ବନ୍ଧୁମାନେ ଆଜିକାଲି ସୋସିଆଲ ମେଡିଆରେ ଅନେକ ପ୍ରକାର ଭାଇରଲ ଭିଡ଼ିଓ ଦେଖିବାକୁ ମିଳିଥାଏ ।ତେବେ ଯେତେବେଳେ କିଛି ଏଣ୍ଟଟେନମେଣ୍ଟ ଭିଡ଼ିଓ ଦେଖିବାକୁ ମିଳିଥାଏ ତାହାକୁ ଲୋକମାନେ ଖୁବ ପସନ୍ଦ କରନ୍ତି ।ଆଉ ଯେତେବେଳେ ଡ୍ୟାନ୍ସ ଭିଡ଼ିଓ ଆସେ ତାହା ଖବ ଜଲଦି ଲୋକଙ୍କ ର ଦୃଷ୍ଟି ଆକର୍ଷଣ କରିଥାଏ ।ତେବେ ବର୍ତ୍ତମାନ ଆଇଟମ ଡ୍ୟାନ୍ସ ଭିଡ଼ିଓ ଗୁଡିକ ବହୁତ ମାତ୍ର ରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ।ତେବେ ବର୍ତ୍ତମାନ ସେମିତି ହଟ ଡ୍ୟାନ୍ସ ଭିଡ଼ିଓ ଭାଇରଲ ହେବାରେ ଲାଗିଛି, ଯେଉଁ ଭିଡ଼ିଓ ରେ ଜଣେ ଯୁବକ ଯୁବତୀ ଏମିତି ଡ୍ୟାନ୍ସ କରୁଛନ୍ତି ଯାହା ଦେଖିଲେ ଆଖି ହଟେଇ ପାରିବେ ନାହିଁ ।
ତେବେ ଆଜିକାଲି ସମୟରେ ଛୋଟ ଛୋଟ ଜିନିଷ ରେ ଡ୍ୟାନ୍ସ ଓ ମ୍ୟୁଜିକ ସବୁଠୁ ଆଗରେ ରହିଥାଏ ।ତେବେ ସେ କୌଣସି ପର୍ବ ହେଇ ବା କୋଉ ପାର୍ଟି ହେଉ ଯୁବପିଢ଼ି ଙ୍କ ଡ୍ୟାନ୍ସ ବିନା ମସ୍ତି ପୂରଣ ହୁଏ ନାହିଁ ।ତେବେ ଆପଣ ମାନେ ଜାଣିଛନ୍ତି ଫେବ୍ରୁଆରୀ ମାସ କୁ ପ୍ରେମର ମାସ କୁହାଯାଏ ।ଆଉ ଏହି ମାସରେ ପ୍ରେମିକ ପ୍ରେମିକା ମାନେ ବହୁତ କିଛି କରିଥାନ୍ତି, ତେବେ ଏହି ମାସରେ ଭେଲେଣ୍ଟାଇନ ଡେ ପଡିଥାଏ ।ଆଉ ଏହି ଦିନକୁ ପ୍ରେମୀ ଯୋଡି ଙ୍କ ଦିନ କହିଲେ କମ ହେବନି, ତେବେ ନିକଟରେ ଏହି ଡେ ଯାଇଛି ।ହେଲେ ଏହି ଦିନର ଏମିତି ଏକ କପୁଲ ଡ୍ୟାନ୍ସ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମେଡିଆରେ ଭାଇରଲ ହେଉଛି ଯାହାକୁ ଦେଖି ଆଖି ଲାଖି ଯାଉଛି ।
ତେବେ ଭିଡ଼ିଓରେ ଦେଖିବାକୁ ମିଳୁଛି କୌଣସି ଏକ ଉପରେ ଜଣେ ଯୁବକ ଆଉ ଜଣେ ଅଛନ୍ତି ଆଉ ସାମ୍ନାରେ କିଛି ଦର୍ଶକ ବି ଅଛନ୍ତି ।ତେବେ ଯୁବକ ଜଣକ ଧଳା ସାର୍ଟ ଓ ଓ କଳା ପେଣ୍ଟ ପିନ୍ଧିଥିବା ବେଳେ ଯୁବତୀ ଜଣକ ଗୋଲାପୀ ରଙ୍ଗର ଶାଡୀ ପିନ୍ଧିଛନ୍ତି ।ଆଉ ଉଭୟ ଟିପ ଟିପ ବର୍ଷା ପାଣି ଗୀତରେ ଖୁବ ସେନସେସନ ଭରା ଡ୍ୟାନ୍ସ କରୁଛନ୍ତି ।ଉଭୟ ଖୁବ କ୍ଳଜ ହେଇ ଡ୍ୟାନ୍ସ ଷ୍ଟେପ ଗୁଡିକ କରୁଥିବା ବେଳେ ସାମ୍ନାରେ ଥିବା ଦର୍ଶକ ଏହି ଡ୍ୟାନ୍ସ ର ମଜା ନେବାରେ ଲାଗିଛନ୍ତି ।ଆଉ ବର୍ତ୍ତମାନ ଭିଡ଼ିଓ ଟି ସୋସିଆଲ ମେଡିଆରେ ପୋଷ୍ଟ ହେବା ପରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି ।
ତେବେ ଯୁବକ ଯୁବତୀ ଙ୍କ ଏହି ହଟ ସେନସେସନ ଭରା ଡ୍ୟାନ୍ସ ଆଜିର ଲୋକଙ୍କୁ ଖୁବ ପସନ୍ଦ ଆସୁଛି ସତ କିନ୍ତୁ ସତ କହିବାକୁ ଗଲେ ଉଭୟ ଯେମିତି ଡ୍ରେସ ରେ ଅଛନ୍ତି ଆଉ ଯେମିତି ଡ୍ୟାନ୍ସ କରୁଛନ୍ତି ତାହା ଏକ ଅଶ୍ଳୀଳ ଭିଡ଼ିଓ ପରି ଲାଗୁଛି ।ଆଉ ଆମ ମତରେ ଡ୍ୟାନ୍ସ କରିବା ଖରାପ ନୁହେଁ କିନ୍ତୁ ସେଥିରେ ବି ସଂଯମତା ରଖିବା ଉଚିତ ନହେଲେ ଏମିତି ଭିଡ଼ିଓ ଲୋକଙ୍କୁ ଭିଲ ରାସ୍ତା କୁ ନେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।