30 ବର୍ଷ ପରେ ପୁଣିଥରେ ଧର୍ମ କାନ୍ଦୁଚି ମା ଟି – ସଉରୀଙ୍କ କଣ୍ଠରେ…4 ଘଣ୍ଟାରେ 161k ଲୋକ ଦେଖି ସାରିଲେଣି…ଥରେ ଦେଖିଲେ ଶହେ ଥର ଦେଖିବାକୁ ଇଚ୍ଚା ହେବ !

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ଦେଖୁଥିବେ | ତେବେ ଯେତେବେଳେ ଗୀତ ଆଉ ନାଚ ର କଥା ଉଠେ ସେତେବେଳେ ଆପଣଙ୍କର ମନ ବହୁତ ଖୁସି ହୋଇ ଯାଇଥାଏ | ଆଉ ଆପଣ ମାନେ ତାହାକୁ ଦେଖିବା ପାଇଁ ଅଧିକ ରୁ ଅଧିକ ଆଗ୍ରହୀ ମଧ୍ୟ ହୋଇଥାନ୍ତି ବୋଲି କୁହାଯାଏ | ତେବେ ସଂଗୀତ ହେଉଛି ଗୋଟିଏ ଏଭଳି ଜିନିଷ ଯାହା ମନ ରେ ଶାନ୍ତି ଭାବକୁ ଆଣି ନେଇଥାଏ ସବୁବେଳେ | ଆଉ ଯାହାକୁ ଶୁଣିଲେ ମନ ଖୁସି ହୋଇ ଯାଇଥାଏ | ତେବେ ବର୍ତ୍ତମାନ ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଏକ ଷ୍ଟେଜ ପ୍ରଗ୍ରାମ ଚାଲୁଥିବାର ଏକ ମନୋହର ଦୃଶ୍ୟ ଦେଖିବାକୁ ମିଳିଛି ଏହି ଭିଡିଓ ଟିରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା |
ଆପଣ ମାନେ ଜାଣିଥିବେ ଅନେକ ପ୍ରକାରର ଷ୍ଟେଜ ପ୍ରଗ୍ରାମ ମାନ ସବୁବେଳେ ହୋଇଥାଏ | ଆଉ ଯଦି ପ୍ରଗ୍ରାମ ଟି ଗୀତ ଆଉ ଡାନ୍ସ କୁ ନେଇକି ହୋଉଥାଏ ତାହେଲେ ସେହି ପେଗ୍ରାମ କୁ ଦେଖିବା ପାଇଁ ଲୋକ ମାନଙ୍କ ମଧ୍ୟରେ ଆଗ୍ରହ ଅଧିକ ରୁ ଅଧିକ ଦେଖିବାକୁ ମିଳିଥାଏ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି ଷ୍ଟେଜ ଉପରେ ନିଜର ସୁମଧୁର ସ୍ୱର ର କମାଲ ଦେଖାଇବାକୁ ଲାଗିଛନ୍ତି ସିଙ୍ଗର ଜଣଙ୍କ | ଆଉ ତାଙ୍କର ଗୀତ କୁ ଆପଣ ମାନେ ମଧ୍ୟ ଶୁଣିଲେ ଆତ୍ମହରା ହୋଇଯିବେ ଆଉ ପ୍ରସଂଶା କରିବାକୁ ଲାଗିବେ |

ସଂଗୀତ ଗୋଟିଏ ଏଭଳି ଜିନିଷ ଯାହା ମନରେ ଶାନ୍ତି ଆଣି ଦେଇଥାଏ |. ଆପଣ ମାନେ ଯେତେ ଦୁଃଖ ରେ ରାଗିଲେ ମଧ୍ୟ ଯଦି ସଂଗୀତ କୁ କିଛି ସମୟ ମନ ଦେଇକି ଶୁଣି ନେବେ ତାହେଲେ ସେ ସବୁ ସମସ୍ୟା ମଧ୍ୟ ଆପଣଙ୍କର ଦୂର ହୋଇଯିବ ବୋଲି ମଧ୍ୟ କୁହାଯାଉଛି |. ତେବେ ଏଠାରେ ମଞ୍ଚ ଉପରେ ସଂଗୀତ ର ଯାଦୁ ରେ ମତୁଆଲା କରିଛନ୍ତି ସିଙ୍ଗର ଟି. ଶୌରିଆ | ଆଉ ଯେଉଁଠି ନିଜର ଦମଦାର ପୋରଫୋମେନ୍ସ ଦେଇ ସମସ୍ତଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ସେହି ସଂଗୀତ କାର ଜଣଙ୍କ |

. ଆଉ ଏଠାରେ ଦେଖିବାକୁ ମିଳିଛି କି “ଧର୍ମ କାନ୍ଦୁଛି ମା ଧର୍ମ କାନ୍ଦୁଛି ” ଗୀତରେ ବେଶ ସୁନ୍ଦର ଭାବରେ ନିଜର ପୋରଫୋମେନ୍ସ ଦେଇଛନ୍ତି ଷ୍ଟେଜ ଉପରେ ଟି. ଶୌରିଆ | ଆଉସମସ୍ତଙ୍କ ମନକୁ ଛୁଇଁଲା ଭଳି ଏହି ଗୀତ ଟି ହୋଇଛି ବୋଲି କୁହାଯାଉଛି | ଆଉ ଉପସ୍ଥିତ ଦର୍ଶକ ମାନେ ମଧ୍ୟ ତାଙ୍କର ଏହିଭଳି ଗୀତ ର ତଳେ ତଳେ ମଜି ଯାଇଛନ୍ତି | ଆଉ ତାଙ୍କର ସ୍ୱର ପାଇଁ ପ୍ରସଂଶା କରିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

Leave a Comment