Singipur ଯାତ୍ରା କମେଡି – ଠିଲା ଥିଲେ ଟାଇଟ କରି ଦେବି… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ… ମାତ୍ର 4 ଘଣ୍ଟାରେ 443k ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଯାତ୍ରା କମେଡି ସିନ ତ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାତ୍ରା କମେଡି କୁ ନେଇକି ଯାହା ବିଷୟରେ ଆପଣ ମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହିତ ବେଶ ଖୁସି ହୋଇଯିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଯାତ୍ରା କମେଡି ରେ ଶାଳୀ ଆଉ ମେକାନିକ ମଧ୍ୟ ରେ ଥିବା ଭଲ ପାଇବା ଏଠାରେ ଦେଖିବାକୁ ମିଳିଛି | ଆଉ ସେହି ଯାତ୍ରା କମେଡି ସିନ କୁ ଆପଣ ମାନେ ମଧ୍ୟ ଦେଖିଲେ ବେଶ ମଜା ନେବେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ଆଜି କାଲିର ପିଲା ଙ୍କ ଠାରୁ ଆରମ୍ଭ କରିକ ବୁଢା ପର୍ଯ୍ୟନ୍ତ ସମସ୍ତେ ବିଶେଷ ଭାବରେ ଯାତ୍ରା କୁ ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ବୋଲି କୁହାଯାଉଛି | ଆଉ ଯାତ୍ରା ରେ ଥିବା କମେଡି ସିନ କୁ ଦେଖି ଲୋକ ମାନେ ବେଶ ଆନନ୍ଦ ର ସହିତ ମଜା ମଧ୍ୟ ନେଉଥିବା କଥା ଆପଣ ମାନେ ଜାଣିଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଠାରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି ଆଉ ଯେଉଁଠି ଯାତ୍ରା କମେଡି ସିନ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇ ନେଇଛନ୍ତି ଯାତ୍ରା କଳାକାର ମାନେ ବୋଲି କୁହାଯାଉଛି |

ତେବେ ଏହି ଯାତ୍ରା ଟିର ନାଁ ହେଉଛି ” ବନ୍ଧୁ ବାନ୍ଧିଛି ମୁଁ ଲୁହ ସାଥିରେ ” ଏହି ବିଷୟ ଟିକୁ ନେଇକ ଯାତ୍ରା ର କମେଡି ସିନ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି | ଆଉ ଏଠାରେ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇ ଦେଇଛନ୍ତି ଏହି ଯାତ୍ରା କଳାକାର ମାନେ | ଆଉ ଶାଳୀ ର ଟିଭି ଖରାପ ହୋଇ ଯିବାରୁ ଭିଣେଇ ଭାଇ ପଠେଇଛନ୍ତି ଜଣେ ମେକାନିକ କୁ ଟିଭି କୁ ସଜାଡ଼ିବା ପାଇଁ | ଠିକ ସେତିକି ବେଳେ ଦେଖିବାକୁ ମିଳିଥିଲା କି ମେକାନିକ ଜଣଙ୍କ ଆସିଛନ୍ତି ଟିଭି କୁ ସଜାଡ଼ିବା ପାଇଁ |

ଆଉ ପଚାରୁଛନ୍ତି ସାଇଜ କେତେ ବୋଲି, ଆଉ ଯାହା କୁ ଶୁଣିକି ଶାଳୀ ଜଣଙ୍କ ଲାଜେଇ ଯାଉଛି, ତାହା ପରେ ମେକାନିକ ଜଣଙ୍କ ଟିଭି ର ସାଇଜ କେତେ ବୋଲି କହିଛନ୍ତି | ଆଉ ଏହି ଭଳି ଭାବରେ ମେକାନିକ ଆଉ ଶାଳୀ ଙ୍କ ମଧ୍ୟରେ ଡାନ୍ସ ଆଉ ପ୍ରେମ ଚାଲିଥିବା ବେଳେ ଝିଅ ର ବାପା ପହଞ୍ଚି ଯାଇଛନ୍ତି | ଆଉ ଏହି ଭଳି ଭାବରେ ଯାତ୍ରା ଟିରେ ଜବରଦସ୍ତ କମେଡି ସିନ ଭରି ରହିଥିବାର କଥା କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment