Vastu Shastra – ଲୁଣ ଆପଣଙ୍କୁ କରିବ ଧନୀ ଆଜି ହିଁ କରନ୍ତୁ ଏହି ୨ ଟି ଛୋଟ ଉପାୟ

ଆମ ସମସ୍ତଙ୍କ ଜୀବନ ସବୁବେଳେ ଅନେକ ସମସ୍ୟା ଭିତର ଦେଇ ଗତି କରିଥାଏ ଆଉ କେତେବେଳେ କୋଉ କୋଉ ସମସ୍ୟା ଆସି ଉପୁଜୀବ ତାହା କିଛି କହି ହିଉଇ ନାହିଁ ।କିନ୍ତୁ ଆମେ ସବୁବେଳେ ସେହି ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିଥାଉ ତେବେ ଖୁବ ସହଜରେ କେବେ କିଛି ସମସ୍ୟା ଦୂର ହେବାର ନାଆ ନଥାଏ ।ତେବେ ବେଳେ ବେଳେ କିଛି ଏମିତି କାର୍ଯ୍ୟ ଗୁଡିକ କରିବା ଦରକାର କି ଯାହା ଦ୍ୱାରା ଆମର ସମସ୍ୟା ବହୁତ ଜଲଦି ଦୂର ହେଇଯାଏ ।ଆଉ ଆଜି ଆମେ ଆପଣଙ୍କ ପାଇଁ ଦୁଇଟି ଏମିତି ଉପାୟ ନେଇ ଆସିଛୁ ଯାହା ଆପଣ ଖୁବ ସହଜରେ ନିଜ ଘରେ କରିପାରିବେ ଆଉ ନିଜର ସମସ୍ତ ସମସ୍ୟାକୁ ଦୂର କରି ପାରିବେ ।

ତେବେ ବନ୍ଧୁମାନେ ଆପଣ ବହୁତ ସମୟରେ ବହୁତ କିଛି ପୂଜାର୍ଚ୍ଚନା ଆଦି କଟିଥାନ୍ତି ନିଜର ଅସୁବିଧା ନିବାରଣ ପାଇଁ ଯଦି ଆଜିର ଏହି ଦୁଇଟି ଉପାୟକୁ ଭଲ ଭାବରେ ଜାଣି ରଖିବା ସହିତ ନିଜ ଜୀବନରେ ବି ପାଳନ କରନ୍ତି ।ତାହେଲେ ଦେଖିବେ ଆପଣଙ୍କ ଯେମିଟିକା ସମସ୍ୟା ହେଉ ଯେପରି ପାରିବାରିକ,ଆର୍ଥିକ ଓ ସ୍ୱାସ୍ଥ୍ୟ ଗତ ସମସ୍ତ ସମସ୍ୟା ଖୁବ ସହଜରେ ଆଉ ଅଳ୍ପ ସମୟରେ ଦୂର ହେଇଯିବ ।

-ଆପଣ ପ୍ରତିଦିନ ନିଜ ଘରକୁ ପୋଛୁ ଥିବେ, ତେବେ ଆଜି ଏମେ ଯେପରି ଖୀବୁ ସେହିପରି ନିଜ ଘରକୁ ପୋଛିଦେଲେ ଆପଣଙ୍କ ଘରର ସମସ୍ତ ସମସ୍ୟା ଦୂର ହେଇଥାଏ ଓ ଘରେ ଥିବା ନକରାତ୍ମକ ଦୂର ହେଇଥାଏ ।ଏଠି ସହିତ ଘରେ ସବୁବେଳେ ଶୁଖ ଶାନ୍ତିର ସ୍ଥାପନ ଏହି ଥାଏ, ତେବେ ଆପଣ ଯେତେବେଳେ ନିଜ ଘରକୁ ପୋଚ୍ଛୁଛନ୍ତି ଆଉ ଯେଉଁ ପାଣିରେ ପୋଛୁଛନ୍ତି ଘର ସେହି ପାଣିରେ କିଛି ଲୁଣ ମିଶେଇ ପୋଛନ୍ତୁ ଆଉ ରହି ପରି ସପ୍ତାହକୁ ମାତ୍ର ଗୋଟିଏ ଦିନ କରନ୍ତୁ ।ଏପରି କଲେ ଉପରେ କହିଥିବା ଆପଣଙ୍କ ରସେହି ସମସ୍ୟା ଗୁଡିକ ଦୂର ହେଇଥାଏ ତେବେ ଏହି ଉପାୟକୁ ସେତେଦିନ ଯାଏ କରନ୍ତୁ ଯେତେଦିନ ଯାଏ ଆପଣଙ୍କର ସମସ୍ତ ଅସୁବିଧା ଦୂର ନହେଇଛି ।

-ଏହି ଉପାୟ ପାଇଁ ଆପଣ ପ୍ରତି ମାସରେ ଦୁଇ ଥର ଗାଈର ଗୋବର ଆଣି ତାହାକୁ ଶୁଖାଇ ରଖନ୍ତୁ ।ଆଉ ଲୋଭନ ଗୁଣ୍ଡ ଯାହା ପୂଜା ସାମଗ୍ରୀ ମିଳୁଥିବା ଦୋକାନରୁ ମିଳିଯିବ ତାହାକୁ ଆଣି ଶୁଖିଲା ଗୋବରରେ ପକାଇ ସେଥିରେ ନିଆ ଲଗେଇ ଧୁଆ କରନ୍ତୁ ଆଉ ଏମିତି ସଂଧ୍ୟା ସମୟରେ କରିବେ ।ଆଉ ଏପରି କଲେ ଆପଣଙ୍କର ପାରିବାରିକ,ଆର୍ଥିକ ଓ ରୋଗ ଜନିତ ସମସ୍ତ ସମସ୍ୟା ଦୂର କରିଥାଏ ଆଉ ଏହି ଉପାୟକୁ ସେହିଦିନ ପର୍ଯ୍ୟନ୍ତ କରନ୍ତୁ ଯେତେଦିନ ଯାଏ ଆପଣଙ୍କର ସମସ୍ୟା ଦୂର ନହେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment