Swastik Tv News Odisha

Vastu Tips – ଏହି ଗୁଟେ ମୁଠା ଲୁଣରେ ଲୁଚି ରହିଛି କୁବେରଙ୍କ ଧନ ଭଣ୍ଡାର, କରନ୍ତୁ ଏହି ଛୋଟିଆ ଉପାୟ

0

ହଁ ଦର୍ଶକ ବନ୍ଧୁ ଆପଣ ଜାଣେ ଆଶ୍ଚର୍ଯ୍ୟ ହେଲେ ବି କଥା ଟି ସମ୍ପୂର୍ଣ ସତ୍ୟ ଯାହା ଏବେ ବାସ୍ତୁ ଶାସ୍ତ୍ର ଏପରି କରିବା ଦ୍ୱାରା ଆପଣଙ୍କ ପାଖରେ କୁବେର ଙ୍କ ଭଳି ଟଙ୍କା ପଇସା ର ଅଭାବ ରହିବ ନାହିଁ | ହଁ ଦର୍ଶକ ବନ୍ଧୁ ଆମେ ଖାଉଥିବା ସାଧାରଣ ଲୁଣ ରେ ବିଭିନ୍ନ ପ୍ରକାର ଶକ୍ତି ରହିଛି ଯାହା ଆପଣଙ୍କ ର ବାସ୍ତୁ ରେ ନକାରାତ୍ମକ ଶକ୍ତି ବାହାର କରି ସକାରାତ୍ମକ ଶକ୍ତି କୁ ପ୍ରବେଶ କରିବା ରେ ସାହାଯ୍ୟ କରିଥାଏ | କେବେଳ ଗୋଟିଏ ମୁଠା ଲୁଣ ଯାହା ଆମେ ରୋଷେଇ ଘର ଠୁ ଆରମ୍ଭ କରି ଆମେ ଖାଉଥିବା ଖାଦ୍ୟ ରେ ମଧ୍ୟ ବ୍ୟବହାର କରିଥାଉ |ତେବେ ସେହି ଲୁଣ କୁ ଗୋଟିଏ ମୁଠା ହାତରେ ନେଇ ମନ୍ତ୍ର ତନ୍ତ୍ର ବଳ ରେ ଆମେ କୁବେର ଓ ମା ଲଷ୍ମୀ ଙ୍କ ପରି ଧନବାନ ହେଇପାରିବା |ତାହାଲେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଜାଣିବା ଲୁଣ କୁ କିପରି ଭାବରେ ବ୍ୟବହାର କରିଲେ ଆମେ କେମିତି କୁବେର ଙ୍କ ଭଳି ଶକ୍ତି ପାଇପାରିବା,ସେ ବିଷୟରେ ଆଲୋଚନା କରିବା |

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଲୁଣ କୁ କିପରି ବ୍ୟବହାର କରିବା :-

ଲୁଣ କୁ ଗୋଟିଏ କାଞ୍ଚ ପାତ୍ର ରେ ଆପଣଙ୍କ ଶୌଚାଳୟ ଚାରିପାଖରେ ରଖିଲେ ଆପଣଙ୍କ ବାସ୍ତୁ ରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଦୁରେଇ ଯିବା ସହିତ ସକାରାତ୍ମକ ଶକ୍ତି ର ପ୍ରବେଶ ହେଇଥାଏ | ସପ୍ତାହ ରେ ଥରେ କିମ୍ବା ଦୁଇ ଥର ଘରେ ଲୁଣ ମିଶ୍ରତ ପାଣି ପୋଛା ଲଗାନ୍ତୁ | ଏହା କରିବା ଦ୍ୱାରା ଘରେ ପୂରା ସକାରାତ୍ମକ ଉର୍ଜା ରେ ଭରିରୋହିଥାଏ | ଏହି କାରଣ ରୁ ଘର ର ଉନତୀ ଜଲଦି ହେଇଥାଏ | ସାଥିରେ ଧନ ର ଦେବତା କୁବେର ଓ ମା ଲଷ୍ମୀ ମଧ୍ୟ ଙ୍କୁ ଘରକୁ ପ୍ରବେଶ କରିବା ପାଇଁ ଆକର୍ଷଣ କରିଥାଏ |

ଲୁଣ ମିଶ୍ରତ ପାଣି ରେ ଗୋଡ ହାତ ଧୋଇବା ଓ ଗାଧେଇବା ଦ୍ୱାରା ଆପଣଙ୍କ ଶରୀର ଫ୍ରେସ ରହିବା ସହିତ ଭଲ ଚିନ୍ତାଧାରା ମଧ୍ୟ ଆସିଥାଏ | ଯଦି ଆପଣ ପ୍ରତିଦିନ ଗୋଟିଏ ଚାମଚ ଲୁଣ ସହିତ ଛୋଟ ପିଲା ମାନଙ୍କୁ ଗାଧେଇବେ ତାହାଲେ ସେମାନଙ୍କ ଶରୀର କେବେ ଏଲଆ ଜି ଭଳି ରୋଗ ଦେଖା ଯିବନି | ତା ସହିତ ଦର୍ଶକ ବନ୍ଧୁ ଏକ କାଚ ପାତ୍ର ରେ ଲୁଣ ଭର୍ତ୍ତି କରି ସେଥିରେ 3 ରୁ 5 ଟି ଲବଙ୍ଗ ଭର୍ତ୍ତି କରି ରଖନ୍ତୁ ଦେଖିବେ ଆପଣଙ୍କ ଘରେ ମା ଲଷ୍ମୀ ଙ୍କ ଆଗମନ ସହିତ ଧନ ର ମଧ୍ୟ ବର୍ଷା ହେବା ରେ ଲାଗିବ | ଏହା ଆପଣଙ୍କ ଚାକରି କ୍ଷେତ୍ର ରେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବ |

ତାହାଲେ ବନ୍ଧୁ ଗଣ ଏହା ଥିଲା ଆଜିର କୁବେର ଭଳି ଶକ୍ତି ପାଇବା ପାଇଁ ଲୁଣ ର ଭୂମିକା ଯାହା ଆପଣ ମାନେ ଅତି ସହଜ ରେ କରିପାରିବେ|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.