ସୁପରଷ୍ଟାର ହ୍ୟୁମାନ ସାଗର ଗାଇଲେ ଏମିତି ଗୀତ ” Mo Maa ” … ମା’ କୁ ଭଲ ପାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହା ଆମକୁ ବେଶ ପସନ୍ଦ ଆସୁଥାଏ | କେତେକ ଭିଡ଼ିଓ ଆମ ମନରେ ଖୁସି ଦେଉଥିବା ବେଳେ ଆଉ କେତେକ ଭିଡ଼ିଓ ଏଭଳି ଥାଏ ଯାହାକୁ ଦେଖିଲେ ଆମ ମନରେ ବହୁତ ଦୁଃଖ ଆସିଥାଏ ବୋଲି କୁହାଯାଉଛି | ତେବେ ଆପଣ ମାନେ ଜାଣିଥିବେ କି କିଛି ଦିନ ଆଗରୁ ଶୁଣିବାକୁ ମିଳିଥିଲା କି ଆମ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମା ଙ୍କର ମୃତ୍ୟୁ ଘଟିଥିଲା | ଆଉ ସେହି ମା ଆଉ ପୁଅ ଙ୍କର ଭଲ ପାଇବା କୁ ନେଇକି ଏକ ଓଡ଼ିଆ ଗୀତ ଟି ଭାଇରାଲ ହେବାକୁ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡ଼ିଓ ଟି ଉପରେ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ କି ମୋଦି ଙ୍କର ମା ଙ୍କର ମୃତ୍ୟୁ ଘଟିଛି ଆଉ ତାଙ୍କର 100 ବର୍ଷ ବୟସରେ ସେ ପରଲୋକ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି | ଆଉ ଯାହା ଜଣା ପଡିଛି କି ମୋଦି ତାଙ୍କର ମା ଙ୍କୁ ବହୁତ ଭଲ ପାଉଥିଲେ ଆଉ ତାଙ୍କର ମା ଙ୍କର ପ୍ରତି ଥିବା ସଂମାନ ତାଙ୍କର ମନରେ ବହୁତ ଅଧିକ ବୋଲି କୁହାଯାଉଛି | କାରଣ ମୋଦି ଗୋଟିଏ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ |ଆଉ ମୋଦି ଙ୍କ ମା ବହୁତ କଷ୍ଟ ରେ ତାଙ୍କର ପରିବାର କୁ ସମ୍ଭାଳି ଥିଲେ ବୋଲି ମଧ୍ୟ କୁହାଯାଉଛି |

ଆଉ ଯାହା କୁହାଯାଉଛି କି ମୋଦି ଙ୍କ ମା ଙ୍କ ଉଦେଶ୍ୟ ରେ ଆମ ଓଡ଼ିଆ ରେ ଏକ ଗୀତ ପ୍ରକାଶ ପାଇଛି ଆଉ ଯାହାର ନାଁ ହେଉଛି “ମୋ ମା “| ଆଉ ସେହି ଗୀତ ରେ ବେଶ ସୁନ୍ଦର ଭାବରେ ମୋଦି ଓ ତାଙ୍କର ମା ଙ୍କ ଭିତରେ ଥିବା ଭଲ ପାଇବା କୁ ଦେଖିବାକୁ ମିଳିଛି ବୋଲି କୁହାଯାଉଛି | ଆଉ ତାହା ସହିତ ଏହି ଗୀତ ଟିକୁ ସୁନ୍ଦର ଭାବରେ ସ୍ୱର ରେ ସଜାଇଛନ୍ତି ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଆମ ସମସ୍ତଙ୍କର ପ୍ରିୟ କଳାକାର ହ୍ୱିମାନ ସାଗର |

ତାହା ବ୍ୟତୀତ ଏହି ଗୀତ ଟିକୁ ରିଲିଜ କରିଛନ୍ତି ସୁରେଶ ପଣ୍ଡା ଓ ଲିରିକ୍ସ ଦେଇଛନ୍ତି ପ୍ରତାବ ରୁଦ୍ର ପଣ୍ଡା ବୋଲି କୁହାଯାଉଛି | ଆଉ ମୋଦି ଙ୍କ ପାଇଁ ତାଙ୍କ ମା ଙ୍କର ସ୍ମୃତି ଉଦେଶ୍ୟ ରେ ଭାଇରାଲ ହେଇଥିବା ଏହି ଗୀତ ଟି ସମସ୍ତଙ୍କର ମନକୁ ଛୁଇଁଛି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment