ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା ଆପଣ ସମସ୍ତ ଙ୍କୁ ବେଶ ପସନ୍ଦ ଆସିଥାଏ ଆଉ ବାରମ୍ବାର ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଇଚ୍ଛା ହୋଇଥାଏ | ଆଉ ସେହି ଭଳି ଭିଡ଼ିଓ ହେଉଛି ଯାତ୍ରା ର ଭିଡ଼ିଓ, ଯେଉଁଠି ଯାତ୍ରା ମଞ୍ଚରେ ସୁନ୍ଦର ଭାବରେ ନିଜର ଯାତ୍ରା ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଯାତ୍ରା କମେଡିଆନ ଦୟା | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯାତ୍ରା ଭିଡ଼ିଓ ରେ ରହିଛି କିଛି ଏଭଳି ଯାଦୁ ଯାହା ସମସ୍ତ ଙ୍କୁ ବେଶ ପସନ୍ଦ ଆସିଥାଏ | ଆଉ ଯାହା କୁହାଯାଉଛି କି ଯାତ୍ରା ରେ କିଛି ଏଭଳି ଯାଦୁ ରହିଛି ଯେଉଁଥିରେ ଯାତ୍ରା କଳାକାର ମାନଙ୍କର ଅଭିନୟ ର ଝଲକ ଦେଖିବା ପାଇଁ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ଆକୃଷ୍ଟ ହୋଇଥାନ୍ତି | ତାହା ବ୍ୟତୀତ କୁହାଯାଉଛି କି ଯାତ୍ରା କଳାକାର ମାନଙ୍କ ଅଭିନୟ କୁ ଦେଖିବା ସହିତ ସେମାନଙ୍କର ପ୍ରସଂଶା ମଧ୍ୟ କରିବା ପାଇଁ ଲାଗୁଛନ୍ତି ଆଜି କାଲି ର ଯୁବ ପିଢ଼ି ମାନେ ବୋଲି କୁହାଯାଉଛି |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ଟି ହେଉଛି ସ୍ବପ୍ନ ମହଲ ର ଏକ ଜବରଦସ୍ତ ଅଭିନୟ ର କମାଲ | ଆଉ ଯେଉଁଠି କୁହାଯାଉଛି କି ଏହି ଅଭିନୟ ରେ ଯାତ୍ରା ଜଗତରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଉ ଥିବା ଯାତ୍ରା କମେଡିଆନ ଦୟା ନିଜର ଅଭିନୟ ର ଝଲକ ଦେଖାଇବାକୁ ଲାଗିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଝିଅ ଜଣଙ୍କ ବାହାଘର ପରେ ତାଙ୍କର ଶାଶୂ ଘରୁ ପଳେଇ ଆସିଛନ୍ତି | ଆଉ ଚତୁର୍ଥୀ ରେ ସେ ତାଙ୍କର ସ୍ୱାମୀ ଙ୍କ ର କିଛି ଏଭଳି କାର୍ଯ୍ୟ ଦେଖିବାକୁ ପାଇଥିଲେ ଯେଉଁଥି ପାଇଁ ସେ ପଳେଇ ଆସିଛନ୍ତି ବୋଲି କମେଡି ଭାବରେ ପ୍ରକାଶ କରିବାକୁ ଲାଗିଥିଲେ |
ତାହା ସହିତ ଦେଖିବାକୁ ମିଳିଥିଲା କି ଯାତ୍ରା ର କମେଡି ପାର୍ଟ ରେ ଦୟା ଙ୍କୁ ଝିଅ ଜଣଙ୍କ କହିଥିଲା କି ତାଙ୍କ ସ୍ୱାମୀ ଙ୍କର ଡ୍ରାଇଭିଙ୍ଗ ଏକ୍ସପେରିଏନ୍ସ ନାହିଁ | ଆଉ ଯେଉଁଥିପାଇଁ ତାଙ୍କୁ ପସନ୍ଦ ଆସିଲାଣି ଆଉ ସେ ପଳେଇ ଆସିଲେ ଆଉ ଯେଉଁ କଥା କୁ ନେଇକି ଦୟା ମଧ୍ୟ ତାଙ୍କର କମେଡି ମାଧ୍ୟମରେ ଝଲକ ଦେଖାଇବାକୁ ଲାଗିଥିଲେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।