ସ୍ୱର୍ଣ୍ଣ ମହଲ | ନିୟୁ ଯାତ୍ରା ଭିକାରୀ ( Bhikari ) କମେଡି… ଭିଡ଼ିଓ ଦେଖିଲ ହସି ହସି ଗଡ଼ିଯିବେ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ମ୍ପନୋଛୁଆ କମେଡି ସିନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ସିନ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ମନ ଖୁସି ହୋଇ ଯାଇଥାଏ | ଆଉ ଆପଣ ମାନେ ପ୍ରସଂଶା ନ କରି ରହି ପାରିବେ ନାହିଁ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ଜଗତର ଏକ ମନୋଛୁଆଁ କମେଡି ସିନ ଟି | ଆଉ ଯେଉଁଥିରେ ଭିକାରୀ ରୋଲ ରେ କରୁଥିବା ଯାତ୍ରା କଳାକାର ଜଣଙ୍କ ତାଙ୍କର ଯାତ୍ରା ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଯାତ୍ରା ଜଗତ କେତେ ଆଗକୁ ଯିବାକୁ ଲାଗିଲାଣି | ଯାତ୍ରା କଳାକାର ମାନେ ମଧ୍ୟ ଯାତ୍ରା ର ମଞ୍ଚ ରେ ନିଜର ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି | ତାହା ଛଡା ଆଜି କାଲି ଗାଁ ଠାରୁ ଆରମ୍ଭ କରି ସହର, ଧନୀ ଠାରୁ ଆରମ୍ଭ କରିକି ଗରିବ ପର୍ଯ୍ୟନ୍ତ ସମସ୍ତେ ଯାତ୍ରା ଜଗତ ପ୍ରତି ଆକୃଷ୍ଟ ହେଉଛନ୍ତି ଓ ଯାତ୍ରା କଳାକାର ମାନେ ନିଜର ଦମଦାର ଅଭିନୟ ଦେଖାଇ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଯାତ୍ରା ସ୍ବର୍ଣ୍ଣ ମହଲ ର ଏକ ଦମଦାର ଅଭିନୟ ର କମାଲ ଦେଖିବାକୁ ମିଳିଛି | ଆଉ ଯେଉଁ ଯାତ୍ରା ଟିର ନାଁ ହେଉଛି “ଆଲୋ ରବ ସେ ଗେଲ୍ହା ପୁଅ “ଆଉ ଯେଉଁଥିରେ ଏକ ଜବରଦସ୍ତ ମନ ପସନ୍ଦିଆ କମେଡି ସିନ ଟି ମଧ୍ୟ ରହିଛି | ଯେଉଁ କମେଡି ସିନ ରେ ଦେଖିବାକୁ ମିଳିଛି ଭିକାରୀ ଭାବରେ ଅଭିନୟ କରୁଥିବା ଯାତ୍ରା କଳାକାର ଜଣଙ୍କ ତାଙ୍କର ଅଭିନୟ ଦେଖାଇଛନ୍ତି | ଆଉ ଯାହା କୁହାଯାଉଛି କି ଭିକାରୀ ଜଣଙ୍କ ପୋଲିସ ବାବୁ ଙ୍କର ଭୋଜି ପ୍ରଗ୍ରାମ ରେ ପଶି ଯାଇଛି |

ଆଉ ସେ ମୋଟନ ଖାଇବା ସହିତ ବହୁତ କିଛି ଖାଇଛି ଆଉ ଯାହା କୁ ହଜମ କରିବା ପାଇଁ ଖଟା ପାଣି ପିଇବା ପାଇଁ ଭୁଲି ଯାଇଛି ବୋଲି କହିଛି | ଆଉ ସେହିଁ ସମୟରେ ମହିଳା ହାବିଲଦାର ଙ୍କୁ ଦେଖି ତାଙ୍କୁ କୁଣ୍ଢେଇ ପକେଇଛି | ଆଉ ଯାତ୍ରା ଜଗତର ଏହିଭଳି ମନୋଛୁଆଁ କମେଡି ସିନ ଟି ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଦର୍ଶକ ମାନେ ବେଶ ଉପଭୋଗ କରିବା ସହିତ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ଏହି କମେଡି ସିନ ଟି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment