Vastu Shastra – ସକାଳ 3 ରୁ ୫ ଟା ଭିତରେ ନିଦ ଭାଙ୍ଗିଯାଉଥିଲେ ଏହାର ଖାସ ରହସ୍ୟ ଜାଣନ୍ତୁ

ତେବେ ବନ୍ଧୁଗଣ ବହୁ ପୁରାତନ କାଳରୁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ସହ ଜଡ଼ିତ ପ୍ରତିଟି ସମସ୍ୟା ଏବଂ ତାର ସମାଧାନର ବାଟ ରହିଛି | ତେବେ କୁହାଯାଏ ଯେ ଆଜି ବି ଏହି ଜ୍ଞାନ ଲୋକଙ୍କୁ ଆଗକୁ ବଢ଼ିବାକୁ ମାର୍ଗଦର୍ଶନ ଦେଇଆସୁଛି | ତେଣୁ ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ବାଣୀ ତଥା ଶାସ୍ତ୍ର ରେ ଲେଖା ଥିବା କିଛି କଥା ଯାହା ଆମେ ଜାଣିଥିଲି ଵି କେବେ ସେ ପ୍ରତି ଆମେ ଧ୍ୟାନ ଦେଇନଥାଉ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜଣିବା ଯଦି ଆପଣ ରାତି 3 ରୁ 5 ଟା ମଧ୍ୟରେ ନିନ୍ଦ ରୁ ଉଠୁଛନ୍ତି ତାହାଲେ ତାପଛରେ ଥିବା ରହସ୍ୟ କୁ ଜାଣନ୍ତୁ ଯାହା ଶାସ୍ତ୍ର ରେ ବର୍ଣିତ ଅଛି ବୋଲି କୁହାଯାଇଛି |

ତାହାଲେ ଦର୍ଶକ ବନ୍ଧୁ କିଛି ଲୋକ ଅଛନ୍ତି ଯେଉଁମାନେ କି ରାତିରେ ଶୀଘ୍ର ଶୋଇଯାଥାନ୍ତି ଓ କିଛି ଲୋକ ଅଛନ୍ତି ଯେଉଁମାନେ କି ବେଶୀ ରାତିରେ ମଧ୍ୟ ସୋଇଥାନ୍ତି | ତେବେ ଏହି ଶୋଇବା ସମୟରେ ବି କେତେକ ଲୋକ ଅଛନ୍ତି ଯେଉଁମାନଙ୍କର ନିନ୍ଦ ଆଦୁ ଭାଙ୍ଗେ ନାହିଁ ଓ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ନିନ୍ଦ ରାତି 3 ରୁ 5 ଟା ମଧ୍ୟରେ ଭାଙ୍ଗି ଥାଏ ହେଲେ ସେମାନେ ଏହା ପଛରେ ଥିବା ଦୋୖବ ଶକ୍ତି ବା ଅଲୌକିକ ଶକ୍ତି ବିଷୟରେ ଜାଣିନାହାନ୍ତି | ତେବେ ଶାସ୍ତ୍ର ଅନୁସାରେ ଏହି 3 ରୁ 4 ଟା ମଧ୍ୟରେ ଯେଉଁମାନଙ୍କର ନିନ୍ଦ ଭାଙ୍ଗି ଥାଏ ସେମାନେ ବହୁତ ଭାଗ୍ୟବାନ ବୋଲି ମାନେ ଯାଏ | କାରଣ ଏହି ସମୟରେ ନିନ୍ଦ ଭାଙ୍ଗିବା ବା ନିନ୍ଦ ରୁ ଉଠୁଥିବା ବ୍ୟକ୍ତିମାନେ ଜୀବନ କେବେ ଦୁଃଖ ସାମ୍ନା କରେ ନାହିଁ ବୋଲି କୁହାଯାଏ |

ତେବେ ଆପଣଙ୍କର ଏହି ଭଳି ରାତି 3 ରୁ 5 ଟା ବେଳେ ନିନ୍ଦ ଭାଙ୍ଗୁ ଥିବା ବ୍ୟକ୍ତି ମାନଙ୍କୁ କୌଣସି ଅଲୌକିକ ଶକ୍ତି ଇସାରା ଦେଇଥାଏ ବୋଲି କୁହାଯାଏ | ଏହି ରାତି 3 ରୁ 5 ଟା ମଧ୍ୟରେ ରହିଥିବା ସମୟକୁ ବ୍ରହ୍ମମୁହୂର୍ତ ବୋଲି କୁହାଯାଏ | ଏହି ସମୟରେ ନିନ୍ଧ ଭାଙ୍ଗୁ ଥିବା ବ୍ୟକ୍ତି ମାନଙ୍କ ଠାରେ ସବୁବେକେ ଖୁସି ଦେଖା ଯାଇଥାଏ | ଆଗକୁ ଆସୁଥିବା ସମୟରେ ଏମାନେ ବହୁତ ଧନ ସମ୍ପତି ର ଅଧିକାରୀ ହେଇପାରିବେ | ଯଦି କୌଣସି ଚାକିରୀ କ୍ଷେତ୍ର ରେ ଥିବେ ତାହାଲେ ଖୁବ ଶୀଘ୍ର ଆପଣଙ୍କ ର ପ୍ରୋମସନ ଦେଖାଯିବ | ସମସ୍ତ ଙ୍କ ଠାରେ ପ୍ରଶଂସା ର ପାତ୍ର ହେଇପାରେ | ଛାତ୍ର ଛାତ୍ରୀ ମାନେ ଏହି ସମୟରେ ଯଦି ପାଠ ପଢ଼ିବେ ତାହାଲେ ତାହା ସବୁଦିନ ପାଇଁ ମନେ ରହିଯିବ ବୋଲି କୁହାଯାଏ |

ତାହେଲେ ଏହିଭଳି ଭାବରେ ଯଦି ଆପଣଙ୍କର ରାତିରେ ନିନ୍ଦ ଭାଙ୍ଗୁଛି ତାହେଲେ ତାହା ଆପଣଙ୍କ ଉପରେ ବହୁତ ଭଲ ପ୍ରଭାବ ପକାଇଥାଏ ଓ ଆପଣ ବହୁତ ଭାଗ୍ୟବାନ ହେବାର ମଧ୍ୟ ସମ୍ଭାବନା ରହିଛି | ତାହେଲେ ଏହା ଥିଲା ରାତିରେ କେଉଁ ସମୟରେ ନିଦ ଭାଙ୍ଗିଲେ ଆପଣଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ ଆପଣଙ୍କର ଦୌନନ୍ଦିନ ଜୀବନରେ ଯାହାକୁ ଜାଣି ରଖିଲେ ଆପଣଙ୍କର ଲାଭ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment