Swastik Tv News Odisha

Surya paraga ( 30 APRIL ) ସୂର୍ଯ୍ୟ ପରାଗ ହାଣ୍ଡିଛାଡ଼ ସଠିକ ସମୟ , ଏହି 4ଟି ରାଶି ରେ ଭାଗ୍ୟ ବଦଳିବ, ଗର୍ଭବତୀ ମହିଳା କରନ୍ତୁ ନାହିଁ ଏହି କାମ…

1

2022 ମସିହାରେ 4ଟି ରାଶି ରେ ଗ୍ରହଣ ଲାଗିବ , ସେଥି ମଧ୍ୟରୁ 2 ଟି ସୂର୍ଯ୍ୟଗ୍ରହଣ ଏବଂ 2ଟି ଚନ୍ଦ୍ରଗ୍ରହଣ ରହିଛି । ଏଥି ମଧ୍ୟରୁ ପ୍ରଥମ ସୂର୍ଯ୍ୟପରାଗ ଆସନ୍ତା ମାସ ଏପ୍ରିଲରେ ଲାଗିବ , ଆବଶ୍ୟ ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ । କିନ୍ତୁ ଜ୍ୟେତିଷ ଶାସ୍ତ୍ର ଦୃଷ୍ଟିରୁ ଏହି ଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମେଷ ରାଶିରେ ଲାଗୁଥିବା ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦକ୍ଷିଣ ଆମେରିକାର ଦକ୍ଷିଣ ପଶ୍ଚିମ ଭାଗ ପ୍ରଶାନ୍ତ ମାହାସାଗର ଆଟିଆଣ୍ଟିକ ଏବଂ ଆଣ୍ଟାର୍କଟିକା ରେ ଦୃଶ୍ୟମାନ ହେବ । ଏହି ଆଂଶିକ ସୂର୍ଯ୍ୟପରାଗ ଏପ୍ରିଲ 30 ତାରିଖ ମଧ୍ୟରାତ୍ରୀରେ 12 ଟା 15 ରେ ଆରମ୍ଭ ହେବ ।

ମେ 1 ତାରିଖ ସକାଳ 4 ଟା 7 ମିନିଟ ପର୍ଯ୍ୟନ୍ତ ରହିବ , ମେଷ ରାଶିରେ ଲାଗୁଥିବା ଏହି ଗ୍ରହଣର ପ୍ରଭାବ ସମସ୍ତ 12 ଟି ରାଶି ଉପରେ ରହିବ । ଏଥିରୁ ଏହା 4 ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।

1. ବୃଷରାଶି :-

ବୃଷ ରାଶିର ଲୋକଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ଶୁଭ ରହିବ , ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତିର ସମ୍ଭାବନା ରହିବ । ଅଟକି ରହିଥିବା କାମ ଗୁଡିକ ଶୀଘ୍ର ହେବ , ନିଯୁକ୍ତି ଏବଂ ବ୍ୟବସାୟୀ ଉଭୟ ଉପକୃତ ହେବେ । ରିଏଲିଷ୍ଟେଟ ରେ ବିନିଯୋଗ କରିବା ପାଇଁ ଏହା ଏକ ଭଲ ସମୟ ହେବ ।

2. କର୍କଟରାଶି :-

କର୍କଟ ରାଶି ର ଲୋକଙ୍କ ପାଇଁ ଏପ୍ରିଲ 30 ର ସୂର୍ଯ୍ୟପରାଗ ସେମାନଙ୍କର ଭାଗ୍ୟ ବୃଦ୍ଧି କରିବ । ସେମାନ କାର୍ଯ୍ୟରେ ସଫଳତା ପାଇବେ , ସମ୍ମାନ ବୃଦ୍ଦି ପାଇବେ । ସେମାନେ ନିଜର ଦକ୍ଷତା ଦେଖାଇବାକୁ ସୁଯୋଗ ପାଇବେ , ସେମାନଙ୍କର ପ୍ରମଶନ ହେବ । ବୈବାହିକ ଜୀବନ ସୁଖମୟ ହେବ ଏବଂ ପରିବାରରେ ସର୍ବଦା ଖୁସୀର ମାହଲ ଲାଗି ରହିବ ।

3. ତୁଳାରାଶି :-

ତୁଳା ରାଶି ର ଲୋକମାନଙ୍କ କ୍ୟାରିଅର ପାଇଁ ବହୁତ ଭଲ ସମୟ ରହିବ , ସେମାନେ ପଦନ୍ନୋତି ପାଇବା ସହିତ କିଛି ବଡ ସିଯୋଗ ପାଇ ପାରିବେ । ଲକ୍ଷ ପଛରେ ଗଡାଇଥିବା ଲୋକମାନେ ସଫଳତା ପାଇବେ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ , ଅବିବାହିତ ଥିବା ଲୋକମାନଙ୍କର ବିବାହର ଯୋଗ ବନୁଅଛି ।

4. ଧନୁରାଶି :-

ଧନୁରାଶି ର ଲୋକଙ୍କୁ ଏହି ସୂର୍ଯ୍ୟଗ୍ରହଣ ଧନଲାଭ କରାଇବ ଏବଂ ଅଗ୍ରଗତି ହେବ । ବିଶେଷକରି ସରକାରୀ ଚାକିରୀ ଥିବା ଲୋକେ ମାନେ ବ଼ଡ ଲାଭ ପାଇବେ , ଏଥି ସହିତ ବ୍ୟବସାୟୀ ମାନେ ସେମାନଙ୍କ ବ୍ୟବସାୟ ବୃଦ୍ଧି ପାଇଁ ଏକ ନୂତନ ପ୍ରଜେକ୍ଟରେ କାର୍ଯ୍ୟ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

1 Comment
  1. Ok Ok says

    1986

Leave A Reply

Your email address will not be published.