ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଆମର ଆଗକୁ ଆସୁଥିବା ରୁକ୍ମଣୀ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ହେବାକୁ ଯାଉଛି, ଏହି ସୂର୍ଯ୍ୟ ପରାଗ ଦିନ ଆମକୁ ବାହୁତ ନିୟମ ମାନି ଚାଲିବାକୁ ହେବ |ଏହି ସୂର୍ଯ୍ୟ ପରାଗ ଏପ୍ରିଲ 20ତାରିଖ ଦିନ ମହାକାଶରେ ପ୍ରାୟ ପାଞ୍ଚ ଘଣ୍ଟା ପଚିଶ ମିନିଟ ପ୍ରଯ୍ୟନ୍ତ ଲାଗି ରହିବ |ଏହି ସୂର୍ଯ୍ୟ ପରାଗ କାରଣରୁ ଏହା ଆମ ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇବା ସହିତ ଏହି ଗ୍ରହଣ କାରଣରୁ ଆମ ରାଶି ଚକ୍ରର କେତେକ ରାଶି ମାନଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିଥାଏ |ମୁଁ ଆଜି ଆପଣଙ୍କୁ ଏହି ସୂର୍ଯ୍ୟ ପରାଗ ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହଁ ସେ ବିଷୟରେ ଜଣେଇବି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହା ବିଷୟରେ ସମ୍ପୂର୍ଣ କଥା ଜାଣିବା |
1-ଏହି ସୂର୍ଯ୍ୟ ପରାଗ ଗର୍ଭବତୀ ମହିଳା ମାନଙ୍କ ପାଇଁ ଶୁଭ ହୋଇନଥାଏ ତେଣୁ ସେମାନଙ୍କୁ ସୂର୍ଯ୍ୟ ପରାଗ ଦେଖିବା ଉଚିତ ନୁହଁ, ଏହା ଅଶୁଭ ହେବା କାରଣରୁ ଆପଣ ଶିଶୁ ଉପରେ ଖରାପ ପ୍ରଭାବ ପକାଇ ଥାଏ |
2-ଏହି ସୂର୍ଯ୍ୟପରାଗ ଆମର ରାଶି ଚକ୍ରର ବୃଷ, ମିଥୁନ,କର୍କଟ, ତୁଳା, ବିଛା, ଧନୁ,କୁମ୍ଭ ଏବଂ ମୀନ ରାଶିର ବ୍ୟକ୍ତିଙ୍କ ଉପରେ ଏହାର ଶୁଭ ପ୍ରଭାବ ପକାଇବା ସହିତ ମେଷ, କନ୍ୟା, ସିଂହ ଏବଂ ମକର ରାଶିର ବ୍ୟକ୍ତି ବିଶେଷ ଉପରେ ଏହାର ଖରାପ ପ୍ରଭାବ ପକାଇ ଥାଏ |ତେଣୁ ଆପଣ ଏହି ସମୟରେ ଭଗବାନଙ୍କୁ ସ୍ମରଣ କରନ୍ତୁ ତେବେ ଆପଣଙ୍କ ଉପରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯିବ |
3-ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଖାଇବା ନିଷେଧ ଅଟେ,ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ଆପଣ ଯଦି ଏହି ସମୟରେ ଖାଦ୍ୟ ଖାଇଥାନ୍ତି ତେବେ ଏହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇ ଥାଏ |
4:-ଏହି ସମୟରେ ଆପଣ କେବେ ଠାକୁର ପୂଜା କରନ୍ତୁ ନାହିଁ, ଏହି ସମୟରେ ଠାକୁର ଘର ଆପଣ ବନ୍ଦ କରି ରଖନ୍ତୁ ଯେପରି ସୂର୍ଯ୍ୟ କିରଣ ଠାକୁର ଘରେ ନପଡେ |ଏହା ସହିତ ଆପଣ ଏହି ସମୟରେ କୌଣସି ବୃକ୍ଷକୁ ମଧ୍ୟ ଛୁଇଁବା ଉଚିତ ନୁହଁ |
5-ଗ୍ରହଣ ହେଉ କିମ୍ବା ପରାଗ ପରେ ଆପଣ ନିଜେ ସ୍ନାନ କରି ଆପଣଙ୍କୁ ପିନ୍ଧି ଥିବା ଲୋଗା ଧୋଇଦେବା ସହିତ ଆପଣ ଘରକୁ ଆପଣ ଗଙ୍ଗା ପାଣି ଛୀଚନ୍ନ କରି ନିଜ ଘରକୁ ପବିତ୍ର କରି ନିଅନ୍ତୁ |ପରେ ଆପଣ କିଛି ରନ୍ଧା ଯାଇଥିବା ଖାଦ୍ୟ ଗରିବ କିମ୍ବା ଦୁଃଖୀ ମାନଙ୍କୁ ଦାନ କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ |
6-ଏହି ସମୟରେ ସ୍ୱାମୀ ସ୍ତ୍ରୀ ଶରୀରିକ ସମ୍ପର୍କ ରଖିବା ଉଚିତ ନୁହଁ ଆପଣ ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ଆପଣଙ୍କ ଉଭୟ ଭିତରେ ଫାଟ ସୃଷ୍ଟି ହୋଇପାରେ କାରଣ ଏହି ସମୟରେ ନକାରାତ୍ମକ ଶକ୍ତିର ଉର୍ଜା ଅଧିକ ମାତ୍ରାରେ ଥାଏ |ଏହା ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥିବାରୁ ଏପରି କାର୍ଯ୍ୟ କରନ୍ତୁ ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।