Vastu Tips – ଏହି ଗୁଟେ ମୁଠା ଲୁଣରେ ଲୁଚି ରହିଛି କୁବେରଙ୍କ ଧନ ଭଣ୍ଡାର, କରନ୍ତୁ ଏହି ଛୋଟିଆ ଉପାୟ

ହଁ ଦର୍ଶକ ବନ୍ଧୁ ଆପଣ ଜାଣେ ଆଶ୍ଚର୍ଯ୍ୟ ହେଲେ ବି କଥା ଟି ସମ୍ପୂର୍ଣ ସତ୍ୟ ଯାହା ଏବେ ବାସ୍ତୁ ଶାସ୍ତ୍ର ଏପରି କରିବା ଦ୍ୱାରା ଆପଣଙ୍କ ପାଖରେ କୁବେର ଙ୍କ ଭଳି ଟଙ୍କା ପଇସା ର ଅଭାବ ରହିବ ନାହିଁ | ହଁ ଦର୍ଶକ ବନ୍ଧୁ ଆମେ ଖାଉଥିବା ସାଧାରଣ ଲୁଣ ରେ ବିଭିନ୍ନ ପ୍ରକାର ଶକ୍ତି ରହିଛି ଯାହା ଆପଣଙ୍କ ର ବାସ୍ତୁ ରେ ନକାରାତ୍ମକ ଶକ୍ତି ବାହାର କରି ସକାରାତ୍ମକ ଶକ୍ତି କୁ ପ୍ରବେଶ କରିବା ରେ ସାହାଯ୍ୟ କରିଥାଏ | କେବେଳ ଗୋଟିଏ ମୁଠା ଲୁଣ ଯାହା ଆମେ ରୋଷେଇ ଘର ଠୁ ଆରମ୍ଭ କରି ଆମେ ଖାଉଥିବା ଖାଦ୍ୟ ରେ ମଧ୍ୟ ବ୍ୟବହାର କରିଥାଉ |ତେବେ ସେହି ଲୁଣ କୁ ଗୋଟିଏ ମୁଠା ହାତରେ ନେଇ ମନ୍ତ୍ର ତନ୍ତ୍ର ବଳ ରେ ଆମେ କୁବେର ଓ ମା ଲଷ୍ମୀ ଙ୍କ ପରି ଧନବାନ ହେଇପାରିବା |ତାହାଲେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଜାଣିବା ଲୁଣ କୁ କିପରି ଭାବରେ ବ୍ୟବହାର କରିଲେ ଆମେ କେମିତି କୁବେର ଙ୍କ ଭଳି ଶକ୍ତି ପାଇପାରିବା,ସେ ବିଷୟରେ ଆଲୋଚନା କରିବା |

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଲୁଣ କୁ କିପରି ବ୍ୟବହାର କରିବା :-

ଲୁଣ କୁ ଗୋଟିଏ କାଞ୍ଚ ପାତ୍ର ରେ ଆପଣଙ୍କ ଶୌଚାଳୟ ଚାରିପାଖରେ ରଖିଲେ ଆପଣଙ୍କ ବାସ୍ତୁ ରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଦୁରେଇ ଯିବା ସହିତ ସକାରାତ୍ମକ ଶକ୍ତି ର ପ୍ରବେଶ ହେଇଥାଏ | ସପ୍ତାହ ରେ ଥରେ କିମ୍ବା ଦୁଇ ଥର ଘରେ ଲୁଣ ମିଶ୍ରତ ପାଣି ପୋଛା ଲଗାନ୍ତୁ | ଏହା କରିବା ଦ୍ୱାରା ଘରେ ପୂରା ସକାରାତ୍ମକ ଉର୍ଜା ରେ ଭରିରୋହିଥାଏ | ଏହି କାରଣ ରୁ ଘର ର ଉନତୀ ଜଲଦି ହେଇଥାଏ | ସାଥିରେ ଧନ ର ଦେବତା କୁବେର ଓ ମା ଲଷ୍ମୀ ମଧ୍ୟ ଙ୍କୁ ଘରକୁ ପ୍ରବେଶ କରିବା ପାଇଁ ଆକର୍ଷଣ କରିଥାଏ |

ଲୁଣ ମିଶ୍ରତ ପାଣି ରେ ଗୋଡ ହାତ ଧୋଇବା ଓ ଗାଧେଇବା ଦ୍ୱାରା ଆପଣଙ୍କ ଶରୀର ଫ୍ରେସ ରହିବା ସହିତ ଭଲ ଚିନ୍ତାଧାରା ମଧ୍ୟ ଆସିଥାଏ | ଯଦି ଆପଣ ପ୍ରତିଦିନ ଗୋଟିଏ ଚାମଚ ଲୁଣ ସହିତ ଛୋଟ ପିଲା ମାନଙ୍କୁ ଗାଧେଇବେ ତାହାଲେ ସେମାନଙ୍କ ଶରୀର କେବେ ଏଲଆ ଜି ଭଳି ରୋଗ ଦେଖା ଯିବନି | ତା ସହିତ ଦର୍ଶକ ବନ୍ଧୁ ଏକ କାଚ ପାତ୍ର ରେ ଲୁଣ ଭର୍ତ୍ତି କରି ସେଥିରେ 3 ରୁ 5 ଟି ଲବଙ୍ଗ ଭର୍ତ୍ତି କରି ରଖନ୍ତୁ ଦେଖିବେ ଆପଣଙ୍କ ଘରେ ମା ଲଷ୍ମୀ ଙ୍କ ଆଗମନ ସହିତ ଧନ ର ମଧ୍ୟ ବର୍ଷା ହେବା ରେ ଲାଗିବ | ଏହା ଆପଣଙ୍କ ଚାକରି କ୍ଷେତ୍ର ରେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବ |

ତାହାଲେ ବନ୍ଧୁ ଗଣ ଏହା ଥିଲା ଆଜିର କୁବେର ଭଳି ଶକ୍ତି ପାଇବା ପାଇଁ ଲୁଣ ର ଭୂମିକା ଯାହା ଆପଣ ମାନେ ଅତି ସହଜ ରେ କରିପାରିବେ|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment