The Most Disciplined Dogs … ଏମିତି ବିଚକ୍ଷଣ କୁକୁର ଜୀବନରେ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଵା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି କୁକୁର ଙ୍କ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ଅନେକ ସମୟରେ ଅନେକ ତାଲିମ ପ୍ରାପ୍ତ କୁକୁର ମାନେ ତାଙ୍କର ଟେଲେଣ୍ଟ କୁ ଦେଖାଇ ସବୁବେଳେ ପ୍ରସଂଶା ର ପାତ୍ର ହୋଇ ପାରିଛନ୍ତି | ତାହା ସହିତ କୁକୁର ଙ୍କୁ ମଧ୍ୟ ମଣିଷ ର ବିଶ୍ୱାସ ବନ୍ଧୁ ବୋଲି କୁହାଯାଉଛି, ଆଉ ଯେଉଁଠି କୁହାଯାଉଛି କି ଆଜି କାଲି ମଣିଷ ଯାହା କରି ପାରୁନି କୁକୁର ତାହାକୁ କରିକି ଗିନିଜ ବୁକ ରେ ରେକଡ଼ କରି ପାରୁଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ଭଳି କିଛି କୁକୁର ଙ୍କ ବିଷୟରେ ଜାଣିବା |

ତେବେ ଆଜି ଆମେ ମାନେ ପ୍ରଥମେ ଜାଣିବା ଚୀନ ରେ ଦେଖା ଯାଉଥିବା ଏକ କୁକୁର ଙ୍କ ବିଷୟରେ ଆଉ ଯିଏ କି ଏକ ପ୍ରକାରର ଗେମ କୁ ଦେଖୁଛନ୍ତି ଆଉ ସେ ଗୋଟିଏ ମିନିଟ ରେ 14 ଟି ବଲ କୁ ଅଟକ ରଖି ଗିନିଜ ବୁକ ରେ ରେକର୍ଡ କରି ପାରିଛନ୍ତି ବୋଲି ମଧ୍ୟ କୁହାଯାଉଛି |ତାହା ସହିତ ଚାଇନା ରେ ଆଉ ଏକ କୁକୁର ଦେଖିବାକୁ ମିଳିଛି ଯାହାର ନାଁ ହେଉଛି ଓଟ | ଯିଏକି ସ୍କୋଟିଂ ରେ 20 ଜନ ଲୋକ ଙ୍କ ପାଦ ଭିତର ଦେଇ ପାସ କରି ଗିନିଜ ବୁକ ରେ ନିଜର ସ୍ଥାନ ବନେଇ ପରୋଛନ୍ତି ବୋଲି ମଧ୍ୟ କୁହାଯାଉଛି |

ତାହା ବ୍ୟତିର ଚାଇନା ରେ ଦେଖିବାକୁ ମିକିଛି କି ଆଉ ଗୋଟିଏ ଦୃଶ୍ୟ ଯେଉଁଠି 4 ଜନ କୁକୁର ଙ୍କୁ ତାଙ୍କର ମାଲିକାଣୀ ଖାଇବା ପାଇଁ ଦେଉଛନ୍ତି ଆଉ ଖାଇବା ପୂର୍ବରୁ ତାଙ୍କର କଥା କୁ ମାନି ସେମାନେ ପ୍ରଥମେ ପ୍ରାଥନା କରୁଛନ୍ତି ଆଉ ତାହା ପରେ ଏକ ସାଙ୍ଗରେ ଖାଇବା ଖାଉଛନ୍ତି| ଖାଇ ସାରିଲା ପରେ ଖାଇବା ଥାଳି କୁ ନେଇ ତାହାର ଉଚିତ ସ୍ଥାନରେ ମଧ୍ୟ ରଖିଛନ୍ତି | ଆଉ ଗୋଟିଏ ପ୍ରକାରର କୁକୁର ଯିଏ କି ଏକ୍ଟିଂ ମାଧ୍ୟମରେ କଣ କହିବାକୁ ଚାହୁଁଛି ତାହା କୁ ବୁଝାଇ ଦେଉଛି ଆଉ ସିଏ ମଧ୍ୟ ଇଣ୍ଟର୍ନେଟ ରେ ନିଜର ସ୍ଥାନ ବନେଇ ପାରିଛି |

ତାହା ସହିତ ଜାପାନ ରେ ଦେଖା ଯାଉଥିବା କେତେକ କୁକୁର ଙ୍କ ବିଷୟରେ ମଧ୍ୟ ଏହି ଭିଡ଼ିଓ ରେ କୁହାଯାଇଛି ଆଉ ଯେଉଁ ଭିଡ଼ିଓ ରେ ବିଭିନ୍ନ ପ୍ରକାରର କୁକୁର ଙ୍କୁ ଦେଖିବାକୁ ମିଳିଛି ଏକାଠି ଅଛନ୍ତି | ଆଉ ପ୍ରତେକ କୁକୁର ର ଅଲଗା ଅଲଗା ନାଁ ମଧ୍ୟ ରହିଛି ଆଉ ମାଲିକ ଯାହାର ନାଁ କୁ ନେଉଛି ସେ ଯାଉଛି ବୋଲି ଦେଖିବାକୁ ମିଳିଛି | ଆଉ ଏହି ଭଳି ଭାବରେ ମାଲିକ ଙ୍କ କଥା କୁ କେମିତି କୁକୁର ମାନେ ମାନୁଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment