ଆଜିର ଦିନରେ ସମସ୍ତଙ୍କ ପାଇଁ ସୋସିଆଲ ମିଡ଼ିଆ ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇ ପାରିଛି। ଲୋକେ ଦେଶ ବିଦେଶ ର ଘଟି ଚାଲିଥିବା ପ୍ରତ୍ୟେକଟି ଖବର ର ଅପଡେଟ ପାଇ ପାରୁଛନ୍ତି। ତେବେ ସାମାଜିକ ଗଣ ମାଧ୍ୟମ ଅନେକ ଲୋକଙ୍କ ଜୀବନର ମୋଡ ବଦଳାଇଛି ଯାହା ପାଇଁ ଆଜିର ଦିନରେ ଲୋକେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ସାମାଜିକ ଗଣ ମାଧ୍ୟମ ଯୋଗୁଁ ଆଜିର ଦିନରେ ବଣର ମଲ୍ଲୀ ଏବେ ବଣରେ ଫୁଟି ମଉଳି ନଯାଇ ଲୋକ ଲୋଚନ କୁ ଆସି ପାରୁଛି ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜି ସାମ୍ନା କୁ ଆଣି ପାରୁଛି ଆଜିର ସୋସିଆଲ ମିଡିଆ।
ଯୁବ ପିଢି ସୋସିଆଲ ରେ ଖାଲି ସମୟ ବିତାଉ ଛନ୍ତି ତା ନୁହେଁ ସୋସିଆଲ ମିଡ଼ିଆ କୁ ଆଜିର ଯୁବ ପିଢ଼ି ରୋଜଗାର ର ପନ୍ଥା ଭାବେ ଚୟନ କରୁଛନ୍ତି।ଅନେକ ଯୁବକ ଯୁବତୀ ମାନେ ସୁନ୍ଦର ସୁନ୍ଦର ଛୋଟ ଛୋଟ ରିଲସ କିମ୍ବା କମେଡି ସିନ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଆପୋଲୋଡ଼ କରୁଛନ୍ତି। ଏଥିରୁ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ଲୋକପ୍ରିୟ ମଧ୍ୟ ହୋଇ ପାରୁଛନ୍ତି। ତେବେ ସୋସିଆଲ ମିଡିଆ ରେ ବିଭିନ୍ନ କଣ୍ଟେଣ୍ଟ ର ଭିଡିଓ ଦେଖିବାକୁ ମିଳୁଛି। ତେବେ ସୋସିଆଲ ମିଡିଆରେ ଆପଣ ଅନେକ
ମ୍ୟୁଜିକ୍ ଭିଡିଓ ଦେଖିବାକୁ ପାଇଥିବେ ବର୍ତ୍ତମାନ ସମୟରେ ସେମିତି ଏକ ହୃଦୟସ୍ପର୍ଶୀ ମ୍ୟୁଜିକ୍ ଭିଡିଓ ସାମ୍ନାକୁ ଆସିଛି।
ବାବୁ ଭାଇ ପ୍ରଡକ୍ସନ ର ଏକ ମ୍ୟୁଜିକ୍ ଭିଡିଓ ଆଜି ରିଲିଜ୍ ହୋଇଛି। ଯାହାକି ଦର୍ଶକ ମାନଙ୍କୁ ବହୁ ମାତ୍ରା ରେ ପସନ୍ଦ ଆସିଛି। ମ୍ୟୁଜିକ୍ ର ନାଁ ରହିଛି “ଏଇ ଆଖି ତୋତେ ଖୋଜୁଛି”। ତେବେ ଏହି ସୁନ୍ଦର୍ ଗୀତ କୁ ଏସ ଜିତୁ ଗାଇଥିବା ବେଳେ ଲିରିକ୍ସ ଦେଇଛନ୍ତି କାବୁ ମହାନ୍ତି। ଏହା ସହିତ ଏଥିରେ ଖୁବ୍ ସୁନ୍ଦର୍ ଭାବେ ଅଭିନୟ କରିଛନ୍ତି ଆନଟେଲେଣ୍ଟେଡ ଗାୟ ସୋନାଲି ଏବଂ ଅୟ ଭିଲେନ୍।
ତେବେ ଆଜି କାଲି ର ଦୁନିଆ ରେ ପ୍ରେମ କୁ ନେଇ ଏହି ମ୍ୟୁଜିକ୍ ଭିଡିଓ ଟି ନିର୍ମାଣ କରା ଯାଇଛି ଯାହା ଖୁବ୍ ଇମୋସ୍ନାଲ ଏବଂ ହାର୍ଟ ଟଚିଂ ରହିଛି।ତେବେ ଏହି ମ୍ୟୁଜିକ ଭିଡିଓକୁ ଦର୍ଶକ ମାନଙ୍କ ବହୁତ୍ ସାରା ଭଲ ପାଇବା ମିଳୁଥିବା ର ଦେଖିବାକୁ ମିଳୁଛି। ସବୁ ମ୍ୟୁଜିକ ଭିଡିଓ ଅପେକ୍ଷା ଏହି ମ୍ୟୁଜିକ ଭିଡିଓ ରେ ଦର୍ଶକ କିଛି ଅଲଗା ଦେଖିବାକୁ ପାଇବେ।
ଭିଡିଓ ରିଲିଜ୍ ହେବାର କିଛି ସମୟ ମଧ୍ୟରେ ଏହି ଭିଡିଓ କୁ ପାଖାପାଖି ପଚାଶ ହଜାର ରୁ ଦର୍ଶକ ଦେଖି ସାରିଲେଣି। ଅନେକ ଏହି ଭିଡିଓ କୁ ବହୁ ମାତ୍ରାରେ ପସନ୍ଦ କରିବା ସହ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ଦେଉ ଥିବାର ଦେଖିବକୁ ମିଳିଛ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।