Swastik Tv News Odisha

Teacher Training ସେଣ୍ଟରରେ ଜବରଦସ୍ତ ଡ୍ୟାନ୍ସ ଏହି ଶିକ୍ଷକ ଶିକ୍ଷୟିତ୍ରୀ… ମାତ୍ର 4 ଘଣ୍ଟାରେ 04 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଅନେକ କିଛି ଘଟଣା ମଧ୍ୟରୁ କିଛି ଘଟଣା ଏପରି ରହିଥାଏ ଯାହା କିଛି ଭିନ୍ନ ଧରଣର ହୋଇଥାଏ।ବେଳେବେଳେ ସମାଜର କିଛି ଏମିତି ଭିନ୍ନ ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ। ସହଜରେ ଏଭଳି ଘଟଣା କୁ ଗ୍ରହଣ କରି ହୁଏ ନାହିଁ। ତେବେ ସେହିଭଳି ଏକ ଭିନ୍ନ ଧରଣର ଘଟଣାକୁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ଆପଣ ମାନେ ଦେଖିଥିବେ ଯେତେବେଳ ସ୍କୁଲ୍ ମାନଙ୍କରେ କୌଣସି ଫଙ୍କସନ ହୁଏ ସେତେବେଳେ ଏଥିରେ ପିଲା ମାନେ ଅଂଶ ଗ୍ରହଣ କରିଥାନ୍ତି ଏବଂ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆଦି ହୋଇଥାଏ। ନାଚ, ଗୀତ, ଅଭିନୟ ଆଦି ଏହି କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଥାଏ।

କିନ୍ତୁ ଆପଣ କେବେ ଦେଖିଛନ୍ତି କି ସ୍କୁଲ୍ ରେ କେବଳ ସାର୍ କିମ୍ବା ଦିଦି ମାନେ ଡାନ୍ସ କରୁଥିବା ର। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯେଉଁଠି ଆପଣ ଦେଖିବେ ସାର୍ ଆଉ ମାଡାମ ମାନେ ଡାନ୍ସ କରୁଛନ୍ତି।ଯେଉଁ ଘଟଣା ର ଦୃଶ୍ୟ ଆପଣଙ୍କୁ ସାମାନ୍ଯ ଅଜିବ ଲାଗିପାରେ କିନ୍ତୁ ଏହା ସତ ଅଟେ। ଆପଣ ତ ଜାଣିଛନ୍ତି ଆଜିର ଏହି ଇଣ୍ଟରନେଟ୍ ଯୁଗରେ ସୋସିଆଲ ମିଡିଆର ବହୁଳ ବ୍ୟବହାର କିପରି ଦେଖିବାକୁ ମିଳୁଛି।ତେବେ କିଛି ଏମିତି ଘଟଣା ବେଳେବେଲେ ଆମ ନିକଟକୁ ଆସିଥାଏ ତାହା ଜାଣିବା ପାରେ ଆମେ କେତେବେଳେ ଖୁସି ହେଇ ଯାଉ ତ ପୁଣି କେତେବେଳେ ଆଶ୍ଚର୍ଯ୍ୟ ହୋଇଯାଉ।

ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।ଆଉ ସେହି ସବୁ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥାଏ। ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଦେଖିଲା ପରେ ଆପଣବି ଖୁସି ହେବା ସହ ଆଶ୍ଚର୍ଯ୍ୟ ବି ହେବେ।ଏଠାରେ ଏହି ଭିଡିଓ ରେ ସ୍କୁଲ୍ ରେ ସାର୍ ଏବଂ ଦିଦି ମାନେ କିପରି ଡାନ୍ସ କରୁଛନ୍ତି ତାହା ଥରେ ଭଲ ଭାବରେ ଦେଖନ୍ତୁ। କିନ୍ତୁ ଏହା କୌଣସି ଗୀତ ବଜାଇ ଡାନ୍ସ କରିବାର ଦୃଶ୍ୟ ନୁହେଁ ବରଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଟ୍ରେନିଂ ଦିଆ ଯାଉ ଥିବା ସମୟରେ ସେମାନେ ଶିଖୁଥିବା ଡାନ୍ସ ର ଭିଡିଓ।

ଏଠାରେ ଜଣେ ମାଡାମ୍ ପ୍ରଥମେ ଅଭିନୟ କରି ଏହି ଟ୍ରେନିଂ କୁ ଦେଖାଇବା ପରେ ତାଙ୍କୁ ଦେଖି ତାଙ୍କ ଭଳି ଅନ୍ୟମାନେ ମଧ୍ୟ ଅଭିନୟ କରି ନାଚ ଦେଖାଉଛନ୍ତି। ତେବେ ଖୁସି ମଜାର ସହିତ ସେମାନେ ଝୁମି ଝୁମି ଯେପରି ନୃତ୍ୟ ପରିବେଷଣ କରୁଛନ୍ତି ତାହା ଦେଖିବା ର କଥା। ଏହିଭଳି ନାଚ ଦେଖାଇ ଅଭିନୟ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏପରି ଟ୍ରେନିଂ ନେଉ ନେଉ ମଝିରେ ମଝିରେ ହସି ପକାଉଛନ୍ତି। ତେବେ ସେମାନଙ୍କ ନୃତ୍ୟ ସମୟର ଏହି ଦୃଶ୍ୟକୁ କେହି ଜଣେ ରେକର୍ଡ କରିବା ପରେ ଏହା ଏବେ ବେଶ ଭାଇରାଲ ହେବାରେ ଲାଗିଛି।ଏହି ଦୃଶ୍ୟ କେଉଁ ଏକ ସ୍କୁଲର ଅଟେ ଯାହା ଜଣା ପଡିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.