ହଁ ଦର୍ଶକ ବନ୍ଧୁ ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ମୁଁ ବି ନମିତା ଅଗ୍ରୱାଲ ହେବି ର ଡୁଏଟ ଗୀତ ର ପ୍ରଥମ ପର୍ଯ୍ୟାୟ ରେ ପ୍ରଥମ ଯୋଡ଼ି ଙ୍କ ସୁନ୍ଦର ଗୀତ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେଇଥିବା ଦେଖା ଯାଇଛି | ତେବେ ଏହି ରିୟାଲିଟି ଶୋ ଟି ଛୋଟ ଛୋଟ ପିଲା ମାନଙ୍କୁ ନେଇ ଆରମ୍ଭ ହେଇଥିବା ସିଦ୍ଧାର୍ଥ ଟିଭି ରେ ଏହାର ପ୍ରସାରଣ ହେଉଛି | ଯାହା ମାଧ୍ୟମ ରେ ଓଡିଶା ରେ ଥିବା ବିଭିନ୍ନ କଣ୍ଠ ଶିଳ୍ପୀ ମାନେ ତାଙ୍କର ପ୍ରତିଭା ଦେଖାଇବା ପାଇଁ ଏହି ରିୟାଲିଟି ଶୋ ରେ ଭାଗ ନେଇ ଥାନ୍ତି | ତେବେ ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ରିୟାଲିଟି ଶୋ ମୁ ବି ନମିତା ଅଗ୍ରୱାଲ ହେବି | ଏହି ଶୋ ଆରୋଧ୍ୟ ଓ ତନୀଷା ନମିତା ଅଗ୍ରୱାଲ ବହୁ ଚର୍ଚ୍ଚିତ ଭଜନ ଗୀତ ଟି ଗାଇ ଏବେ ଚର୍ଚ୍ଚା ରେ ଥିବା ଜଣା ପଡିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ନମିତା ଅଗ୍ରୱାଲ ଙ୍କ ମୂଖ ନିଃସୃତ ଭଗବାନ ଶିବଙ୍କ ପାଇଁ ବହୁତ ସୁନ୍ଦର ଗୀତ ଗାଇ ବହୁ ଚର୍ଚ୍ଚା ରେ ଥିଲେ ତେବେ ସେହି ଗୀତ ଟି ହେଉଛି , “ ଶୁଣେ ହେ ପ୍ରଭୁ ଭୋଳା ଶଙ୍କର ” ଏହି ଗୀତ କୁ ନମିତା ଅଗ୍ରୱାଲ ବହୁତ ସୁନ୍ଦର ଭାବେ ସମସ୍ତଙ୍କର ପ୍ରଶଂସା ପାତ୍ର ହେଇଥିବା ବେଳେ ପୁଣି ସେହି ଗୀତ କୁ ନେଇ ଓଡିଶା ର ଦୁଇ କୁନି ଗାୟିକା କଳାକାର ବେଶ ଚର୍ଚ୍ଚା ରେ ଥିବା ସହିତ ଏହି କିଛି ଦିନରେ ଏହି ଗୀତ ମାଧ୍ୟମ ରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି | ତେବେ ସେ ଗାଇଥିବା ଏହି ସୁନ୍ଦର ଗୀତ ଅଳ୍ପ ସମୟ ମଧ୍ୟରେ ସୋସିଆଲ ମିଡିଆରେ ବେଶ ଲୋକ ପ୍ରିୟତା ହାସଲ କରିଛି | ତେବେ ଏହି ଦୁଇ କୁନି କଣ୍ଠ ରେ ଏତେ ସୁନ୍ଦର ଗୀତ କୁ ସେଠାରେ ଉପସ୍ଥିତ ଥିବା ଜର୍ଜ ମାନଙ୍କର ମନ ମୁଗ୍ଧ ହେଇଯାଇଥିଲା ବୋଲି କୁହା ଯାଇଛି |
ହଁ ଦର୍ଶକ ବନ୍ଧୁ ଓଡିଶା ବିଭିନ୍ନ କୋଣ ଆଉ ଅନୁକୋଣ ରୁ ନମିତା ଅଗ୍ରୱାଲ ଙ୍କ ବିଭିନ୍ନ ଗୀତ କୁ ନେଇ ଆସୁଥିବା ଏହି କୁନି ଗାୟିକା କଳାକାର ମାଞ୍ଚ ସେମାନଙ୍କ କମାଲ ଦେଖାଇବା ଆରମ୍ଭ କରିଛନ୍ତି | ତେବେ ଏହି ଯୋଡି ପ୍ରଥମ ପର୍ଯ୍ୟାୟରେ ଏହି ଗୀତ ଟି କୁ ସୁନ୍ଦର ଭାବରେ ଗାଇ ଜର୍ଜ ମାନଙ୍କ ମନକୁ ଜିତି ପାରିଥିଲେ ମାତ୍ର କିଛି ସମୟ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କୁ ଠାରୁ ବେଶ ପ୍ରଶଂସା ସାଉଁଟିଥିଲେ | ତେବେ ଏହି କୁନି କଣ୍ଠରେ ଗାଇଥିବା ଏହି ଗୀତକୁ ଲୋକମାନେ ବେଶ ପ୍ରଶଂସା କରିଛନ୍ତି |
ତେବେ ଓଡିଶା ବିଭିନ୍ନ କଳାକାର ଏହି ମଞ୍ଚରେ ଉପସ୍ଥିତ ଥିଲେ ମଧ୍ୟ ଆରୋଧ୍ୟା ଓ ତନିଷା ଙ୍କର ଏହି ସୁନ୍ଦର ଗୀତ କୁ ପ୍ରଶଂସା ମଧ୍ୟ କରିଥିଲେ | ଆଉ ଏମିତି ଗୀତ ଗାଇ ସମସ୍ତ ଙ୍କ ହୃଦୟରେ ସ୍ଥାନ କରିଛନ୍ତି ଗାୟକ ମାନେ | ଆଉ ଯେଉଁ ଗୀତ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।