ବଲିଉଡ ଡ୍ୟାନ୍ସର ସ୍ୱପ୍ନା ଚୌଧରୀ ” Teri Aakhya ka yo Kajal ” ଗୀତରେ କଲେ ରୋମାନ୍ସ ଵାଲା ହଟ ଡ୍ୟାନ୍ସ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଵା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର | ତେବେ ବିଶେଷ କରିକି ଡାନ୍ସ ଓ ଗୀତ ର ଯାଦୁ କୁ ଦେଖିବା ପାଇଁ ଲୋକ ମାନେ ଅଧିକ ପସନ୍ଦ କରିଥାନ୍ତି ବୋଲି କୁହାଯାଉଛି | ଆଉ ସେହି ଭଳି ମାନ କୁ ପସନ୍ଦ ଆସୁଥିବା ଭଳି ଏକ ଡାନ୍ସ ପୋରଫୋମେନ୍ସ ଦେଖାଇଛନ୍ତି ମଞ୍ଚ ଉପରେ ଝିଅ ଜଣଙ୍କ | ଆଉ ସେହି ଡାନ୍ସ ର କମାଲ ଏତେ ଭଲ ଥିଲା କି ତାହାକୁ ଦେଖିବା ପାଇଁ ଦର୍ଶକ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ମଞ୍ଚ ଉପରେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହି ଡାନ୍ସ ପୋରଫୋମେନ୍ସ ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ଏକ ହରିୟାଣା ସଙ୍ଗ ” ତେରି ଆଜ୍ଞା କାୟ କାଜଲ ” ଗୀତ ରେ ସ୍ୱପ୍ନା ଚୌଧୁରୀ ସୁନ୍ଦର ଭାବ ରେ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଡାନ୍ସ ଏକ ମଞ୍ଚ ଉପରେ | ଆଉ ଯାହା କୁହାଯାଉଛି କି ଏହି ଡାନ୍ସ ରେ ସ୍ୱପ୍ନା ସୁନ୍ଦର ଭାବରେ ଡାନ୍ସ କରି ଦର୍ଶକ ମାନଙ୍କର ମନକୁ କିଣି ଦେବା କଥା କୁ କୁହାଯାଉଛି | ତେବେ ଆପଣ ମାନେ ଅନେକ ପ୍ରକାରର ଡାନ୍ସ ପ୍ରଗ୍ରାମ ମାନ ଦେଖିଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା | ତେବେ ବର୍ତ୍ତମାନ ଯେଉଁ ସ୍ୱପ୍ନା ଙ୍କର ଡାନ୍ସ ପୋରଫୋମେନ୍ସ ଟି ଭାଇରାଲ ହେବାରେ ଲାଗିଛି ତାହାକୁ ଦେଖିଲେ ଆପଣ ମାନେ ମଧ୍ୟ ବିମୋହିତ ହୋଇଯିବେ ବୋଲି କୁହାଯାଉଛି |

ଏଠାରେ ସ୍ୱପ୍ନା ଏକ ମଞ୍ଚ ଉପରେ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଡାନ୍ସ ର କମାଲ | ଆଉ କୁହାଯାଉଛି କି ମଞ୍ଚ ଉପରେ ” ତେରି ଆଜ୍ଞା କାୟ କାଜଲ ” ଗୀତ ରେ ସୁନ୍ଦର ଭାବରେ ଅଣ୍ଟା କୁ ହଲାଇ କରିବା ପାଇଁ ଲାଗିଥିଲେ ଡାନ୍ସ | ଆଉ ତାଙ୍କର ଡାନ୍ସ ର କମାଲ ଏତେ ଅଧିକ ଥିଲା କି ସେହି ଡାନ୍ସ କୁ ଯିଏ ବି ଦେଖୁଥିଲା ଆଉ ଥରେ ଦେଖିବା ପାଇଁ ଇଚ୍ଛା କରୁଥିଲା ବୋଲି ମଧ୍ୟ କୁହାଯାଉଛି | ସୁନ୍ଦର ଭାବରେ ମଞ୍ଚ ଉପରେ ଡାନ୍ସ କୁ ଦେଖାଇ ଦର୍ଶକ ମାନଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରେଇ ନେଇଥିଲେ ସ୍ୱପ୍ନା |

ଆଉ ତାଙ୍କର ଏହି ଡାନ୍ସ କୁ ଦେଖିବା ପାଇଁ ମଧ୍ୟ ମଞ୍ଚ ପାଖରେ ଦର୍ଶକ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା | ଆଉ କୁହାଯାଉଛି କି ସ୍ୱପ୍ନା ଙ୍କ ସହିତ ଦର୍ଶକ ମାନେ ମଧ୍ୟ ତାଙ୍କର ଏହି ଭଳି ସୁନ୍ଦର ଡାନ୍ସ ର ମଜା ନେବାକୁ ଲାଗିଥିଲେ ଓ ସ୍ୱପ୍ନା ଙ୍କ ସହିତ ତାଳ ଦେଇକି ଦର୍ଶକ ମାନେ ମଧ୍ୟ ଡାନ୍ସ କରିଥିବାର ଦେଖିବାକୁ ମିଳିଥିଲା | ଆଉ ଯେଉଁ ଡାନ୍ସ ର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଦର୍ଶକ ମାନେ ମଧ୍ୟ ସ୍ୱପ୍ନା ଙ୍କର ପ୍ରସଂଶା କରିବାକୁ ଲାଗିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment