Swastik Tv News Odisha

Sushil ଙ୍କ ଦମଦାର Performance ରେ ସମସ୍ତେ ହେଲେ Speechless !! ଠିଆ ହୋଇ ତାଳି ମାରିଲେ Judges… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ।ସଙ୍ଗୀତ ଆମ ଜୀବନରେ ଏକ ଆନନ୍ଦର ରସ ଭରି ଦେଇଥାଏ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ। ସମୟକ୍ରମେ ଆପଣ ଏହିଭଳି ଭାବରେ ଅନେକ ଜଣଙ୍କୁ ସଙ୍ଗୀତ ଗାଉ ଥିବାର ଭିଡିଓ ଦେଖିବାକୁ ପାଉଥିବେ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ।ଆଉ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।

ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଗୀତ ଗାଉଥିବାର ଭିଡିଓ ଦେଖି ସେଥିରୁ ଏକ ଭିନ୍ନ କୌତୁହଳ ମିଳିଥାଏ।

ତେଣୁ ଛୋଟ ପିଲା ମାନଙ୍କର ଗୀତ ଶୁଣିବାକୁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।ସେମାନଙ୍କ ସ୍ୱର ସମସ୍ତଙ୍କ ହୃଦୟକୁ ଛୁଇଁଥାଏ।ଆମେ ସେମାନଙ୍କ ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଜଣେ ଛୋଟ ବାଳକ ଯିଏକି ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛି, ସାରା ଓଡ଼ିଶାରେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଛି ତାଙ୍କର ଏକ ଜବରଦସ୍ତ ପରଫରମାନ୍ସ ର ଭିଡିଓ ଆପଣଙ୍କୁ ଦେଖାଇବାକୁ ଯାଉଛୁ।ଏହି ପିଲାଟିର ନାମ ହେଉଛି ସୁଶିଲ କୁମାର ସାହୁ। ଯିଏକି ସିଦ୍ଧାର୍ଥ ଟିଭି ର ସିଙ୍ଗିଙ୍ଗ ରିଏଲିଟି ଶୋ, ଓଡ଼ିଶାର ନୁଆସ୍ଵର ଜୁନିଅରର ୱିନର ହୋଇଛନ୍ତି।

ସେ ତାଙ୍କର ସୁମଧୁର ସ୍ଵରରେ କିପରି ଭାବରେ ସେମି ଫାଇନାଲ ରାଉଣ୍ଡରେ ଏକ ରୋମାଣ୍ଟିକ ଗୀତ ଗାଉଛନ୍ତି ତାହା ଥରେ ଶୁଣନ୍ତୁ। ଏହି ଗୀତଟି ହେଉଛି ଏକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରର ଗୀତ, ସୀମା ଡେଇଁ ଗଲେ ପ୍ରେମ ଅଶାନ୍ତ ସହର। ସୁଶୀଲ କୁମାର ଯେଉଁଭଳି ଭାବରେ ଏ ଗୀତକୁ ଗାଇଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି ଏବଂ ଏହାକୁ ଶୁଣି ବିଚାରକ ମାନେ ଛିଡା ହୋଇ ତାଙ୍କୁ ତାଳି ମାରି ତାଙ୍କର ଭଲପାଇବା ଦେଇଛନ୍ତି। ତେବେ ଏହି ଗୀତକୁ ଶୁଣିଲେ ଆପଣ ବି ନିଶ୍ଚିତ ଖୁସି ହେବେ ଏବଂ ପିଲାଟିର ଏଭଳି ଗାୟିକି କୁ ପ୍ରଶଂସା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.