ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ଷ୍ଟେଜ ରେ ତିନି ଭାଉଜଙ୍କ super comedy ଡ୍ୟାନ୍ସ ଦେଖି judges ହସି ହସି ଗଡିଗଲେ….ମାତ୍ର 4 ଘଣ୍ଟାରେ 1215k ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆ ଆଜିର ଦିନରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଲୋକେ ସବୁ କିଛି ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି। ସୋସିଆଲ ମିଡ଼ିଆରୁ ଲୋକେ ଭଲ ରୋଜଗାର ମଧ୍ୟ କରି ପାରୁଛନ୍ତି। ତେବେ ଆଜି ଆମେ ଆପଣଙ୍କ ମାନଙ୍କ ପାଇଁ ଏମିତି ଏକ ଭିଡିଓ ନେଇ ଆସିଛୁ ଯାହା ଆପଣଙ୍କୁ ବହୁତ୍ ପସନ୍ଦ ଆସିବ।

ତେବେ ଆପଣ ମାନେ ଜାଣିଥିବେ କି ଆଜିର ଦିନରେ ଅନେକ ରିଆଲିଟି ଶୋ ମାଧ୍ୟମରେ ଲୋକ ମାନେ ନିଜ ଭିତରେ ଲୁଚି ରହୁଥିବା ପ୍ରତିଭା ଗୁଡିକ ଲୋକ ଲୋଚନକୁ ଆଣିବାରେ ସକ୍ଷମ ହୋଇ ପାରୁଛନ୍ତି।ତେବେ ସିଦ୍ଧାର୍ଥ ଟିଭି ବିବାହିତ ମହିଳା ମାନଙ୍କ ପାଇଁ ଆଣିଛି ରିଆଲିଟି ଶୋ ସଂମ୍ପୂର୍ଣ୍ଣ ଲକ୍ଷ୍ମୀ। ଏହି ରିୟାଲିଟି ଶୋ ଅଳ୍ପ ଦିନ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇ ପାରିଛି।

ଓଡ଼ିଶାର ଅଗଣିତ ପ୍ରତିଭାମାନ ବିବାହିତ ମହିଳା ମାନଙ୍କ ପାଇଁ ସିଦ୍ଧାର୍ଥ ଟିଭିର ଏହି ପ୍ରୟାସକୁ ସମସ୍ତେ ଖୁବ୍ ପସନ୍ଦ କରୁଛନ୍ତି ଏହା ସହିତ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି। କାରଣ ବିବାହ ପରେ ଯେଉଁ ନାରୀ ମାନେ ଘର ର ଚାରି କାନ୍ଥ ଭିତରେ ରହି ନିଜ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ସକ୍ଷମ ହେଉ ନଥିଲେ ସିଦ୍ଧାର୍ଥ ଟିଭି ସେହି ସବୁ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ସକ୍ଷମ ହୋଇ ପାରିଛି।


ତେବେ ବର୍ତ୍ତମାନ ସମୟରେ ସଂପୂର୍ଣ୍ଣ ଲକ୍ଷ୍ମୀ ସିଜନ୍ ୨ ଆରମ୍ଭ ହୋଇ ଯାଇଛି ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି ଏହି ଶୋର ଜଜ୍ ରହିଛନ୍ତି ଅଭିନେତା ପୁପିନ୍ଧର ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ଏବଂ ଅଭିନେତ୍ରୀ ଜିନା। ତେବେ ଆଜି ଆମେ ଆପଣଙ୍କୁ ଏହି ଶୋରେ ଭାଗ ନେଇଥିବା ପ୍ରତିଭାବାନ ଗୃହିଣୀ ମାନଙ୍କର ଏକ ସୁନ୍ଦର୍ ପ୍ରୋଫୋମାନ୍ସ ନେଇ ଆସିଛୁ ଯାହା କି ଆପଣମାନଙ୍କୁ ବହୁତ୍ ପସନ୍ଦ ଆସିବ। ସୋସିଆଲ ମିଡିଆରେ ଏବେ ଭାଉଜ ମାନଙ୍କର ଏହି ସୁନ୍ଦର୍ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ଦର୍ଶକ ମଧ୍ୟ ଏହି ଭାଉଜ ମାନଙ୍କ ପ୍ରୋଫୋମାନ୍ସକୁ ଖୁବ୍ ପସନ୍ଦ କରୁଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଭାଉଜ ତିନି ଜଣ ଖୁବ୍ ସୁନ୍ଦର୍ ଭାବେ ନୃତ୍ୟ ପରିବେଷଣ କରିଛନ୍ତି। ସମସ୍ତେ ନିଜ ନିଜର ବେଷ୍ଟ ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସମସ୍ତେ ଲାଗି ପଡ଼ିଛନ୍ତି କିପରି ଭାବେ ଜଜେସ୍ ମାନଙ୍କୁ । ଇମ୍ପ୍ରେସ୍ କରି ଆଗକୁ ଯିବେ। ତେବେ ଏହି ଭାଉଜ ମାନଙ୍କ ପ୍ରୟାସ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି ଜଜେସ୍ ମାନେ ମଧ୍ୟ ଖୁସି ଥିବାର ଦେଖିବା ପାଇଁ ମିଳିଛି।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଆପଣ ମଧ୍ୟ ଏହି ଭିଡିଓକୁ ଦେଖନ୍ତୁ ଆପଣଙ୍କୁ ଏହି ଭିଡିଓ ଖୁବ୍ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment