Sushil & Hari Omm ଙ୍କ ଯୁଗଳବନ୍ଦୀ Song ସମସ୍ତଙ୍କୁ ନଚେଇଦେଲା – Pragyan & Arpita ସେମି ଫାଇନାଲ ରେ କଲେ ଜବରଦସ୍ତ ଡ୍ୟାନ୍ସ..

ଦର୍ଶକ ବନ୍ଧୁ ଓଡିଶା ଟେଲିଭିଜନରେ ସିଦ୍ଧାର୍ଥ ଟିଭି ଆରମ୍ଭ କରିଥିବା ଓଡିଶା ରେ ଏକ ରିୟାଲିଟି ଶୋ, ଯାହାର ନାମ ନୂଆ ସ୍ୱର ଜୁନିଅର | ଏହି ରିୟାଲିଟି ଶୋ ରେ ଏବେ ସେମି ଫାଇନାଲର ଦ୍ୱିତୀୟ ରାଉଣ୍ଡ ରେ ଯୁଗଳ ଯୋଡି ଙ୍କ ସ୍ୱର ଆରମ୍ଭ ହେଇଥିବା ବେଳେ ଏହି ମଞ୍ଚରେ ଦୁଇ ଯୁଗଳ ଯୋଡି ସୁଶୀଲ ଓ ହରି ଓମ ଙ୍କ ଲାଜବାବ ଗୀତ ଗାଇ ଏବେ ସାରା ଓଡିଶା ରେ ପ୍ରଶଂସା ର ପାତ୍ର ହେଇପାରିଛନ୍ତି |ତେବେ ଏହି ମହାମଞ୍ଚ ରେ ଦୁଇ ଯୋଡି ଯେଉଁ ଭଳି ଭାବରେ ନିଜର ପରିଚୟ ବନାଇଛନ୍ତି ତାହା ହେଇଛି ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବୋଲି କୁହାଯାଉଛି |

ତେବେ ସିଦ୍ଧାର୍ଥ ଟିଭି ରେ ଚାଲିଥିବା ନୂଆ ସ୍ୱର ମହାମଞ୍ଚ ରେ ଏହି ଦୁଇ ଯୋଡି ” ଟିକେ ଦେଖ ମୋ’ ଗୀତ ଗାଇ ଦର୍ଶକ ମାନଙ୍କ ମନ କୁ ମନରଞ୍ଜନ କରିବା ସହିତ ସେଠାରେ ଉପସ୍ଥିତ ଥିବା ଜର୍ଜ ମାନଙ୍କୁ ଏତେ ପରିମାଣ ରେ ଆକର୍ଷିତ କରିଥିଲା ଯେ ,ଗୀତ ଟି ଆରମ୍ଭ କରିବା ଠୁ ଜର୍ଜ ମାନେ ଏହି ଦୁଇଜଣ ଙ୍କ ସ୍ୱରରେ ସ୍ୱର ର ଦୁନିଆରେ ହଜିଯାଇଥିଲେ | କିଛି ସମୟ ପରେ ସେଠାରେ ଥିବା ତିନି ଜଣ ଜର୍ଜ ନିଜକୁ ଆଉ ନ ରକି ପାରି ଆସି ଏହି ଦୁଇଜଣ ଙ୍କ ଗୀତ ରେ ସ୍ୱର ମହାମଞ୍ଚ ରେ ଆସି ଡ୍ୟାନ୍ସ କରିବାକୁ ଲାଗିଥିଲେ| ସତରେ ଏହି ଦୁଇ ଯୋଡି ଏମିତି ଅନ୍ଦାଜ ରେ ତାଙ୍କର ପରଫୋରମାନ୍ସ ଦେଇଥିଲେ ଯେ ଯିଏ କେହି ଦେଖିଲେ ସେଇ ମୁହୂର୍ତ୍ତ ରେ ଡ୍ୟାନ୍ସ କରିବାକୁ ଲାଗିବେ |ତାହାଲେ ଆସନ୍ତୁ ଜାଣିବା ଗୀତ ଟି ସରିବା ପରେ ଜର୍ଜ ମାନେ ଏହି ଦୁଇ ଯୋଡି ଙ୍କୁ କଣ ମତ ଦେଇଥିଲେ |

ନୂଆ ସ୍ୱର ଜୁନିୟର ମହାମଞ୍ଚ ସେମି ଫାଇନାଲ ରେ ସୁଶୀଲ ଓ ହରିଓମ ଙ୍କ ଗୀତ ଶୁଣିସାରିଲା ପରେ ଜର୍ଜ ମାନେ ଏହି ଦୁଇଜଣ ଛୋଟ କଣ୍ଠ ଶିଳ୍ପୀ ଙ୍କ ସ୍ୱର ରେ ପୁରା ହଜିଯାଇଥିଲେ ଓ ମଞ୍ଚଟି ର ମହଲ ପୁରା ଝୁମିଲା ଝୁମିଲା ବୋଲି ଲାଗୁଥିଲା ବୋଲି ଜଣା ପଡୁଥିଲା |କାରଣ ଏହି ଗୀତ ଟି ଯେତେ ପାୱାର ଫୁଲ ଥିଲା ତା ଠୁ ଅଧିକ ପାୱାର ଫୁଲ ଏହି ଦୁଇଜଣ ଙ୍କ ସ୍ୱର ରେ ଥିଲା ବୋଲି କହିଥିଲେ ଜର୍ଜ ମାନେ |ଦୁଇଜଣ ଙ୍କ ସ୍ୱର ରେ ଏତେ ଯାଦୁଗରୀ ଥିଲା ଯେ ତାହା କହିବା ଅସମ୍ଭବ ବୋଲି କହିଥିଲେ ଜର୍ଜ ମାନେ ତେବେ ଏହି ଗୀତ ଟି କୁ ସମସ୍ତ ଜର୍ଜ ଓ ଦର୍ଶକ ମାନେ ବହୁତ ଭଲ ଭାବରେ ଆନନ୍ଦ କରିଛନ୍ତି ବୋଲି କୁହାଯାଉଛି |

ଆଉ ଗୀତର ତାଳ ଏତେ ଜୋରରେ ହେଇଥିଲା କି ଜର୍ଜ ମାନେ ଉଠିକି ମଧ୍ୟ ଡାନ୍ସ କରିଥିଲେ ଗୀତ ସହିତ |ତାହାଲେ ଏହା ଥିଲା ନୂଆ ସ୍ୱର ଜୁନିୟର ମହାମଞ୍ଚ ରେ ହେଇଥିବା ସେଇ ଭାଇରଲ ଭିଡ଼ିଓ ଯାହା ଏବେ ବହୁତ ମାତ୍ରା ରେ ଭାଇରଲ ହେବା ସହିତ ଦର୍ଶକ ମାନଙ୍କ ମନରେ ଆବେଗ ଭରିଦେଇଛି ବୋଲି କୁହାଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment