The Communication Game … ଥରେ ଦେଖିଲେ ୧୦ ଥର ଦେଖିବାକୁ ଇଛା ହେବ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସବୁ ବେଳେ କିଛି ନା କିଛି ନୂଆ ନୂଆ ଆଇଡ଼ିଆ ଆମ ମାନଙ୍କ ସାମ୍ନା କୁ ନେଇକି ଆସିଥାଏ ସୋସିଆଲ ମିଡ଼ିଆ | ଆଉ ଯାହା ସାହାଯ୍ୟ ରେ ଆମେ ଅନେକ କିଛି ନୂଆ ନୂଆ କଥା ଶିଖିବାର ମଧ୍ୟ ସୁଯୋଗ ପାଇଥାଉ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଏକ ସୁନ୍ଦର ଜବରଦସ୍ତ ଗେମ ଟି | ଆଉ ଯାହାକୁ ସମସ୍ତେ ବେଶ ପସନ୍ଦ କରିବା ସହିତ ସେହି ଗେମ କୁ ଖେଳିକି ମଜା ନେଉଥିବା କଥା ମଧ୍ୟ ଦେଖିବାକୁ ମିଳିଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ପ୍ରକାରର ଗେମ ଦେଖିବାକୁ ପାଉଥିବେ | ଆଉ ଗେମ ସାଧାରଣତଃ ଆମର ଫିଜିକାଲ କ୍ଷେତ୍ରରେ ସାହାଯ୍ୟ କରିଥାଏ ବଡି ରେ ତାହା ସହିତ ଗେମ ଆମ ମାନଙ୍କୁ କିଛି ନୂଆ ନୂଆ ଆଇଡ଼ିଆ ମଧ୍ୟ ଦେଇଥାଏ | ଯାହା ଯୋଗୁଁ ଆମ ମାନଙ୍କର ମେଣ୍ଟାଲି ସ୍କିଲ ର ଡେଭଲପ ମଧ୍ୟ ହେବା କଥା କୁହାଯାଉଛି | ଆଉ ଆଜି ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହିଭଳି କିଛି ନୂଆ ଧରଣର ଏକ ଗେମ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁ ଗେମ ଟିର ନାଁ ହେଉଛି କୋମ୍ୟୁନିକେସନ ସ୍କିଲ କୁ ନେଇକି ଏକ ସୁନ୍ଦର ଗେମ |

ଯେଉଁଥିରେ ଯେତେ ପାରିବେ ସେତେ ଜନ ପ୍ଲେୟାର ଏହି ଗେମ ରେ ଭାଗ ନେଇ ପାରିବେ |ତାହା ସହିତ କୁହାଯାଉଛି କି ଏହି ଭଳି ଭାବରେ ଭାଇରାଲ ହେଉଥିବା ଗେମ ଟିରେ କେହି କାହା ସହିତ କଥା ହୋଇ ପାରିବେ ନାହିଁ | ବିନା କଥା ରେ କେବଳ ଏକ୍ସନ ମାଧ୍ୟମରେ ଦେଖାଇବାକୁ ଲାଗିବେ କି ସେମାନେ କାହା କଥା କହିବାକୁ ଯାଉଛନ୍ତି | ଆଉ ସେହି ଏକ୍ସନ କୁ ଦେଖିକି ଅନ୍ୟ ଜଣେ ପ୍ଲେୟାର ବୁଝିବାକୁ ଚେଷ୍ଟା କରିବେ କି ସେ କାହା କଥା କହିବାକୁ ଚାହୁଁଛନ୍ତି ଆଉ ସେ ମଧ୍ୟ ତାଙ୍କର ଆଗରେ ଛିଡା ହୋଇଥିବା ପ୍ଲେୟାର ଙ୍କୁ ଏକ୍ସନ ମାଧ୍ୟମରେ ଜଣାଇବେ ବୁଝିଲା ଭଳି |

ତେବେ ଏହି କୋମ୍ୟୁନିକେସନ ସ୍କିଲ କୁ ନେଇକି ଖେଳା ଯାଉଥିଲା ଗେମ ଟି ବିନା କଥା ରେ ସୁନ୍ଦର ଭାବରେ ଏକ ମଜା ଳିଆ ଭିଡ଼ିଓ ଟି | ଯେଉଁଥିରେ ପ୍ଲେୟାର ମାନେ ତାଙ୍କର ଆଗରେ ଛିଡା ହୋଇଥିବା ପ୍ଲେୟାର ଙ୍କୁ ବିନା କଥା ରେ ଏକ୍ସନ ମାଧ୍ୟମରେ ବୁଝାଉଥିବା କଥା ଏହି ଭିଡିଓ ଟିରେ ଦେଖିବାକୁ ମିଳିଛି | ଆଉ ଏହି କୋମ୍ୟୁନିକେସନ ସ୍କିଲ ଗେମ ଟିକୁ ସମସ୍ତେ ବେଶ ପସନ୍ଦ କରିଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment