ସ୍ୱପ୍ନ ମହଲ ଗଣନାଟ୍ୟରେ ଦୟା ଙ୍କ ଜବରଦସ୍ତ ରୋମାଣ୍ଟିକ କମେଡି Scene ” ତମର ଅଛି “…. ଦେଖିଲେ ହସି ହସି ଗଡ଼ିଯିବେ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଯାତ୍ରା କମେଡି ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହା ଆମର ମନକୁ ବେଶ ଖୁସି କରି ଦେଇଥାଏ ବୋଲି କୁହାଯାଉଛି | ଆଉ ସେହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ମନକୁ ଖୁସି କରି ଦେଇଛି ତାହା ହେଉଛି ଯାତ୍ରା ଜଗତର ଏକ ଦମଦାଏ କମେଡି ପାର୍ଟ ର ଭିଡ଼ିଓ | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି ଯାତ୍ରା ଜଗତରେ କମେଡି ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ସମସ୍ତଙ୍କର ପ୍ରିୟ ଯାତ୍ରା କଳାକାର ଦୟା ଯାତ୍ରା କମେଡିଆନ ଙ୍କର ଭାଇରାଲ ଭିଡ଼ିଓ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଯାତ୍ରା ର କମେଡି ସିନ ଉପରେ ନଜର ପକାଇବା |

ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ ଯାତ୍ରା ଜଗତରେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ଵା ସହିତ ସମସ୍ତଙ୍କର ହୃଦୟରେ ଯାତ୍ରା ପ୍ରତି ଭଲ ପାଇବା ଆଣିଦେଇଥିବା ସେହି ଯାତ୍ରା କଳାକାର ଦୟା ଯାତ୍ରା କମେଡିଆନ କୁ ଜାଣିଥିବେ ଆପଣ ମାନେ |ତେବେ ଅନେକ ସମୟରେ ଦେଖିବାକୁ ମିଳିଥାଏ କି ଯାତ୍ରା ର କମେଡି ଗଗୁଡିକ ଲୋକ ମାନଙ୍କୁ ଏତେ ପସନ୍ଦ ଆସିଥାଏ କି ଲୋକ ମାନେ ଯାତ୍ରା ର ଡାଇଲଗ କୁ କହିବାକୁ ଲାଗିଥାନ୍ତି ବାରମ୍ବାର ବୋଲି କୁହାଯାଉଛି |

ତେବେ ବର୍ତ୍ତମାନ ସ୍ୱପ୍ନ ମହଲ ର ଦୟା କମେଡିଆନ ଙ୍କର ଏକ ଯାତ୍ରା କମେଡି ସିନ ଟି ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦୟା ତାଙ୍କର ଶଶୁରର ଝିଅ କୁ ନେଇକି କିଛି କଥା କହିବା ପାଇଁ ଲାଗିଛନ୍ତି | ଆଉ ସେ ପ୍ଲଟ କୁ କିଣିବା ପାଇଁ କେତେ ଟଙ୍କା ଲାଗିବ ବୋଲି ପଚାରିବା ସହିତ ଯେତେ ଟଙ୍କା ଲାଗିଲେ ବି ତାଙ୍କୁ ସେ ପ୍ଲଟ ଦରକାର ଏମିତି କିଛି କଥା କହିବାକୁ ଲାଗିଛନ୍ତି ଯାତ୍ରା ର କମେଡି ସିନ ମଧ୍ୟମରର ଦୟା କମେଡିଆନ | ଆଉ ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି ବୋଲି କୁହାଯାଉଛି |

ଆଉ ତାହା ସହିତ ଦୟା ତାଙ୍କର ପ୍ରେମ ପାଇଁ କଣ କଣ ସେ କରି ପାରନ୍ତି ସେ ବିଷୟରେ ମଧ୍ୟ ପ୍ରକାଶ କରିବାକୁ ଲାଗିଛନ୍ତି ଯାତ୍ରା କମେଡି ମାଧ୍ୟମରେ | ଆଉ ସେ ତାଙ୍କର ପ୍ରେମ ପାଇଁ ସବୁ କିଛି କରି ପାରିବେ ବୋଲି କହିବା ସହିତ ତାଙ୍କ ପାଖରେ ବହୁତ ଟଙ୍କା ଅଛି ବୋଲି କହିବାକୁ ଲାଗିଛନ୍ତି ଦୟା | ଆଉ ସେ ତାଙ୍କର ପ୍ରେମିକା ଙ୍କୁ ତାଙ୍କର ଅଛି କି ଏଭଳି କିଛି ପଚାରିଛନ୍ତି | ଆଉ ଦୟା ଙ୍କ ର ଏହୁ କମେଡି ସିନ ଦର୍ଶକ ମାନଙ୍କର ମନକୁ କିଣି ନେଇଛି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment