Swastik Tv News Odisha

Tina Anil Ambani ଙ୍କ ପୁଅ Anmol Ambani ବାହାଘର ଉତ୍ସବ ର ରୋମାଣ୍ଟିକ ଝଲକ , ସୋଆସିଆଲ ମିଡ଼ିଆରେ Viral ହେଉଛି ଭିଡ଼ିଓ…ଦେଖନ୍ତୁ ଭିଡ଼ିଓ

0

ଯଦି ଜଣେ ସାଧାରଣ ଲୋକର ବାହାଘର ହୋଇଥାଏ। ତେବେ କେବଳ ତାଙ୍କର ଗାଁ ସାଇ ପଡିସା ସମେତ ବନ୍ଧୁବର୍ଗ ଜାଣିଥାନ୍ତି। ହେଲେ ଜଣେ କେହି ସେଲିବ୍ରେଟିଙ୍କ ବାହାଘର ହେଲେ ସାରା ଦୁନିଆ ଦେଖିଥାନ୍ତି। ସେମାନେ ସବୁ ବେଳେ ସାଧାରଣ ଲୋକଙ୍କ ଠାରୁ କିଛି ଅଲଗା କରିଥାନ୍ତି। ଅନେକ ବାହାଘର ଆପଣ ମାନେ ସୋସିଆଲ ମିଡିଆ ଇତ୍ୟାଦି ରେ ଦେଖିବା ପାଇଁ ପାଇଥିବେ। ନେତା ମନ୍ତ୍ରୀ , ସେଲିବ୍ରେଟି କିମ୍ବା ବିଜିନେସ ମ୍ୟାନ ହୋଇ ଥାନ୍ତୁ ନା କାହିଁକି ଧୁମ ଧାମ ରେ ବାହାଘର କରିଥାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସେହିଭଳି ଭାରତର ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀ ବାହାଘର ହେବାକୁ ଯାଉଛି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀଙ୍କ ଘରେ ଖୁବ ଶୀଘ୍ର ବିବାହ ଉତ୍ସଵ ହେବାକୁ ଯାଉଛି। ଅମ୍ବାନୀ ପରିବାରର ବଡ ପୁଅ ଜୟ ଅନମୂଲ ଅମ୍ବାନୀ ଘୋଡ଼ା ଚଢ଼ିବା ପ୍ରସ୍ତୁତ ହେଉଛନ୍ତି। ଜୟ ଅନମୂଲ ଅମ୍ବାନୀଙ୍କ ବିବାହ ମୁହୂର୍ତ୍ତ ପ୍ରସ୍ତୁତ ହୋଇ ସାରିଛି। ସେ ତାଙ୍କର ଗାର୍ଲ ଫ୍ରେଣ୍ଡ କ୍ରିନ୍ସା ସାହାଙ୍କ ସହିତ ବିବାହ ହେବା ପାଇଁ ଯାଉଛନ୍ତି। ଟିନା ଆମ୍ବାନୀଙ୍କ ଭାଣିଜୀ ନିଜ ଇଂସ୍ଟଗ୍ରାମ ରେ କିଛି ଫୋଟୋ ଭିଡ଼ିଓ ସେୟାର କରିଥିଲେ ଆଉ ସେଥିରେ ଲେଖିଥିଲେ ଯେ ତାଙ୍କର ଭାଇଙ୍କ ବିବାହ ହେବାକୁ ଯାଉଛି।

ଖୁବ ଶିଘ୍ର ଖୁସିର ମୁହୂର୍ତ୍ତ ଆରମ୍ଭ ହେବା ପାଇଁ ଯାଉଛି। ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଜୟ ଅନମୂଲ ହେବାକୁ ଯାଉଥିବା ପତ୍ନୀଙ୍କୁ ନିଜ କୋଳରେ ଉଠି ଥିବାର ଦେଖିବା ପାଇଁ ମିଳିଛି। ଉଭୟ ବହୁତ ଖୁସି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି। ଫୋଟ ରେ ମଧ୍ୟ ଟିନା ଆମ୍ବାନୀ ମଧ୍ୟ ଦେଖା ଯାଉଛନ୍ତି। ସେ ମଧ୍ୟ ବହୁତ ଖୁସି ଥିବାର ଦେଖିବା ପାଇଁ ମିଳିଛି। ତେବେ ଜୟ ଅନମୂଲ କୁର୍ତ୍ତା ପିନ୍ଦି ଥିବା ଦେଖିବା ପାଇଁ ମିଳିଛି। ସେ ମଧ୍ୟ ବହୁତ ହ୍ୟାଣ୍ଡସମ ମଧ୍ୟ ଦେଖାଯାଉଛନ୍ତି। ତେବେ ତାଙ୍କର ହେବାକୁ ଯାଉଥିବା ପତ୍ନୀ ଶାଢୀରେ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଛନ୍ତି।

ଏହା ବ୍ୟତୀତ କଂଗ୍ରେସ ପାର୍ଟିର ସଦସ୍ୟ ସୁପ୍ରିୟା ମଧ୍ୟ ଜୟ ଅନମୂଲ ଏବଂ କ୍ରିନ୍ସା ସାହାଙ୍କ କିଛି ଫୋଟୋ ନିଜ ଇଂସ୍ଟଗ୍ରାମ ଆକାଉଣ୍ଟ ରେ ମଧ୍ୟ ସେୟାର କରିଥିଲେ। ଯାହାବି ହେଉ ଏହି ଫୋଟୋ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ସୋସିଆଲ ମିଡ଼ିଆ ବ୍ୟବହାର କାରୀ ମାନେ ଶୁଭେଚ୍ଛା ଜଣେଇଛନ୍ତି। ଯାହାବି ହେଉ ଆମ୍ବାନୀ ପରିବାର ବହୁତ ଖୁସି ଥିବାର ଦେଖିବା ପାଇଁ ମିଳିଛି। ଆପଣ ମାନେ ଯଦି ଏମାନଙ୍କୁ ଅନୁକରଣ କରନ୍ତି ନିଶ୍ଚିତ ଭାବରେ ଭଲ ଲାଗିବ। ସୋସିଆଲ ମିଡ଼ିଆ ରେ ଏହି ଫୋଟୋ ଭିଡ଼ିଓ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.