ସ୍ୱପ୍ନ ମହଲ ଗଣନାଟ୍ୟ ରେ Daya Jatra Comedy | CID ଦୟା ନିୟୁ କମେଡି 2022… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ସମୟରେ ଯାତ୍ରା ର ଭିଡ଼ିଓ ଗୁଡିକ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ଯାତ୍ରା ଗୋଟିଏ ଏମିତି ଜିନିଷ ଯେଉଁଥିରେ କଳାକାର ମାନେ ଲୋକ ମାନଙ୍କ ସାମ୍ନା ରେ ରହି ଅଭିନୟ କରିବାକୁ ଲାଗିଥାନ୍ତି | ଆଉ ତାଙ୍କର ସେହି ଅଭିନୟ ରେ ଦର୍ଶକ ମାନଙ୍କର ହୃଦୟ ଆଉ ମନକୁ ମଧ୍ୟ କିଣିବାର ପ୍ରୟାସ କରିଥାନ୍ତି ବୋଲି କୁହାଯାଉଛି | ତେବେ ସେହି ଭଳି ବର୍ତ୍ତମାନ ଏକ ଯାତ୍ରା ର କିଛି କମେଡି ପାର୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯାହା ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରେଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଯାତ୍ରା ଇଣ୍ଡୋଷ୍ଟ୍ରି କେତେ ଉପରକୁ ଯିବାକୁ ଲାଗିଲାନି | ଫ୍ଲିମ କୁ ପଛରେ ପକାଇ ଲୋକ ମାନେ ଅଧିକ ପସନ୍ଦ କରୁଛନ୍ତି ଯାତ୍ରା ର ଝଲକ ଦେଖିବା ପାଇଁ | ଆଉ ଯାହା କୁହାଯାଉଛି କି ଯାତ୍ରା ହେଉଛି ଏମିତି ଗୋଟିଏ ଅଭିନୟ ର ପ୍ଲାଟଫର୍ମ ଯେଉଁଥିରେ କଳାକାର ମାନେ ଷ୍ଟେଜ ଉପରେ ସମସ୍ତ ଦର୍ଶକ ଙ୍କ ସାମ୍ନା ରେ ଅଭିନୟ କରିବାକୁ ଲାଗିଥାନ୍ତି | ଆଉ ତାଙ୍କର ମନ ମୁଗ୍ଧକର ଅଭିନୟ କୁ ଦେଖି ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତ ମୁଗ୍ଧ ହୋଇ ଯାଇଥାନ୍ତି ବୋଲି କୁହାଯାଉଛି |ଆଉ ବର୍ତ୍ତମାନ ସେହି ଭଳି ଏକ ଦମଦାର ଯାତ୍ରା ର ପାର୍ଟ ଦେଖିବାକୁ ମିଳିଛି |

ଆଉ ଯାହା କୁହାଯାଉଛି କି ଭାଇରାଲ ହେଉଥିବା ଏହିଁ ଯାତ୍ରା ର ପାର୍ଟ ଟି ହେଉଛି ସ୍ୱପ୍ନ ମହଲ ର | ଆଉ ଯାହା କୁହାଯାଉଛି କି CID ଯାତ୍ରା କମେଡିର ଏକ ପାର୍ଟ ବର୍ତ୍ତମାନ ସମସ୍ତଙ୍କ ମନକୁ ଛୁଇଁଛି | ଆଉ ଯେଉଁଥିରେ ଦୟା କମେଡି ସିନ ସମସ୍ତଙ୍କୁ ଆକୃଷ୍ଟ କରେଇଛି | ତାହା ସହିତ ଦେଖିବାକୁ ମିଳିଛି କି ଆଜି କାଲି ଝିଅ ମାନେ କେମିତି ଷଷ୍ଠ ରୁ ନଷ୍ଟ ହୋଇ ଯାଉଛନ୍ତି ଆଉ ପୁଅ ସହିତ ମାଷ୍ଟର ପଟେଇ ସେମାନଙ୍କୁ ପ୍ରେମ ଜାଲରେ ଛନ୍ଦି ଦେଉଛନ୍ତି ସେ ବିଷୟରେ ମଧ୍ୟ ଏହି ଯାତ୍ରା ରେ ପ୍ରକାଶ ପାଇଛି |

ଆଉ ଯାତ୍ରା ମଞ୍ଚର ଏହି କମେଡ଼ି ସିନ ସମସ୍ତଙ୍କ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି | ଆଉ ତାହା ସହିତ ଏହି ଦୟା କମେଡି ସିନ ସମସ୍ତଙ୍କ ମନ ପସନ୍ଦ ହେଲା ଭଳି ହୋଇଛି ଓ ଦର୍ଶକ ମାନେ ମଧ୍ୟ ଏହି କମେଡି ଦେଖି ପୁରା ପୁରି ମଜି ଯାଇଛନ୍ତି ଓ ଯାତ୍ରା କଳାକାର ମାନଙ୍କୁ ପ୍ରସଂଶା କରିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment