ବନ୍ଧୁଗଣ ଲୋକପ୍ରିୟ ଗାୟିକା ପରମ୍ପରା ଠାକୁରଙ୍କୁ ଆପଣ ତ ନିଶ୍ଚୟ ଜାଣିଥିବେ ଏବଂ ତାଂକର ଅନେକ ସୁନ୍ଦର୍ ସୁନ୍ଦର୍ ଗୀତ ସବୁ ଶୁଣିଥିବେ। ଯିଏକି ତାଙ୍କ ସ୍ୱରର ଯାଦୁରେ ସମସ୍ତ ଙ୍କୁ ଦିବାନା କରିଥାନ୍ତି। ସେ ହେଉଛନ୍ତି ବଲିଉଡ୍ ର ଜଣେ ଜଣାଶୁଣା ଏବଂ ଆଗଧାଡିର ଗାୟିକା। ତାଙ୍କ ସ୍ଵର ଯିଏ ଶୁଣିଛି ସିଏ ଜାଣିଛି ତାଙ୍କ ସ୍ୱରର ଚମକ ତାଙ୍କ ସ୍ୱରର ଆକର୍ଷଣ କେତେ ହୃଦୟସ୍ପର୍ଶୀ ଅଟେ। ତେବେ ଗାୟିକା ପରମ୍ପରା ଠାକୁର ତାଙ୍କର ସ୍ୱରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ବଲିଉଡର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ପରମ୍ପରା। ତାଙ୍କୁ ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।
ତେବେ ଆପଣମାନେ ଜାଣିଛନ୍ତି ଏହି ଚୁଲବୁଲି ସୁନ୍ଦରୀ ଗାୟିକା ପରମ୍ପରା ଠାକୁର ଯିଏକି ଅନେକ ଗୁଡ଼ିଏ ହିଟ ଗୀତରେ ତାଙ୍କର କଣ୍ଠଦାନ କରି ସମସ୍ତଂକ ହୃଦୟ କିଣି ପାରିଛନ୍ତି ଏବଂ ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି। ଏବେ ସେ ଅଗଣିତ ପ୍ରଶଂସକ ଙ୍କ ନିକଟରେ ବେଶ୍ ପରିଚିତ ଚେହେରା ଅଟନ୍ତି। ତାଙ୍କର ଅନେକ ଗୀତ ଆପଣ ଶୁଣିବାକୁ ପାଉଥିବେ।ଲୋକପ୍ରିୟ ଗାୟିକା ଭାବରେ ଚୁଲବୁଲି ପରମ୍ପରା ଠାକୁରଙ୍କୁ ସମସ୍ତେ ବହୁତ୍ ଭଲ ପାଇବା ଦେଇଛନ୍ତି।ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇ ଅଗଣିତ ଶ୍ରୋତା ଙ୍କ ମନ କିଣି ପାରିଛନ୍ତି।
ଏହାଛଡା ଗାୟିକା ପରମ୍ପରା ଠାକୁର କେବଳ ଜଣେ ଗାୟିକା ନୁହଁନ୍ତି ବରଂ ସେ ଜଣେ ଲିରିଶିଷ୍ଟ ଏବଂ ମ୍ୟୁଜିକ କମ୍ପୋଜର ମଧ୍ୟ ଅଟନ୍ତି। ଦା ଭଏସ ଇଣ୍ଡିଆ ସୀଙ୍ଗୀଙ୍ଗ ରିଏଲିଟି ଶୋ ସିଜିନ ୧ ର ସେ ହେଉଛନ୍ତି ବିଜେତା। ତେବେ ଅନେକ ପ୍ରକାରର ଗୀତ, ରୋମାଣ୍ଟିକ, ହିଟ ସଙ୍ଗ ଆଦିକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ବିଗତ କିଛି ବର୍ଷ ହେଲା ଲୋକଙ୍କୁ ମନୋରଂଜନ କରାଇ ଚାଲିଛନ୍ତି। ତାଙ୍କର ଅନେକ ଗୀତ ହୁଏତ ଆପଣ ଶୁଣିଥିବେ ଏବଂ ଲାଇଭ ଗୀତ ଗାଇବାର ଦୃଶ୍ୟ ବି ଦେଖିଥିବେ। ସେହିପରି ଏବେ ପୁଣି ତାଙ୍କର ଏକ ଗାୟିକିର ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଗିତଟି ଏକ ହିଟ୍ ସଙ୍ଗୀତ ଅଟେ।
ଏହିଭଳି ସଙ୍ଗୀତ କୁ ଆଜିକାଲିର ଯୁବପିଢି ବେଶ୍ ପସନ୍ଦ କରୁଛନ୍ତି। ତେବେ ଏହି ଗୀତଟି ପରମ୍ପରାଙ୍କ ମୁହଁରୁ ଥରେ ଆପଣ ଶୁଣିଲେ ଜାଣି ପାରିବେ ଯେ ତାଙ୍କର ସ୍ଵରର କମାଲ କେତେ ରହିଛି। ଦା ଭଏସ ଇଣ୍ଡିଆ ଶୋ ରେ ସେ ଏହି ପ୍ରଦର୍ଶନ ଦେଖାଇଛନ୍ତି। ତାଙ୍କର ଏଭଳି ଜବରଦସ୍ତ ସୀଙ୍ଗୀଙ୍ଗ ପାରଫରମାନ୍ସ କୁ ଦେଖି ସମସ୍ତେ ତାଙ୍କ ଗୀତରେ ଝୁମି ଉଠୁଛନ୍ତି ଏବଂ ବିଚାରକ ମାନେ ମଧ୍ୟ ବେଶ୍ ଉପଭୋଗ କରୁଛନ୍ତି ପରମ୍ପରାଙ୍କ ସ୍ଵରରେ ଏହି ସଙ୍ଗୀତକୁ।ଆପଣ ବି ଏହି ଗୀତକୁ ଶୁଣିଲେ ନିଶ୍ଚୟ ପସନ୍ଦ କରିବେ।