ଯାତ୍ରା ସ୍ଵର୍ଣ୍ଣମହଲ // Top love ❤️ Song 2023 … ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଯାତ୍ରା ଜଗତରେ ଏଭଳି କିଛି ମୋଜାଦାର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ଯାହାକୁ ଆପଣ ମାନେ ଦେଖିଲେ ଆପଣ ମାନେ ଦେଖିଲେ ଆପଣ ମାନେ ବେଶ ଏନଜୟ କରିବା ସହିତ ସେହି ଭଳି ଭିଡ଼ିଓ ଆପଣ ମାନଙ୍କର ମନକୁ ମୋହି ନେବ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଯାତ୍ରା ଜଗତର ଏକ ଜବରଦସ୍ତ ଡାନ୍ସ ର କମାଲ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ସ୍ବର୍ଣ୍ଣ ମହଲ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଥିବା ଏକ ମନଛୁଆ ଡାନ୍ସ ପୋରଫୋମେନ୍ସ ଯାହା ସମସ୍ତ ଙ୍କୁ ବେଶ ପସନ୍ଦ ଆସିଛି ଓ ମନକୁ ମଧ୍ୟ କିଣି ନେଇଛି | ଏହା ବ୍ୟତୀତ ଆପଣ ମାନେ ଜାଣିଥିବେ କି ଆଜି କାଲି ଲୋକ ମାନେ ବିଶେଷ କରିକି ଯାତ୍ରା ଜଗତ ପ୍ରତି ଅଧିକ ପରିମାଣରେ ଆକୃଷ୍ଟ ହେବାକୁ ଲାଗୁଛନ୍ତି ଓ ତାହା ସହିତ ଯାତ୍ରା ମଞ୍ଚରେ ଯାତ୍ରା କଳାକାର ମାନଙ୍କର ଜବରଦସ୍ତ ଅଭିନୟ ର କମାଲ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରେଇଛି ଓ ସମସ୍ତେ ବେଶ ପସନ୍ଦ ମଧ୍ୟ କରୁଛନ୍ତି |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଯାତ୍ରା ମଞ୍ଚରେ ସୁନ୍ଦର ଭାବରେ ଡାନ୍ସ ର କମାଲ କୁ ଦେଖାଇବା ପାଇଁ ଲାଗିଛନ୍ତି ଯାତ୍ରା ମଞ୍ଚରେ ହିରୋ ଓ ହିରୋଇନ ଜଣଙ୍କ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଏକ ସୁନ୍ଦର ବହୁ ଚର୍ଚ୍ଚିତ ରୋମାଣ୍ଟିକ ଗୀତ ରେ ଡାନ୍ସ କରିକି ସମସ୍ତ ଙ୍କର ପ୍ରିୟ ହେବା ସହିତ ମନକୁ ମଧ୍ୟ କିଣି ନେଇଛନ୍ତି ଯାତ୍ରା କଳାକାର | ତାହା ସହିତ କୁହାଯାଉଛି କି ସ୍ବର୍ଣ୍ଣ ମହଲ ର ଯାତ୍ରା ମଞ୍ଚରେ ସୁନ୍ଦର ଭାବରେ ଯାତ୍ରା କଳାକାର ମାନେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା କଥା ଟ ଆପଣ ମାନେ ଜାଣିଥିବେ |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳିଛି ସେଥିରେ ମଧ୍ୟ ସେହି ଭଳି ମନଛୁଆ ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କ ର ମନରେ ଏକ ସ୍ୱତନ୍ତ୍ର ଘର କରିଛନ୍ତି ଯାତ୍ରା ଜଗତରେ ଅଭିନୟ କରୁଥିବା ହିରୋ ଆଉ ହିରୋଇନ ଜଣଙ୍କ | ତାହା ସହିତ କୁହାଯାଉଛି କି ସେହି ଭଳି ସୁନ୍ଦର ଭାବରେ ରୋମାଣ୍ଟିକ ଡାନ୍ସ ର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment