିରୋ ଆଉ ହିରୋଇନ ମାନଙ୍କୁ ନେଇକି କିଛି ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ତେବେ ଆମେ ଜାଣିବା ପାଇଁ ଆଗ୍ରହୀ ହୋଇଥାଉ | ତେବେ ଆଜି ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛି ସେ ହେଉଛନ୍ତି ଚୁଲବୁଲି ଜଣା ଶୁଣା ଅଭିନେତ୍ରୀ ସନମେରା ଙ୍କ ବିଷୟରେ | ତେବେ ସେହି ଏକ୍ଟ୍ରେସ ଜଣଙ୍କର ଫ୍ଲିମ କେରିୟର ସହିତ ତାଙ୍କ ବାୟଗ୍ରାଫି ବିଷୟରେ ଆସନ୍ତୁ ଆଜି ଆମେ ଜାଣିବା |
ଆପଣ ମାନେ ସମସ୍ତେ ଟ ଅଲିଉଡ ଏକ୍ଟ୍ରେସ ସନମେରା ଙ୍କୁ ଜାଣିଥିବେ ଯିଏ କି ନିଜର ଅଭିନୟ ମାଧ୍ୟମରେ ଅଲିଉଡ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି | ଆଉ ଯାହା କୁହାଯାଉଛି କି ଅନେକ ଓଡ଼ିଆ ଫ୍ଲିମ ସେ କରିଛନ୍ତି ଆଉ ସେହି ଫ୍ଲିମ ମାଧ୍ୟମରେ ଲୋକ ପ୍ରିୟତା ମଧ୍ୟ ହାସଲ କରିଛନ୍ତି ସନମେରା | ତାହା ସହିତ କୁନି କଳାକାର ଭାବରେ ନିଜର ଏକ୍ଟିଂ କେରିୟର ଆରମ୍ଭ କରି ବର୍ତ୍ତମାନ ଜଣେ ଜଣା ଶୁଣା ହିରୋଇନ ଭାବରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି |
ସନମେରା ଙ୍କର ଏକ୍ଟିଂ କେରିୟର ଓ ପୋରସନାଲ ଲାଇଫ :-
ଯାହା କୁହାଯାଉଛି କି ସନମେରା ଙ୍କର ଡାକ ନାଁ ହେଉଛି, ସିଏ ଆଉ ସେ ବାରିପଦା ରେ 16 ଜାନୁଆରୀ 2002 ରେ ଜନ୍ମ ଗ୍ରହଣ କରିଥିଲେ| ବାପା ମା ଭଉଣୀ ଙ୍କୁ ନେଇକି ତାଙ୍କର ପରିବାର | ସନମେରା ଙ୍କର ହଟ 5 ଫୁଟ 7 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 50 ବୋଲି କୁହାଯାଉଛି | ତାହା ସହିତ ସନମେରା ତାଙ୍କର ସ୍କୁଲ ଲାଇଫ ସତ୍ୟସାଇ ବିଦ୍ୟା ମନ୍ଦିର ବାରିପଦା ଓ, DAV ପବ୍ଲିକ ସ୍କୁଲ ରେ କଟାଇଥିଲେ |ତେବେ ତାଙ୍କର ସିଙ୍ଗର ଭିତରେ ଅର୍ଜିତ ସିଂ କୁ ପସନ୍ଦ କରୁଥିବା ବେଳେ ହିରୋ ଭିତରେ ରାଣବୀର କପୁର ଙ୍କୁ ପସନ୍ଦ କରନ୍ତି |
ଆଉ ତାହା ସହିତ କୁହାଯାଉଛି କି ସନମେରା ତାଙ୍କର ଏକଟିଂ କେରିୟର ଛୋଟ ବେଳେ ରୁ ଆରମ୍ଭ କରିଥିଲେ | ଆଉ 2009 ମସିହା ରେ ସୁନା ଚଢେଇ ମୋ ରୁପା ଚଢେଇ ଫ୍ଲିମ ରେ ଚାଇଲଡ ଆଟିଷ୍ଟ ଭାବରେ ନଜର ଆସିଥିଲେ | ତାହା ପରେ ଆଲୋ ମୋର କଣ୍ଢେଇ, ସପନର ପଥେ ପଥେ ଏମିତି ଅନେକ ଫ୍ଲିମ କରିଛନ୍ତି | ଆଉ ସ୍ୱରାଜ ଙ୍କ ସହିତ ଲେଲା ଓ ଲେଲା ଫ୍ଲିମ କରି ଦର୍ଶକ ମାନଙ୍କର ଭଲ ପାଇବା ମଧ୍ୟ ସାଉଁଟିଛନ୍ତି |
ତେବେ ଏହା ଥିଲା ଅଲିଉଡ ଏକ୍ଟର ସନମେରା ଙ୍କ ବିଷୟରେ କିଛି ସୂଚନା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।