ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରି ଦେଇଥାଏ | ଆଉ ସେହିଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ପିଲା ମାନଙ୍କର ଡାନ୍ସ ର ଭିଡ଼ିଓ |ଆଉ ଯାହା ଦେଖିବାକୁ ମିଳିଛି ସେହି ଭିଡ଼ିଓ ରେ ପିଲାମାନେ ସୁନ୍ଦର ଭାବରେ ସ୍କୁଲ ଭିତରେ କରିବାକୁ ଲାଗିଛନ୍ତି ଗ୍ରୁପ ଡାନ୍ସ, ଆଉ ଯାହା ସମସ୍ତଙ୍କର ମନକୁ ମଧ୍ୟ ଛୁଇଁଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ଗେଉଥିବାର ଦେଖିବାକୁ ପାଉଥିବେ |କିନ୍ତୁ ଯେତେବେଳେ ନାଚ ଆଉ ଗୀତ ର କଥା ଉଠେ ସେତେବେଳେ ସେହି ଭଳି ଭିଡ଼ିଓ କୁ ବାରମ୍ବାର ଦେଖିବାକୁ ଇଚ୍ଛା ହୋଇଥାଏ କାରଣ ସେଭଳି ଭିଡ଼ିଓ ଆମ ମନକୁ ଖୁସି କରେଇ ଦେଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଏକ ସ୍କୁଲ ରେ ହେଉଥିବା ଡାନ୍ସ ପ୍ରଗ୍ରାମ ର ଭିଡ଼ିଓ, ଆଉ ଯେଉଁଠି ଛାତ୍ରୀ ମାନେ ଗ୍ରୁପ ରେ ସୁନ୍ଦର ଭାବରେ କରିବାକୁ ଲାଗିଛନ୍ତି ଡାନ୍ସ | ଆଉ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି |
ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ଗୋଟିଏ ସ୍କୁଲ ର ଆଉ ସେଠାରେ ଛାତ୍ରୀ ମାନେ ଦଳ ଭାବରେ ଏକ ସୁନ୍ଦର ଗ୍ରୁପ ଡାନ୍ସ କରିବାକୁ ଲାଗିଛନ୍ତି ଆଉ ଯେଉଁ ଗୀତ ର ନାଁ ହେଉଛି “ଟୁକୁରୁ ଟୁକୁରୁ ଦେଖଟେ ହୋ କ୍ୟା ” | ଆଉ ଏହି ଗୀତ ରେ ଛାତ୍ରୀ ମାନେ ସୁନ୍ଦର ଭାବରେ ଶାଢ଼ୀ ପିନ୍ଧି ସମାନ ଭାବରେ ଗେଟଅପ ନେଇଛନ୍ତି ଆଉ ସ୍କୁଲ ର ପଡିଆ ରେ କରିବାକୁ ଲାଗିଛନ୍ତି ଡାନ୍ସ | ତାହା ସହିତ କୁହାଯାଉଛି କି ସେହି ଝିଅ ମାନେ ସମାଜ ତାଳ ରେ ମଧ୍ୟ ଡାନ୍ସ କରିବା ର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ସେହି ଭିଡ଼ିଓ ଟିରେ |
ତାହା ସହିତ ସ୍କୁଲ ଝିଅ ମାନଙ୍କର ଏହିଭଳି ଡାନ୍ସ କୁ ଦେଖିବା ପାଇ ଲୋକ ମାନଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା ସେହି ସ୍କୁଲ ରେ |ଆଉ ଦେଖୁଥିବା ଦର୍ଶକ ମାନେ ମଧ୍ୟ ପିଲା ମାନଙ୍କୁ ଉତ୍ସାହିତ କରିବାକୁ ଲାଗିଥିଲେ, ଯାହା ଫଳରେ ପିଲାମାନେ ମଧ୍ୟ ସୁନ୍ଦର ଭାବରେ ଡାନ୍ସ କରିଥିଲେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ପିଲା ମାନଙ୍କର ଏହି ଭଳି ଡାନ୍ସ ର ଚର୍ଚ୍ଚା ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।