Teeth Tips – ୨ ମିନିଟରେ ଦାନ୍ତବିନ୍ଧା ଭଲ ହୋଇଯିବ, ଦାନ୍ତର ପୋକ ବାହାରିଯିବ ଗ୍ୟାରେଣ୍ଟି

ହଁ ଦର୍ଶକ ବନ୍ଧୁ ଆଜି ମୁଁ ଆପଣ ମାନଙ୍କ ନେଇଆସିଛି କିଛି ଏପରି ଘରେଇ ଉପଚାର ଯାହାକୁ ଆପଣ ମାନେ ଅତି ସହଜ ଆଉ ଘରେଇ ଉପାୟରେ ପ୍ରସ୍ତୁତି କରିପାରିବେ , ଓ ଆପଣଙ୍କ ଦାନ୍ତରେ ହେଉଥିବା ଦାନ୍ତ ବିନ୍ଧାରୁ ମଧ୍ୟ ମୁକ୍ତି ପାଇପାରିବେ ଓ ଦାନ୍ତ ଜନିତ ସବୁ ସମସ୍ୟା ଆପଣଙ୍କ ସବୁଦିନ ପାଇଁ ଦୂର ହୋଇଯିବ , ତାହେଲେ ଆସନ୍ତୁ ଆଜି ମୁଁ ଆପଣ ମାନଙ୍କୁ ବତାଇବି ସେହି ଘରେଇ ଉପଚାର ଗୁଡିକ କଣ ସବୁ , ଆଉ କିପରି ସେଥିରୁ ଉପଚାର ପ୍ରସ୍ତୁତ କରିବା ଓ କିପରି ସେହି ପ୍ରସ୍ତୁତ ପେଷ୍ଟକୁ ବ୍ୟବହାର କରିବା ଆସନ୍ତୁ ଜାଣିବା |

ଆବଶ୍ୟକ ଉପକରଣ :-

ରସୁଣ, ଲବଙ୍ଗ, ହଳଦୀ, ସୋରିଷ ତେଲ, ଲୁଣ, ପିଜୁଳି ପତ୍ର

ପ୍ରସ୍ତୁତି ପ୍ରଣାଳୀ :-1

ପ୍ରଥମେ ଆମେ ଘରେ ରୋଷେଇ ପାଇଁ ଆସୁଥିବା ରସୁଣ ନେବା ଓ ସେହି ରସୁଣର ପାଖୁଡ଼ାକୁ ଛଡାଇ ଦେବା, ତାପରେ ତାକୁ ଭଲ ଭାବରେ ଛେଞ୍ଚି ଦେବା ଓ ସେହି ରସୁଣ ଚେଞ୍ଚାରେ ଆମେ ମିଶାଇବା 2-4 ଟି ଲବଙ୍ଗ ଓ ତାକୁ ମଧ୍ୟ ଆମେ ଭଲ ଭାବରେ ଚେଞ୍ଚିକି ପେଷ୍ଟ ପ୍ରସ୍ତୁତ କରିବା , ସେହି ପେଷ୍ଟଟି ପ୍ରସ୍ତୁତ ହେଇସାରିଲା ପରେ ସେଥିରେ ଗୋଟିଏ ଚାମ ଚ ହଳଦୀ ଗୁଣ୍ଡ ମିଶାଇବା ଓ ତାକୁ ଗୋଳାଇଦେବା, ତାହା ପରେ ସେଥିରେ ଅଳ୍ପ ପାଣି ମିଶାଇବା ଯେପରି ପେଷ୍ଟ ଟି ମଣ୍ଡ ଆକାରରେ ରହିବ ତାହା ପରେ ସେଥିରେ ମିଶାଇବା ଅଧା ଚାମଚ ସୋରିଷ ତେଲ , ବର୍ତ୍ତମାନ ଆମର ପ୍ରଥମ ପେଷ୍ଟ ପ୍ରସ୍ତୁତ ହେଇଗଲା |

ପ୍ରସ୍ତୁତି -2

ଆମେ ପ୍ରଥମେ ଗୋଟିଏ ଗଢେଇ ନେଇ ସେଥିରେ କିଛି ପାଣି ନେଇକି ଫୁଟାଇବା ଆଉ ସେହି ଫୁଟା ପାଣିରେ ପକାଇବା 4-5 ଟି ଲବଙ୍ଗ , ଆଉ ସେଥିରେ କିଛି 2-3 ଟି ପିଜୁଳି ପତ୍ର ପକାଇ ଫୁଟାଇବା, ଆଉ 5-7 ମିନିଟ ଫୁଟି ସାରିଲା ପରେ କଢେଇକୁ କାଢି ଆଣି ସେହି ପାଣିକୁ ଛାଣି ରଖିବା |

ବ୍ୟବହାର :-

ପ୍ରଥମେ ରାତିରେ ଖାଇ ସାରିଲା ପରେ ପ୍ରସ୍ତୁତ ପାଣିରେ ଟିକେ ଉଷମ ଥିବା ଅବସ୍ଥାରେ ପାଞ୍ଚ ଥର କୁଳି କରିବେ , ଗୋଟିଏ ମିନିଟ ନେବି ଥରେ କୁଳି କରିବା ପାଇଁ, ଆଉ ତାପରେ ପ୍ରସ୍ତୁତ କରିଥିବା ପେଷ୍ଟକୁ ଆମେ ଦିନରେ ଥରେ ରାତିରେ ବ୍ୟବହାର କରିପାରିବା , ବ୍ୟବହାର ପାଇଁ ଆମେ ତୁଳା ନେବା ଆଉ ସେହି ପେଷ୍ଟକୁ ତୁଳରେ ରଖି ପୋକ ଲାଗିଥିବା ଫୁଲିଯାଇଥିବା ମାଢି ରେ ରଖି ଉପର ଦାନ୍ତ ଚାପିଦେବା, ଏହି ପରି ଏହାକୁ ଗୋଟିଏ ଘଣ୍ଟା ଆଉ ଯଦି ପାରିବେ ରାତିସାରା ବି ରଖିପାରିବେ, ଏପରି କରିସାରିଲା ପରେ ଉଷୁମ ପାଣିରେ କିଛି ଲୁଣ ପକାଇ କୁଳି କରିବେ ଓ ଶୋଇଯିବେ |

ଏହି ପରି ଉପାୟ ଅବଲମ୍ବନ କରିଲେ ଦାନ୍ତ ଜଣିତ ସମସ୍ୟା ସବୁଦିନ ପାଇଁ ଦୂର ହେଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment