ସୁପରଷ୍ଟାର ସିଙ୍ଗର ହ୍ୟୁମାନ ସାଗର ( Humane Sagar ) ଗାଇଲେ ଏମିତି ଗୀତ ” Dekhi Paribini Badhu Besa Tora “… ମାତ୍ର 4 ଘଣ୍ଟାରେ 11 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା ଆମ ମନକୁ ଖୁସି କରେଇ ଦେଇଥାଏ ବୋଲି କୁହାଯାଉଛି ଆଉ ବାରମ୍ବାର ସେହି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ମଧ୍ୟ ଇଚ୍ଛା ଆଉ ଆଗ୍ରହ ବଢିଥାଏ |ତେବେ ସେହିଭଳି ଏକ ଲଭ ଆଉ ଇମୋସନ ଭରା ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କ ମନକୁ ପସନ୍ଦ ଆସିଛି | ଏହି ମ୍ୟୁଜିକ ଭିଡ଼ିଓ ଟିରେ ହ୍ୱିଉମାନ ସାଗର ତାଙ୍କର କଣ୍ଠ ପ୍ରଦର୍ଶନ କରିଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଓଡ଼ିଶାର ନିଜର ସ୍ୱର ମାଧ୍ୟମରେ ପ୍ରସଂଶା ସାଉଁଟି ଥିବା ଆମ ସମସ୍ତଙ୍କର ପ୍ରିୟ ର ଜଣେ ବହୁତ ଜଣା ଶୁଣା ସଂଗୀତ କାର ଆମ ସମସ୍ତଙ୍କର ପ୍ରିୟ ର ସିଙ୍ଗର ହ୍ୱିଉମାନ ସାଗର ଙ୍କୁ ବେଶ ଭଲ ଭାବରେ ଆପଣ ମାନେ ଜାଣିଥିବେ | ଯିଏ କି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁକି ଅନେକ ଗୀତ ଗାଇଛନ୍ତି ଓ ସେହି ଗୀତ ମାଧ୍ୟମରେ ଦର୍ଶକ ମାନଙ୍କର ଅତି ପ୍ରିୟ ର ପାତ୍ର ହୋଇ ପାରିଛନ୍ତି ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ହ୍ୱିଉମାନ ସାଗର ଙ୍କର ସ୍ୱର ରେ ଏକ ମ୍ୟୁଜିକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି |ଆଉ ଯାହା ଦର୍ଶକ ମାନଙ୍କର ମନକୁ ଛୁଇଁଲା ଭଳି ହୋଇଛି ବୋଲି କୁହାଯାଉଛି |

ଭାଇରାଲ ହେଉଥିବା ସେହି ସମସ୍ତଙ୍କର ମନ ଛୁଆଁ ମ୍ୟୁଜିକ ଟି ହେଉଛି “ଦେଖି ପାରିବିନି ବୋଧୂ ବେଶ ତୋର “ଗୀତ ଟି ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଲଭ ଆଉ ଇମୋସନ କୁ ନେଇକି ଏକ ସୁନ୍ଦର ଗୀତ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁ ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ପ୍ରେମିକା ଜଣଙ୍କ ତାଙ୍କର ପ୍ରେମିକ କୁ ଛାଡିକୁ ବୋଧୂ ବେଶ ସାଜି ବସିଛନ୍ତି |

ଆଉ ପ୍ରେମିକା ଙ୍କର ଏହି ଭଳି ବୋଧୂ ବେଶ କୁ ଦେଖିକି ସାହି ପାରୁ ନାହାନ୍ତି ତାଙ୍କର ପ୍ରେମିକା | ଆଉ ତାଙ୍କର ମନରେ ସୃଷ୍ଟି ହେଉଥିବା ଦୁଖାଉ କହ କୁ ସେ ଏହି ଭିଡ଼ିଓ ମାଧ୍ୟମରେ ପ୍ରକାଶ କରିଛନ୍ତି ବୋଲି କୁହାଯାଉଛି | ତାହା ଛଡା ଏହି ଭଳି ଏକ ଇମୋସନାଲ ଭିଡ଼ିଓ ଟି ଭାଇରାଲ ହେବା ପରେ ଲୋକ ମାନେ ମଧ୍ୟ ଏହି ଗୀତ ଟିକୁ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଇଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment