ହଁ ଦର୍ଶକ ବନ୍ଧୁ ଆପଣ ମାନେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ |ତେବେ ଆପଣ ମାନେ ଜାଣିଥିବେ ସଂଗୀତ ଗୋଟିଏ ଏମିତି ଜିନିଷ ଯାହା କୁ ଯେତେ ଶୁଣିଲେ ମଧ୍ୟ ମନ ପୁରେ ନାହିଁ ଆଉ ବାରମ୍ବାର ଶୁଣିବାକୁ ଇଚ୍ଛା ହୋଇଥାଏ | ବର୍ତ୍ତମାନ ସେହି ଭଳି ଗୀତ ର ମଧୁରତା ଦେଖିବାକୁ ଆଉ ଶୁଣିବାକୁ ମିଳିଛି ମଞ୍ଚ ଉପରେ | ଆଉ ଯାହା କୁହାଯାଉଛି କି ସୁନ୍ଦର ଭାବରେ ଏକ ଭଜନ ଗୀତ କୁ ବିଜ୍ଞନ୍ସି ଗାଇକି ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ଯିଏ ବି ସେହି ଭଜନ କୁ ଶୁଣୁଛି ଝିଅ ଟିର ପ୍ରସଂଶା କରିବାକୁ ଲାଗୁଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ଯେତେବେଳେ ଆପଣ କୌଣସି ଗୀତ ଵା ନାଚ ର ଭିଡ଼ିଓ ମାନ ଦେଖିବାକୁ ପାଇଥାନ୍ତି ଭାଇରାଲ ହେଉଥିବାର, ତେବେ ସେହି ଭଳି ଭିଡ଼ିଓ ଆପଣ ଙ୍କର ମନକୁ ଛୁଇଥାଏ ଆଉ ବାରମ୍ବାର ଦେଖିବାକୁ ଇଚ୍ଛା ହୋଇଥାଏ | ଆଉ ସଂଗୀତ ବିଷୟରେ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ ଆପଣ ଙ୍କ ମନ ରେ ଶାନ୍ତି କେବଳ ସଂଗୀତ ହିଁ ଆଣି ପାରିଥାଏ ବୋଲି କୁହାଯାଉଛି | ଆଉ ତାହା ବ୍ୟତୀତ ସଂଗୀତ କୁ ଶୁଣିଲେ ଆପଣ ଙ୍କର ମନ ଭିତରେ ଥିବା ଦୁଃଖ ଦୂର ହୋଇଯାଇଥାଏ ବୋଲି ମଧ୍ୟ କୁହାଯାଉଛି |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ମଞ୍ଚ ଉପରେ ସୁନ୍ଦର ଭାବରେ ଗୀତ ଗାଇବାକୁ ଲାଗିଛନ୍ତି ଝିଅ ଜଣଙ୍କ | ଆଉ ଏକ ସୁନ୍ଦର ଭଜନ ଗୀତ ” ଶୁଆ ଡାକେ ରାମ ନାମ ” ଗୀତ ରେ ସୁନ୍ଦର ଭାବରେ ଦର୍ଶକ ମାନ୍ଙ୍କର ମନକୁ କିଣି ନେଇଛନ୍ତି ବିଜ୍ଞନ୍ସି ବୋଲି କୁହାଯାଉଛି |ସାଧାରଣତଃ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯେତେବେଳେ ଆପଣ ଗୋଟିଏ ଭଜନ ଗୀତ କୁ ମନ ଦେଇକି ଶୁଣିଥାନ୍ତି ସେତେବେଳେ ସେହିଁ ଭଳି ଗୀତ ଆପଣ ଙ୍କ ମନରେ ମଧ୍ୟ ଭକ୍ତି ଭାବ କୁ ଭରି ଦେଇଥାଏ |
ଆଉ ସେହି ଭଳି ଝିଅ ଜଣଙ୍କର ସୁମଧୁର କଣ୍ଠ ରୁ ଶୁଣିବାକୁ ମିଳିଥିଲା ଏହି ଭଳି ଭାବରେ ମନକୁ ଛୁଇଁଲା ଭଳି ଭଜନ ଗୀତ ଟି ଯାହାର ଯାଦୁ ସମସ୍ତଙ୍କୁ ଆକୃଷ୍ଟ କରେଇଥିଲା | ଆଉ ଉପସ୍ଥିତ ସମସ୍ତ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଥିଲା ବୋଲି କୁହାଯାଉଛି ଭାଇରାଲ ହେଉଥିବା ସେହି ଭିଡ଼ିଓ ଟି | ଆଉ ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ତାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।