ସୁପରଷ୍ଟାର Ram Pothineni And Krithi Shetty ଙ୍କ Secret Visuals ଭାଇରାଲ….

ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ଅନେକ ସମୟରେ ଆପଣ ମାନେ ଅନେକ ହିରୋ ଓ ହିରୋଇନ ମାନଙ୍କର ଆସିବାକୁ ଥିବା ନୂଆ ନୂଆ ଫ୍ଲିମ ରିଲିଜ ସମୟର ଭିଡ଼ିଓ ମାନ | ଆଉ ଯେଉଁ ଭିଡ଼ିଓ ରେ ହିରୋ ଆଉ ହିରୋଇନ ମାନେ ଆସିବାକୁ ଥିବା ନୂଆ ଫ୍ଲିମ ର ଗୀତ ସହିତ ଫ୍ଲିମ ର ଆସିବାକୁ ଥିବା ମ୍ୟୁଜିକ ଭିଡ଼ିଓ ଗୁଡିକ ବିଷୟରେ ମଧ୍ୟ ଅନେକ କଥା କହିଥାନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ମୁଖ୍ୟ ଭୂମିକାରେ ରାମ ପଥେନେନି ଓ ତାଙ୍କ ସହିତ କୀର୍ତ୍ତି ସେଠି ଙ୍କର ଏକ ନୂଆ ଫ୍ଲିମ ବିଷୟରେ କୁହାଯାଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ବର୍ତ୍ତମାନ ଆସିବାକୁ ଯାଉଛି ଏକ ନୂଆ ତେଲଗୁ ଫ୍ଲିମ ଆଉ ଯେଉଁ ଫ୍ଲିମ ରେ ଅଭିନୟ ର ଯାଦୁ ଦେଖାଇବାକୁ ଯାଉଛନ୍ତି ସମସ୍ତଙ୍କର ପ୍ରିୟର ହେଣ୍ଡସମ ଓ ଟେଲେଣ୍ଟେଟ କଳାକାର ସମସ୍ତଙ୍କର ଅତି ପ୍ରିୟ ଅଭିନେତା ରାମ ପଥେନେନି ଙ୍କ ବିଷୟରେ | ଆଉ ତାଙ୍କ ସହିତ ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନରେ ଘର କରିଛନ୍ତି ସୁନ୍ଦରୀ ଓ ଚୁଲବୁଲି ଅଭୁନେତ୍ରୀ କୀର୍ତ୍ତି ସେଠି | ଆଉ ଦୁଇଜଣ ଙ୍କର ଏକ ନୂଆ ଫ୍ଲିମ ଲଞ୍ଚ ହେବାକୁ ଯାଉଛି |

ଆଉ ସେହି ଫ୍ଲିମ ଟିର ନାଁ ହେଉଛି ୱାରିଅର ଆଉ ଏହି ଫ୍ଲିମ ଟି ଏକ ନୂଆ କାହାଣୀ କୁ ନେଇକି ବେଶ ସୁନ୍ଦର ଭାବରେ ରିଲିଜ ହେବାକୁ ଲାଗିଛି | ଆଉ ଏହି ଫ୍ଲିମ ର ଏକ ନୂଆ ଗୀତ ଲଞ୍ଚ ହେବାକୁ ଯାଉଛି ଯେଉଁ ଗୀତ ଟିର ନାଁ ହେଉଛି ୱଇଷ୍ଟେଲ ଆଉ ଏହି ଗୀତ ଟି ବେଶ ସୁନ୍ଦର ହୋଇଛି ଆଉ ଯାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ଛୁଇଁବ ବୋଲି କୁହାଯାଉଛି |ତେବେ ଦର୍ଶକ ମାନଙ୍କର ଭଲ ପାଇବା ଏହି ମୁଭି ରେ ଦେଖା ଯିବ ବୋଲି ମଧ୍ୟ କୁହାଯାଉଛି |

ଏହା ସହିତ ଏହି ଫ୍ଲିମ କୁ ନେଇକି ଚାଲିଥିବା ଇଭେଣ୍ଟ ରେ ଫ୍ଲିମ ର ଏକ ଦମଦାର ସିନ କୁ ମଧ୍ୟ କୀର୍ତ୍ତି ସେଠି ମଞ୍ଚ ଉପରେ ଦେଖାଇଛନ୍ତି | ଆଉ ସେହି ଦମଦାର ସିନ ଟି ହେଉଛି ହୁଇସେଲ ମାରିବାର ସିନ | ମଞ୍ଚ ଉପରେ ସୁନ୍ଦର ଭାବରେ ହୁଇସେଲ ମାରିକି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି କୀର୍ତ୍ତି | ଆଉ ସେହି ଇଭେଣ୍ଟ ସମୟର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment