ବର୍ତ୍ତମାନ ସମୟରେ ପ୍ରତ୍ୟେକ ମଣିଷ ନିଜର ଅସାବଧାନତା ପାଇଁ ବେଳେ ବେଳେ କିଛି ନା କିଛି ଅସୁବିଧାର ସମ୍ମୁଖୀନ କରି ଥାଆନ୍ତି ଯାହା ବେଳେ ବେଳେ ନଜରକୁ ଆସିଥାଏ। ଆଉ ଏମିତି ଏକ ଘଟଣା ଏବେ ଝାଡ଼ଖଣ୍ଡ ରାଜ୍ୟ ରେ ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କ ହୃଦୟ କୁ ଥରାଇ ଦେଇଛି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ। ଏହିଠାରେ ଏମିତି ଦୁର୍ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ମାନେ ଦେଖିବା ପରେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଆଉ ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି ତାହା ଆପଣ ମଧ୍ୟ ଦେଖବାକୁ ପାଇଥିବେ।ଏଠାରେ କିଛି ଅଭାବନୀୟ ଦୁର୍ଘଟଣା ନଜର କୁ ଆସିଛି ଯାହା ଅତି ବିପଦ ଜନକ ହୋଇଥିବା ବେଳେ ଏଥିରେ କିଛି ଲୋକଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ଆଉ ଏହି ଘଟଣାରେ ଗୋଟିଏ ଏକ ଶୋ ହଉଥିଲା ଯେଉଁଠାରେ ଅନେକ ଲୋକ ମଧ୍ୟ ଜିଗ ଦେଇଥିଲେ ଯାହା ଆକାଶରେ ଉଡିଥିବାର ନଜର କୁ ଆସିଛନ୍ତି।
ଆଉ ଏହି ଘଟଣା ରେ ଯାହା ଦେଖିବାକୁ ମିଳିଛି ଯାହା ଏକ ଅଭାବନୀୟ ହୋଇଥିବା ବେଳେ ଦେଖିବା ପରେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଉଛି। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ଟିରେ ଏକ ରୋପ ୱେ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଶେଷରେ ଏମିତି କିଛି ଦୁଃଖଦ ଘଟଣା ଦେଖିବାକୁ ମିଳିଲା। ଯେଉଁଠାରେ ଅନେକ ଲୋକ ଫସିଗଲେ ଆଉ ତାଙ୍କୁ ଉଦ୍ଧାର ପାଇଁ ବାୟୁସେନା ର ହେଲିକପ୍ଟର ସବୁ ଲାଗିଲେ। ଆଉ ସେଥିରେ କିଛି ଲୋକ ଙ୍କ ଖବର ମିଳିଥିବା ବେଳେ ଆଉ କିଛି ଙ୍କର ପତା ମିଳି ନାହିଁ। ଆଉ ଏହି ଘଟଣାଟି ରେ ଜଣେ ଲୋକର ମଧ୍ୟ ମୃତ୍ୟୁ ହୋଇଥିବା ନେଇ ସୁଚନା ମିଳିଛି। ଯାହା ଏବେ ସୋସିଆଲ ମିଡ଼ିଆରେ ପ୍ରବଳ ମାତ୍ରାରେ ଭାଇରଲ ହୋଇଛି। ଆଉ ଏଠାରେ ଜଣେ ବ୍ୟକ୍ତି ନଜରକୁ ଆସିଛନ୍ତି ସେଠାରେ ସେ ବାୟୁ ସେନାର ହେଲିକପ୍ଟର ଦଉଡି କୁ ଧରି ଓହଳି ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ହେଲେ ତାଙ୍କୁ ଉଦ୍ଧାର କରିବା ସମୟରେ ତାଙ୍କର ହାତ ଖସି ଯାଇଥିଲା।
ଆଉ ଶେଷରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ତାଙ୍କୁ ଉଦ୍ଧାର କରିବା ଶେଷ ମୁହୂର୍ତ୍ତରେ ଏମିତି ଘଟଣା ଘଟିଗଲା ଯାହା ଦ୍ୱାରା ଜୀବନ ମଧ୍ୟ ଚାଲିଗଲା। ଏହି ବ୍ୟକ୍ତି ଜଣଙ୍କ ର ପ୍ରାୟତଃ ଦୁଇ ହଜାର ଫୁଟ ଉଚ୍ଚତା ରେ ଥିବା ନେଇ ଆକଳନ କରା ଯାଇଛି। ହେଲେ ତାଙ୍କୁ ସବୁ ଉଦ୍ଧାର ପାଇଁ ବାୟୁ ସେନାର ଅନେକ ହେଲିକପ୍ଟର ସବୁ ନିୟୋଜିତ କରା ଯାଇଥିଲା। ଏବେ ସେହିଠାରେ ଏମିତି ଟିକିଏ ଅସାବଧାନତା ପାଇଁ ଘଟି ଗଲା ତା ପରେ ଏମିତି କିଛି ହେଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।