ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ଯେତେବେଳେ ଅଲିଉଡ ଅଭୁନେତ୍ରୀ ହୁଅନ୍ତି ଵା ସିଙ୍ଗର ସେଲିବ୍ରେଟି ମାନଙ୍କୁ ନେଇକି କିଛି କଥା ଉଠିଥାଏ ଭାଇରାଲ ହେଉଥିବାର ସେତେବେଳେ ଆମ ମାନଙ୍କର ଇଚ୍ଛା ଆହୁରି ଅଧିକ ବଢ଼ି ଯାଇଥାଏ ସେମାନ ଙ୍କ ବିଷୟରେ ଅଧିକ କିଛି ଜାଣିବା ପାଇଁ ଓ ବେଶ ଆଗ୍ରହୀ ମଧ୍ୟ ହୋଇଥାଉ ଆମେ ମାନେ | ତେବେ ବର୍ତ୍ତମାନ ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ସେ ହେଉଛନ୍ତି ଆମ ଅଲିଉଡ ର ଜଣେ ବେଶ ଜଣା ଶୁଣା ପ୍ଲେ ବେଗ ଫିମେଲ ସିଙ୍ଗର ପ୍ରଜ୍ଞା ଙ୍କ ବିଷୟରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଅନେକ ଅଲିଉଡ ସିଙ୍ଗର ମାନଙ୍କ ବିଷୟରେ ଜାଣିଥିବେ ଯେଉଁ ମାନେ କି ନିଜର ସ୍ୱର ମାଧ୍ୟମରେ ଓଡିଶା ର ଘରେ ଘରେ ପ୍ରତେକ ଲୋକ ଙ୍କ ହୃଦୟରେ ଘର କରିଛନ୍ତି ଆଉ ସେମାନଙ୍କ ଭିତରେ ପ୍ରଜ୍ଞା ମଧ୍ୟ ରହିଛନ୍ତି | ଟେବର ପ୍ରଜ୍ଞା ଯେଉଁଛନ୍ତି ଜଣେ ଅଲିଉଡ ପ୍ଲେ ବେଗ ସିଙ୍ଗର ଆଉ ଅନେକ ଫ୍ଲିମ, ଆଲବମ ସହିତ ଅନେକ ଷ୍ଟେଜ ପୋରଫୋମେନ୍ସ ମଧ୍ୟ କରି ଓଡିଶା ର ଲୋକ ମାନଙ୍କର ହୃଦୟରେ ଘର କରିଛନ୍ତି |
ପ୍ରଜ୍ଞା ଙ୍କର ଏକ୍ଟିଂ ଓ ପୋରସନାଲ ଲାଇଫ :-
ଯାହା କୁହାଯାଉଛି କି ପ୍ରଜ୍ଞା 20 ଡିସେମ୍ବର 1997 ମସିହାରେ ଢେଙ୍କାନାଳ ର ସଦାଶିବପୁର ରେ ଜନ୍ମ ଗ୍ରହଣ କରିଥିଲେ | ତେବେ ସେ ଅନୁଗୁଳ ରେ ବସ ବାସ କରୁଥିଲେ ଓ ରୋଟାରି ଡିଏଭି ପବ୍ଲିକ ସ୍କୁଲ ରେ ତାଙ୍କର ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି | ଆଉ ଯେଉଁଠି କୁହାଯାଉଛି କି ଏମ ସି ଏଲ କରିବା ସହିତ ତାଙ୍କର ବିଏ ମଧ୍ୟ କମ୍ପ୍ଲିଟ କରିଛନ୍ତି ପ୍ରଜ୍ଞା | ଆଉ ଯେଉଁଠି କୁହାଯାଉଛି କି ପ୍ରଜ୍ଞା ଙ୍କର ହାଇଟ 5 ଫୁଟ 4 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 48 ବୋଲି କୁହାଯାଉଛି | ଏହା ସହିତ ପ୍ରଜ୍ଞା ଭଏସ ଅଫ ଓଡିଶା ର ସିଜିନ 3 ରେ ଉଇନର ହୋଇଥିଲେ |
ଆଉ ତାହା ପରେ ସିଂଗିଙ୍ଗ କେରିଅର ତାଙ୍କର ଆରମ୍ଭ କରିଥିଲେ ବୋଲି କୁହାଯାଉଛି | ଏହା ସହିତ ଯାହା ଜଣା ପଡିଛି କି ପ୍ରଜ୍ଞା ଅନେକ ଭଜନ ସଂଗୀତ ମଧ୍ୟ ଗାଇଛନ୍ତି ଆଉ ତାଙ୍କର ସଂଗୀତ ମାଧ୍ୟମରେ ସମସ୍ତ ଙ୍କର ହୃଦୟକୁ ମଧ୍ୟ କିଣି ନେଇଥିବା କଥା କୁହାଯାଉଛି | ତେବେ ପିଲା ଦିନରୁ ସଂଗୀତ ପ୍ରତି ଥିବା ଭଲ ପାଇବା କୁ ପ୍ରଜ୍ଞା ତାଙ୍କର ସଂଗୀତ ମାଧ୍ୟମରେ ପ୍ରକାଶ କରିଛନ୍ତି ବୋଲି କୁହାଯାଉଛି | ତେବେ ଏହା ଥିଲା ଅଲିଉଡ ସିଙ୍ଗର ପ୍ରଜ୍ଞା ଙ୍କ ବିଷୟରେ କିଛି ସୂଚନା |
View this post on Instagram
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।