ଓଃ କି ଡ୍ୟାନ୍ସ || ବାହାଘରରେ ” Tujhko Hi Dulhan Banaonga ” ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ରୋମାଣ୍ଟିକ ଯୋଡି….

ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି। ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହାସ୍ୟରସ ହୋଇଥାଏ।

ବନ୍ଧୁଗଣ ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି।କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ। ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟରେ ଜଣେଇବା କୁ ଯାଉଛୁ , ଯାହା ଜାଣିଲେ ତଥା ଦେଖିଲେ ଆପଣ ଆନନ୍ଦିତ ହୋଇଯିବେ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ କପୁଲ ଙ୍କ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି। ତେବେ ଏହି କପୁଲ ଦୁଇ ଜଣେ ଏକ ବାହାଘର ରେ ଡୁଏଟ ଡ୍ୟାନ୍ସ କରୁଛନ୍ତି। ତେବେ ଏହି ଦୁଇ ଜଣ ଏକ କପୁଲ ଡ୍ୟାନ୍ସ କରି ସମସ୍ତ ଙ୍କ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି। ତେବେ ଏହି ଯୋଡ଼ି ସୁରପହିଟ ହିନ୍ଦୀ ଗୀତ “ତୁଝକୋ ହି ଦୁଲହ୍ନ ବନାଉଙ୍ଗି” ଗୀତ ରେ ରୋମାଣ୍ଟିକ ଗୀତ ରେ ଡ୍ୟାନ୍ସ କରିଛନ୍ତି। ତେବେ କପୁଲ ଙ୍କ ଡ୍ୟାନ୍ସ ଏତେ ଆକର୍ଷଣୀୟ ଏବଂ ଚମତ୍କାରୀ ହୋଇଛି କି ସମସ୍ତେ ଏହାକୁ ନେଇ ଖୁବ ଚର୍ଚ୍ଚା କରିଛନ୍ତି।

ତେବେ ଏହି ଡ୍ୟାନ୍ସ ଏକ ବିବାହ ଉତ୍ସବ ରେ ଏହି କପୁଲ ଡ୍ୟାନ୍ସ କରିଛନ୍ତି। ତେବେ ଡ୍ୟାନ୍ସ ଟି ଖୁବ ରୋମାଣ୍ଟିକ ଏବଂ ହଟ ରହିଛି ଯାହାକୁ ଦେଖିଲେ ଆପଣ ଙ୍କ ର ଆଖି ଖୋଲା କୁ ଖୋଲା ରହିଯିବ।ତେବେ ଏହି କପୁଲ ଙ୍କ ଡ୍ୟାନ୍ସ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ ଚର୍ଚ୍ଚା ଚାଲିଛି , ଯିଏ ବି ଏହି ଭିଡ଼ିଓ ଟିକୁ ଦେଖିଛନ୍ତି ସବୁ ଦିୱାନା ହୋଇ ଯାଇଛନ୍ତି।ତେବେ ଆପଣ ମାନେ ମଧ୍ୟ ଏହି ସୁନ୍ଦର ଯୋଡ଼ି ଙ୍କ ର ରୋମାଣ୍ଟିକ ଡ୍ୟାନ୍ସ ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ ନିଶ୍ଚିତ ଭାବରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment