ଓଃ କି ଡ୍ୟାନ୍ସ ! ଷ୍ଟେଜ ଉପରେ ” Tu Cheez Badi Hai Mast ” ଗୀତରେ ହଟ ଡ୍ୟାନ୍ସ କଲେ ରୋମାଣ୍ଟିକ Couple…

ବନ୍ଧୁମାନେ ଆଜିକାଲି ସୋସିଆଲ ମେଡିଆରେ ଅନେକ ଡ୍ୟାନ୍ସ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ।ତେବେ କଲେଜ ଫଙ୍ଗସନ ର ଡ୍ୟାନ୍ସ ହେଉ କି ଘରେ ହେଉଥିବା ଫଙ୍ଗସନ ଡ୍ୟାନ୍ସ ସବୁବେଳେ ମାହଲ ଜମେଇ ଦେଇଥାଏ ।ଆଉ ଏବେ ସୋସିଆଲ ମେଡିଆରେ ଏହି ଡ୍ୟାନ୍ସ ଭୁଡ଼ିଓ ଗୁଡିକ ଖୁବ ମାତ୍ରାରେ ଭାଇରଲ ହେଉଥିବା ସହିତ ଭିଡ଼ିଓ ଗୁଡିକର ଲୋକପ୍ରିୟତା ବଡିବାରେ ଲାଗିଛି ।ତେବେ ଏବେ ଏବେ ଗୋଟିଏ କଲେଜ ର ଡ୍ୟାନ୍ସ ଭିଡ଼ିଓ ଟି ଦେଖିବାକୁ ମିଳିଛି, ଆଉ ଏଥିରେ ଯୁବକ ଯୁବତୀ ଏମିତି ଡ୍ୟାନ୍ସ କରୁଛନ୍ତି କି ଦେଖିଲେ ଆପଣଂକୁ ବି ନାଚିବାକୁ ଇଚ୍ଛା ହେବ ।

ତେବେ ସତ କହିବାକୁ ଗଲେ ଡ୍ୟାନ୍ସ କରିବାକୁ ଓ ଦେଖିବାକୁ କାହାକୁ ବାପସନ୍ଦ ନୁହେଁ ।ଆଉ ଆଜିକାଲି ର ସମୟରେ ସମସ୍ତେ ଡ୍ୟାନ୍ସ କରିବାକୁ ଖୁବ ଆଗଭର ହେଉଥିବା ସହିତ ଡ୍ୟାନ୍ସ କରିବା ଦ୍ଵାରା ମନ ମସ୍ତିଷ୍କ ଫ୍ରେସ ହେଇ ଯାଇଥାଏ ।ତେବେ ବର୍ତ୍ତମାନ ଦେଖୁଥିବେ ଯେକୌଣସି ଷ୍ଟେଜ ପ୍ରୋଗ୍ରାମ ଗୁଡିକରେ 90 ଦଶକ ର ହିନ୍ଦୀ ଗୀତ ଗୁଡିକରେ ଖୁବ ଡ୍ୟାନ୍ସ ହେଉଛି ।ଆଉ ଏହି ଗୀତ ଗୁଡିକରେ 4 ଜଣ ଯୁବକ ଯୁବତୀ ନାଚି ନାଚି ଏମିତି ମାହଲ ଜମେଇଛନ୍ତି କି ଦେଖିବା ଲୋକ ବି ନାଚି ଉଠିବ ।

ଏହି ଡ୍ୟାନ୍ସ ଭିଡ଼ିଓରେ ଦେଖିବାକୁ ମିଳୁଛି ଷ୍ଟେଜ ଉପରେ ଜଣେ ଯୁବକ ଧଳା ସାର୍ଟ ଓ ପେଣ୍ଟ ପିନ୍ଧିଛନ୍ତି ।ତାପରେ 90 ଦଶକ ର ଗୋଟିଏ ସୁନ୍ଦର ଗୀତ ବାଜୁଛି ଯେଉଁଥିରେ ଯୁବକ ଜଣକ ଖୁବ ସୁନ୍ଦର ଡ୍ୟାନ୍ସ କରୁଛନ୍ତି ।ତାପରେ ଗୀତ ଚେଞ୍ଚ ହେଉଛି ଓ ଯୁବକ ସହିତ ଜଣେ ଯୁବତୀ ଲେହେଁଗା ପିନ୍ଧି ଡ୍ୟାନ୍ସ କରିବାକୁ ଆସୁଛନ୍ତି, ଏମିତି ଆଉ ଗୋଟିଏ ଗୀତ ଆରମ୍ଭ ହେଉଛି ଓ ଆଉ ଜଣେ ଯୁବତୀ ଆସି ଯୁବକ ସହିତ ଡ୍ୟାନ୍ସ କରୁଛନ୍ତି ।ଏମିତି କିଛି ସମୟ ପରେ ଆଉ ଜଣେ ଯୁବକ ଷ୍ଟେଜ କୁ ଆସୁଛନ୍ତି ଓ ଚାରି ଜଣ ଯୁବକ ଯୁବତୀ ମିଶି ଖୁବ ସୁନ୍ଦର ଡ୍ୟାନ୍ସ କରି ଚହଳ ସୃଷ୍ଟି କରୁଛନ୍ତି ।

ତେବେ ଏହି ଭିଡ଼ିଓରେ “ତୁ ଚିଜ ବଡି ହେ ମସ୍ତ ମସ୍ତ,ଆଂଖିଅ ସେ ଗଲି ମାରେ” ପ୍ରି ଅନେକ ହିଟ ହିନ୍ଦୀ ଗୀତ ଗୁଡିକରେ ଯୁବକ ଯୁବତୀ ଡ୍ୟାନ୍ସ କରୁଥିଲେ ।ତେବେ ଏମିତିରେ ଏହି ଗୀତ ଗୁଡିକ ଶୁଣିଲେ ହିଁ ନାଚିବାକୁ ଇଛା ହୁଏ ତା ସାଙ୍ଗକୁ ଏମାନଙ୍କ ର ଏହି ଜବରଦସ୍ତ ଡ୍ୟାନ୍ସ ।ସେଥି ପାଇଁ ଭିଡ଼ିଓ ଟି ଯେତେ ଦେଖିଲେ ବି ବାରମ୍ବାର ଦେଖିବାକୁ ବାଧ୍ୟ କରାଉଛି ।ଆଉ ଆପଣ ମାନେ ଯଦି ଏଯାଏ ଏହି ଡ୍ୟାନ୍ସ ଭିଡ଼ିଓ ଦେଖି ନାହାନ୍ତି ତାହେଲେ ନିଶ୍ଚିତ ଥରେ ଦେଖନ୍ତୁ ଖୁବ ମଜା ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment