Vastu Shastra – ନଖରେ ଏପରି ଚିହ୍ନ ରହିଥିଲେ , ଜାଣନ୍ତୁ ଏହାର ଅଦ୍ଭୁତ ଘଟଣା… ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନଖ ମନୁଷ୍ୟର ହାତ ଏବଂ ଗୋଡର ଆଙ୍ଗୁଳି ମାନଙ୍କର ଶେଷ ଭାଗରେ ଉପରି ଭାଗରେ ଏକ ଶକ୍ତିଶାଳୀ କବଚ ଭାବେ ରହିଥାଏ । ଏହା ଏକ ପ୍ରଟିନ ଏବଂ କେରୋଟିନ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଜ୍ୟେତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଚିହ୍ନର ଅଲଗା ଅଲଗା ଅର୍ଥ ରହିଥାଏ , ବ୍ୟକ୍ତିର କପାଳର ରେଖା ଠାରୁ ନେଇ ହାତର ରେଖା ଯାଏ ଶରୀରର ତିଳ ଏବଂ ବ୍ୟକ୍ତିର ନଖ ବି ବ୍ୟକ୍ତିର ଚରିତ୍ର ଏବଂ ଜୀବନ ସହିତ ଜଡିତ ହୋଇଥାଏ ।

ଏହି ସବୁ ଚିହ୍ନ ବ୍ୟକ୍ତିର ଭବିଷ୍ୟତ ବିଷୟରେ ବହୁତ ସୂଚନା ଦେଇଥାଏ । ଆପଣ ମାନେ ନିଶ୍ଚୟ ଦେଖିଥିବେ ଯେ ଆକାଶରେ ଥିବା ଚନ୍ଦ୍ର ପରି ବ୍ୟକ୍ତିର ନଖରେ ବି ଅଧା ଚନ୍ଦ୍ରର ଚିହ୍ନ ରହିଥାଏ । ଆଜି ଆମେ ଜାଣିବା ବ୍ୟକ୍ତିର ନଖରେ ଥିବା ଏହି ଅର୍ଦ୍ଧଚନ୍ଦ୍ର ର ଚିହ୍ନ ବ୍ୟକ୍ତିର ଜୀବନ ବିଷୟରେ କଣ ସଙ୍କେତ ଦେଇଥାଏ ।

ଯେଉଁ ବ୍ୟକ୍ତି ମାନଙ୍କର ନଖରେ ଏହି ଅର୍ଦ୍ଧଚନ୍ଦ୍ରର ଚିହ୍ନ ରହିଥାଏ ତାଙ୍କ ପାଖରେ ଯେତେ ଅଧିକ ଧନ ଥାଉନା କାହିଁକି ତାଙ୍କ ଜୀବନ ବହୁତ ମୁସକିଲରେ ବିତିଥାଏ । ଯେଉଁ ବ୍ୟକ୍ତିଙ୍କ ମାନଙ୍କ ନଖରେ ଏହିପରି ଅର୍ଦ୍ଧଚନ୍ଦ୍ର ର ଚିହ୍ନ ଥାଏ , ଏହିପରି ବ୍ୟକ୍ତିଙ୍କର ହୃଦୟ ବହୁତ ନିର୍ମଳ ହୋଇଥାଏ । ସର୍ବଦା ଅନ୍ୟ ମାନଙ୍କର ସାହାର୍ଯ୍ୟ କରିଥାନ୍ତି , ବହୁତ ପରପୋକାରୀ ହୋଇଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କ ନଖରେ ଏମିତି ଅଧା ଚନ୍ଦ୍ରର ଚିହ୍ନ ରହିଥାଏ , ସେହିପରି ବ୍ୟକ୍ତି ମାନେ ତାଙ୍କ ଜୀବନର ଆରମ୍ଭରେ ଟିକିଏ ସମସ୍ୟାରେ ରହିଥାନ୍ତି । କିନ୍ତୁ ଯେତେବେଳେ ସେମାନେ କଠିନ ପରିଶ୍ରମ କରିଥାନ୍ତି , ତାଙ୍କର ଜୀବନ ଆରାମ ରେ ବିତେଇଥାନ୍ତି ।

ପରିଶେଷରେ ସେମାନେ ସଫଳତା ପାଇଥାନ୍ତି , ଏମାନେ ଧୀରେ ଧୀରେ ସଫଳତା ଆଡକୁ ଆଗ୍ରସର ହୋଇଥାନ୍ତି । ସମସ୍ତ କାର୍ଯ୍ୟ ଏମାନଙ୍କ ପାଇଁ ବହୁତ ସହଜ ଏବଂ ସରଳ ହୋଇଯାଏ । ଏମାନେ ବହୁତ କଠିନ ପରିଶ୍ରମ କରି ନିଜ ଭାଗ୍ୟକୁ ମଧ୍ୟ ପରିବର୍ତ୍ତନ କରିବାରେ ସମର୍ଥ ହୋଇଥାନ୍ତି । ଏହି ବ୍ୟକ୍ତିମାନଙ୍କର ହୃଦୟ ବହୁତ ନିର୍ମଳ ହୋଇଥାଏ , ସେମାନେ ଅନ୍ୟ ମାନଙ୍କକୁ ସର୍ବଦା ସାହାର୍ଯ୍ୟ କରିବା ପାଇଁ ଇଚ୍ଛା ରଖିଥାନ୍ତି । ଅନ୍ୟ ମାନଙ୍କୁ ଖୁସୀରେ ରଖିବା ପାଇଁ ପ୍ରୟାସ କରିଥାନ୍ତି , ସର୍ବଦା ପରପୋକାରୀ ହୋଇଥାନ୍ତି ।

ଏମାନେ ନିଜର କଠିନ ପରିଶ୍ରମ କରି ସମସ୍ତ କାର୍ଯ୍ୟକୁ ସହଜରେ କରି ପାରିଥାନ୍ତି । ଯଦି ଆପଣ ମାନଙ୍କ ନଖରେ ଏହି ଅର୍ଦ୍ଧଚନ୍ଦ୍ରର ଚିହ୍ନ ରହିଥାଏ ତେବେ ଆପଣ ବହୁତ ସହନଶୀତ ବ୍ୟକ୍ତି ହେବା ସହିତ ଧର୍ଯ୍ୟବାନ ହୋଇଥାନ୍ତି । ଜୀବନର ଆରମ୍ଭରେ ମୁସକିଲ ରେ ବିତିଥାଏ , କିନ୍ତୁ ନିଜର ପରିଶ୍ରମ ବଳରେ ସବୁ କିଛି ହାସଲ କରିବାରେ ସକ୍ଷମ ହେବେ । ପରିବାର ସଦସ୍ୟଙ୍କ ସହ ହସଖୁସୀରେ ଜୀବନ ବିତେଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment