ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଜାଣିଥିବେ କି ପ୍ରତେକ ଙ୍କର ଟଙ୍କା ପଇସା ଅର୍ଥାତ ଧନ ର ବହୁତ ଆବଶ୍ୟକତା ରହିଛି | ଆଉ ଏହି ସବୁ ସମସ୍ୟା କୁ ଦୂର କରିବା ପାଇଁ ଆମେ ସବୁବେଳେ ବିଭିନ୍ନ ପ୍ରକାରର ଉପାୟ ମାନ ଆପଣେଇ ଥାଉ | ତେବେ ଆଜି ମୁଁ ସେହିଭଲ ଏକ ଜିନିଷ ର ବ୍ୟବହାର ବିଷୟରେ ମହିଳା ମାନଙ୍କୁ ଜଣେଇ ବାକୁ ଯାଉଛି | ଯାହାକୁ ବ୍ୟବହାର କରିକି ଆପଣଙ୍କ ଙ୍କ ପାରି ବାରିକ ସମସ୍ୟା ହେଉ ବା ଧନ ଜନିତ ସମସ୍ୟା ସବୁଥିରୁ ମୁକ୍ତି ପାଇ ପାରିବା | ତେବେ ଆଜି ମୁଁ ଆପଣ ମାନ ଙ୍କୁ ଜଣାଇବି କି କେଉଁ ସବୁ ଜିନିଷ କୁ ତକିଆ ତଳେ ରଖିବା ଫଳରେ ଆପଣ ଙ୍କର ସବୁ ପ୍ରକାରର ସମସ୍ୟା ମାନ ଦୂର ହେଇଯିବ ଆସନ୍ତୁ ନଜର ପକାଇବା |
ତେବେ ଆମେ ଜାଣିଛି ସେ ଧନି ହେଉ ବା ଗରିବ, ପ୍ରତେକ ଲୋକ ଶୋଇବା ବେଳେ ତକିଆ ର ଆବଶ୍ୟକତା ଲୋଡ଼ି ଥାଆନ୍ତି | ତେବେ ସେହି ତକିଆ ବି ଆପଣଙ୍କର ବହୁତ ଉପକାର କରିଥାଏ | ତାହେଲେ ଆସନ୍ତୁ ତକିଆ ତଳେ କଣ ରଖିଲେ ଆମେ ଶୁଭ ଫଳ ପାଇଥାଉ ଜାଣିବା |
1- ଶୋଇବା ପୂର୍ବରୁ ତକିଆ ତଳେ ଆମେ ମାନେ ମୟୁର ପୁଚ୍ଛ କୁ ତକିଆ ତଳେ ରଖିକି ଶୋଇବା ଭଲ ହୋଇଥାଏ | ଯାହା ଯୋଗୁଁ ଆପଣ ଙ୍କର ଧନ ଜନିତ ସମସ୍ୟା ମାନ କିଛି ବି ଦେଖା ଯାଇ ନ ଥାଏ | ଏହା ବୁମ୍ୟାତିତ ଆମର ଯାହା ବି ଅସୁବିଧା ହେବାକୁ ଥିବ ସକାଳେ ଉଠିକି ମୟୁର ପୁଚ୍ଛ କି ଦର୍ଶନ କରିଲେ, ସେ ସବୁ କୁଆଡେ ଦୂରେଇଯିବା |
2- ତେବେ ଆମର ଘରେ ଧନ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ତୁଳସୀ ପତ୍ର କୁ ତକିଆ ତଳେ ରଖିକି ଶୋଇବା କଥା | ଆଉ ସକାଳେ ସେହି ତୁଳସୀ ପତ୍ର କୁ ଚୋବାଇକି ଖାଇବା ଉଚିତ ହୋଇଥାଏ | ତେବେ ତୁଳସୀ ର ସେବନ ଫଳରେ ବିଭିନ୍ନ ପ୍ରକାରର ରୋଗ ଦୂର ହେବା ସହିତ ଆମର ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ |
3-ଶୋଇବା ବେଳେ ତକିଆ ତଳେ ଗୋଟିଏ ଟଙ୍କାକିଆ ରୁପା ପଇସା ରଖିବା |ଆଉ ଯଦି ଆପଣଙ୍କର ମଙ୍ଗଳ ଜନିତ କୌଣସି ସମସ୍ୟା ଥାଏ, ତାହେଲେ ସେ ସବୁ ଦୂର ହୋଇଯିବ | ଆଉ ସକାଳେ ଉଠିଲେ ଏହା କୁ ଗରିବ ମାନଙ୍କୁ ମଧ୍ୟ ଦାନ କରିବେ ଆପଣଙ୍କର ମଙ୍ଗଳ ହୋଇଥାଏ |
4-ଯଦି ଆପଣଙ୍କର ଚନ୍ଦ୍ରମା ଜନିତ ସମସ୍ୟା ଥାଏ | ତାହେଲେ ଚନ୍ଦ୍ରମା ଆକାରରେ ଗୋଟିଏ ଟଙ୍କା କୁ ତକିଆ ତଳେ ରଖିବା ଶୁଭ ଫଳ ହେଇଥାଏ |
5- ଏହା ବ୍ୟତୀତ ଆପଣ ମାନେ ଶୋଇବା ବେଳେ ତକିଆ ତଳେ ସୁନା କିମ୍ବା ଅନ୍ୟ ଧାତୁରେ ତିଆରି ଜିନିଷ କୁ ନିଜ ତକିଆ ତକେ ରଖିବା ବହୁତ ଶୁଭ ଫଳ ହୋଇଥାଏ |
6-ଯଦି ଆପଣ ଶୋଇବା ବେଳେ ନିଜର ତକିଆ ତଳେ ଭଗବାନ ଙ୍କର କୌଣସି ବସ୍ତୁ କୁ ରଖିବେ, ତାହେଲେ ଆପଣଙ୍କ ପାଖରେ ନକାରାତ୍ମକ ଶକ୍ତି ସବୁଦିନ ପାଇଁ ଦୂରେଇଯିବା |
7- ଏହା ବ୍ୟତୀତ ଯଦି ରାତି ଅଧାରେ ଆପଣଙ୍କର ନିନ୍ଦ ଭାଙ୍ଗି ଯାଉଛି ତାହେଲେ ଶୋଇବା ଆଗରୁ ଆପଣ ଭଗବାନ ଙ୍କୁ କିଛି ସମୟ ଶାନ୍ତିରେ ପ୍ରାଥନା କରିକି ଶୁଅନ୍ତି |
ତେବେ ଏହିଭଳି ଭାବରେ ଆମେ ତକିଆ ତଳେ ଜିନିଷ ରଖିକି ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇ ପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।