ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯେଉଁ ଭିଡ଼ିଓ ରେ ଆପଣ ମାନେ ହିରୋ ଆଉ ହିରୋଇନ ମାନଙ୍କର ପୋରସନାଲ ଲାଇଫ ସହିତ ସେମାନଙ୍କର ଏକ୍ଟିଂ କେରିୟର ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥାନ୍ତି |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ତୁ ଖରା ମୁଁ ଛାଇ ରେ ଅଭିନୟ କରିଥିବା ଦେବିକା ଅର୍ଥାତ ସୌମ୍ୟ କାନୁନଗୋ ଙ୍କର ପୋର୍ସୀନାଲ ଓ ଏକ୍ଟିଂ ଲାଇଫ ବିଷୟରେ ଆସନ୍ତୁ ଜାଣିବା |
ଆପଣ ମାନେ ଜାଣିଥିବେ ଜଣେ ଅଭିନେତ୍ରୀ ଙ୍କ ପାଖରେ କିଛି ଏଭଳି ଗୁଣ ରହିଥାଏ ଯାହା ମାଧ୍ୟମରେ ସେମାନେ ଦର୍ଶକ ମାନଙ୍କର ମନକୁ କିଣି ନେଇଥାନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାହିଛି ସେହି ଭିଡ଼ିଓ ରେ ଟେଲି ଅଭୁନେତ୍ରୀ ସୌମ୍ୟ କାନୁନଗୋ ଙ୍କର ବିଷୟରେ କୁହାଯାଇଛି | ଯିଏ କି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟରେ ଘର କରିଛନ୍ତି ଓ ତାଙ୍କ ଅଭିନୟ ରେ ଦର୍ଶକ ମାନଙ୍କର ମନ ମଧ୍ୟ କିଣି ନେଇଛନ୍ତି |
ସୌମ୍ୟ କାନୁନଗୋ ଙ୍କର ଏକ୍ଟିଂ ଓ ପେରସନାଲ ଲାଇଫ :-
ଯାହା କୁହାଯାଉଛି କି ସୌମ୍ୟ କାନୁନଗୋ ଯିଏ କି ପିଲା ବେଳରୁ ଭଲ ପଢିବା ସହିତ ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ଯାହା କୁହାଯାଉଛି କି ସୌମ୍ୟ କାନୁନଗୋ ତାଙ୍କର ବାପା ମା ଓ ଜଣେ ବଡ଼ ଭଉଣୀ ଙ୍କ ସହିତ ରହୁଛନ୍ତି | ଆଉ ପିଲା ବେଳରୁ ତାଙ୍କର ପାଠ ପଢିବା ସହିତ ଅଭିନୟ ପ୍ରତି ମଧ୍ୟ ପ୍ରବଳ ଇଚ୍ଛା ରହିଥିଲା ଆଉ ଯାହା ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା | ତେବେ ସୌମ୍ୟ କାନୁନଗୋ ଙ୍କର ମା ଙ୍କ ନାଁ ଜୟନ୍ତୀ କାନୁନଗୋ ହୋଇଥିବା ବେଳେ ତାଙ୍କର ବଡ଼ ଭଉଣୀ ଙ୍କର ନାଁ ଜୟଶ୍ରୀ ବୋଲି ମଧ୍ୟ କୁହାଯାଉଛି |
ତେବେ ଅନେକ ଓଡ଼ିଆ ସିରିଏଲ ରେ ତାଙ୍କର ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଉଥିଲେ ସୌମ୍ୟ କାନୁନଗୋ ଓ ତାହା ସହିତ ନିଜର ଅଭିନୟ ମାଧ୍ୟମରେ ଘରେ ଘରେ ପ୍ରତେକ ଓଡ଼ିଆ ସିନେ ପ୍ରେମୀ ମାନଙ୍କର ହୃଦୟରେ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି |ତେବେ ନାୟିକା ଓ ଖୋଳ ନାୟିକା ଭାବରେ ଓଡ଼ିଆ ଦର୍ଶକ ମାନଙ୍କର ହୃଦୟକୁ କିଣି ନେଇଛନ୍ତି | ଆଉ ବର୍ତ୍ତମାନ ” ତୁ ଖରା ମୁଁ ଛାଇ ” ସିରିଏଲ ମାଧ୍ୟମରେ ଦର୍ଶକ ମାନଙ୍ପାଖରେ ପରିଚୟ ସୃଷ୍ଟି କରିଛନ୍ତି |
ତେବେ ଏହା ଥିଲା ସୌମ୍ୟ କାନୁନଗୋ ଙ୍କ ବିଷୟରେ କିଛି ସୂଚନା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।