ଷ୍ଟେଜ ଉପରେ ” tip tip barsha pani ” ଗୀତରେ ଜବରଦସ୍ତ ହଟ ଡ୍ୟାନ୍ସ…

ବନ୍ଧୁଗଣ ଯାତ୍ରା ଓ ନାଟକ ଦେଖିବା ପାଇଁ ସମସ୍ତ ଙ୍କୁ ଭଲ ଲାଗେ। ଯେଉଁ ଭଳି ଭାବରେ ଆମେ ସିନେମା ଦେଖିବା କୁ ପସନ୍ଦ କରୁ ଯାତ୍ରା ଦେଖିବା କୁ ମଧ୍ୟ ଆମକୁ ସେତିକି ଭଲ ଲାଗେ। ଯାତ୍ରା ପ୍ରାୟ ଗାଁ ମାନଙ୍କ ରେ ହୋଇଥାଏ ଏବଂ ଏଥିରେ ଅଭିନୟ କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରତ୍ୟକ୍ଷ ଅଭିନୟ କରିଥାନ୍ତି। ଆଉ ତାଙ୍କର ଅଭିନୟ ବାସ୍ତବିକ ହୋଇଥାଏ ଯାହାକୁ ଦେଖିବା କୁ ଲୋକେ ବେଶ ପସନ୍ଦ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ଯାତ୍ରା ମାଧ୍ୟମ ରେ ଅନେକ ପ୍ରକାରର ସାମାଜିକ ଶିକ୍ଷା ମଧ୍ୟ ଆମ କୁ ମିଳିଥାଏ। ଏହା ସହ ଯାତ୍ରା କଳାକାର ମାନଙ୍କ ବିଷୟ ରେ ଜାଣିବାକୁ ମଧ୍ୟ ଭଲ ଲାଗେ।

ମାତ୍ର ଯାତ୍ରା କଳାକାର ମାନଙ୍କ ର ଅଭିନୟ ଏତେ ଜୀବନ୍ତ ଏବଂ ପ୍ରାକୃତିକ ହୋଇଥାଏ କି ଏହାକୁ ଦେଖିଲେ ଦର୍ଶକ ମାନେ ଭାବତ୍ମକ ହୋଇ ପଡ଼ନ୍ତି।ତେବେ କେବଳ ଯାତ୍ରା ର ସିନ ନୁହେଁ ବରଂ ଯାତ୍ରା ରେ ଥିବା ସୁନ୍ଦର ଗୀତ ଗୁଡିକ ମଧ୍ୟ ଖୁବ ଆକର୍ଷଣୀୟ ଏବଂ ମନ ଛୁଆଁ ହୋଇଥାଏ। ତେବେ ଯାତ୍ରା କାଳକାର ମାନେ ପ୍ରକୃତ କଳାକାର ହୋଇଥାନ୍ତି କାରଣ ସେମାନ ଙ୍କୁ ଲୋକଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖି ଅଭିନୟ କରିବାକୁ ପଡିଥାଏ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଯାତ୍ରା ର ସୁପରହିଟ ସଙ୍ଗ ର ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି।

ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏକ ଯାତ୍ରା ର ହଟ ରୋମାଣ୍ଟିକ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଆଉ ଏହି କପୁଲ ଙ୍କ ଡ୍ୟାନ୍ସ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯିବେ। ତେବେ ଏହି କପୁଲ ଦୁଇ ଜଣ ପୁରା ପବ୍ଲିକ ରେ ଏହିପରି ରୋମାଣ୍ଟିକ ଡ୍ୟାନ୍ସ କରିଛନ୍ତି ଯାହାକୁ ଦେଖିଲେ ଆପଣ ଙ୍କୁ ମଧ୍ୟ ଖରାପ ଲାଗିବ। ତେବେ ଡ୍ୟାନ୍ସ ଟି ଆମ ୯୦ ଦଶକ ର ଲୋକପ୍ରିୟ ଗୀତ , “ଟିପି ଟିପି ବର୍ଷା ପାନି… ପାନୀ ମେ ଆଗ ଲଗାନି” ଯେଉଁ ଗୀତରେ ଡ୍ୟାନ୍ସ କରିଛନ୍ତି। ତେବେ ଏହି ଡ୍ୟାନ୍ସ ଟି ଏକ ଯାତ୍ରା ର ଅଟେ ଯେଉଁ ଠାରେ ଲୋକଙ୍କ ସାମ୍ନା ରେ ଯାତ୍ରା ଯୁବତୀ ଓ ଯୁବକ ଏହିପରି ଡ୍ୟାନ୍ସ କରିଛନ୍ତି।

ତେବେ ଏହା ପରେ ଏହି କପୁଲ ଦୁଇ ଜଣ ଏହି ସୁନ୍ଦର ଗୀତ ରେ ବହୁତ ରୋମାଣ୍ଟିକ ଭାବରେ ଡ୍ୟାନ୍ସ କରିଛନ୍ତି। ତେବେ ଆମେ ଯଦି ଡ୍ୟାନ୍ସ କଥା କହିବା ତେବେ ତାହା ସୁନ୍ଦର ରହିଛି ମାତ୍ର ଯଦି ଭିଡ଼ିଓ ଟି ବିଷୟ ରେ ଜଣେଇବୁ ତେବେ ତାହା ଅତ୍ୟନ୍ତ ଲଜ୍ୟା ଜନକ ତଥା ଅଶୀଳ ରହିଛି।ତେବେ ଏହି ଡ୍ୟାନ୍ସ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖି ସମସ୍ତେ ନିଜ ନିଜର ମତ ଦେଇଛନ୍ତି। ତେବେ ଆପଣ ମାନେ ଏହି ଭିଡ଼ିଓ କୁ ଦେଖି ନିଜର ମତ ନିଶ୍ଚିତ ଜଣାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment