Tarang Cine Utsav ରେ ଏହି ଦୁଇ ଅଭିନେତ୍ରୀ ( actress ) କଲେ ଜବରଦସ୍ତ ରୋମାଣ୍ଟିକ ଡ୍ୟାନ୍ସ….

ବନ୍ଧୁଗଣ ନିକଟରେ ଆୟୋଜିତ ହୋଇ ଯାଇଛି ତରଙ୍ଗ ସିନେ ଉତ୍ସବ ୨୦୨୨। ଯେଉଁଠି ଯୋଗ ଦେଇଥିଲେ ଅନେକ କଳାକାର ଏବଂ ଫିଲ୍ମ୍ ଜଗତ ସହିତ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ। ଅନେକ ସୁନ୍ଦର୍ ସୁନ୍ଦର୍ ପ୍ରଦର୍ଶନ ଏଠାରେ ଦେଖିବାକୁ ମିଳିଥିଲା। ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଦମଦାର ଡାନ୍ସ ସମସ୍ତଙ୍କୁ ଆକର୍ଷିତ କରିଥିଲା।ଏହି ସିନେ ଉତ୍ସବର ଏକ ସୁନ୍ଦର୍ ଦୃଶ୍ୟକୁ ଆମେ ଆଜି ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଯେଉଁ ଭିଡିଓରେ ଅଭିନେତ୍ରୀ ଭୂମିକା ଦାସ୍ ଏବଂ ଦିବ୍ୟାଦିସା ମହାନ୍ତି ଙ୍କ ଏକ ଜବରଦସ୍ତ ଏବଂ ସମସ୍ତଙ୍କୁ ଆକର୍ଷିତ କରିବା ଭଳି ଏକ ଡାନ୍ସ ଦେଖିବାକୁ ମିଳିଛି।

ଆପଣ ତ ଜାଣିଛନ୍ତି ଓଲିଉଡ ଅଭିନେତ୍ରୀ ଭୂମିକା ଦାସ୍ ଏବଂ ଦିବ୍ୟା ମହାନ୍ତି, ଯିଏକି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଦୁଇ ପରିଚିତ ଲୋକପ୍ରିୟ ଚେହେରା। ଆଗ ଧାଡିର ଅଭିନେତ୍ରୀ ଭାବରେ ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ। ଅନେକ ଦର୍ଶକ ସେମାନଙ୍କୁ ବହୁତ ସାରା ଭଲପାଇବା ଏବଂ ଆଶିର୍ବାଦ ଦେଇଛନ୍ତି, ଅଭିନୟ କ୍ଷେତ୍ରରେ ତାଙ୍କର ନିଷ୍ଠାବାନ ଏବଂ ଦୃଢ଼ ପରିଶ୍ରମ ପାଇଁ। ବହୁତ୍ ଅଳ୍ପ ବୟସରୁ ଏହି ଦୁଇ ଅଭିନେତ୍ରୀ ଅଭିନୟ ଜଗତରେ ପାଦ ଦେଇଥିଲେ।ତେବେ ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ।

ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି।ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ସିନେ ଜଗତର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।ସିନେମା ଦୁନିଆର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି।

ସେମାନଙ୍କ ମଧ୍ୟରୁ ଏହି ଦୁଇ ଅଭିନେତ୍ରୀ ଅନ୍ୟତମ।ସେମାନେ ଅନେକ ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ପରିଚିତ।ଏବେ ନିକଟରେ ଏହି ଦୁଇ ଅଭିନେତ୍ରୀଙ୍କ ତରଙ୍ଗ ସିନେ ଉତ୍ସବରେ ସେମାନେ ଦେଇଥିବା ଦମଦାର ଡାନ୍ସ ପ୍ରଦର୍ଶନର ଝଲକ ଦେଖିବାକୁ ମିଳିଛି। ଢୋଲିଡା ଢୋଲିଡା ଗୀତରେ ଏହି ଦୁଇ ଅଭିନେତ୍ରୀ ଆକର୍ଷଣୀୟ ଗେଟ୍ ଅପ୍ ରେ ଡାନ୍ସ କରୁଥିବା ନଜର ଆସିଛନ୍ତି। ସେମାନଙ୍କ ଏହି ଡାନ୍ସ ସମସ୍ତଙ୍କୁ ଆକର୍ଷିତ କରିଛି। ତେବେ ତାଙ୍କର ଏହି ଭିଡିଓ ଏବେ ସାମ୍ନାକୁ ଆସିଛି।ତେବେ ଆପଣ ଯଦି ଏହି ଭିଡିଓ ଦେଖି ନାହାଁନ୍ତି ତେବେ ଏହି ଭିଡିଓ କୁ ଦେଖନ୍ତୁ। ଯାହାକୁ ଦେଖିଲେ ଆପଣ ବି ନିଶ୍ଚିତ ଖୁସି ହେବେ।

 

Leave a Comment