Swastik Tv News Odisha

Vastu Tips – ରାତିରେ ତକିଆ ତଳେ ଚୁପଚାପ ରଖିଦିଅନ୍ତୁ ଗୋଟେ ଟଙ୍କାର Coin ଏମିତି ଭାଗ୍ୟ ବଦଳିବ କି ଆପଣ ଭାବିନଥିବେ…

0

ମଣିଷ ନିଜ ଜୀବନରେ ବହୁତ କିଛି ପାଇବାକୁ ଚାହିଁଥାଏ ସେଥିପାଇଁ ସେ ଦିନରାତି ଖୁବ ପରିଶ୍ରମ କରିଥାଏ ।କେତେବେଳେ କେତେବେଳେ କେତେବେଳେ ଆମେ ବହୁତ କିଛି ପାଇବା ଆଶାରେ ଏତେ ବ୍ୟସ୍ତ ହେଇଯାଉ ଯେ ଆମେ ଆମ ଶରୀର ପ୍ରତି ଧ୍ୟାନ ଦେଇ ନଥାଉ ।ତେବେ ଭାବିଲେ ଆମେ ଜୀବନରେ ଯେତେ ଧନ ସମ୍ପତି ଉପାର୍ଜନ କଲେ ବି ଯଦି ଆମ ସ୍ୱାସ୍ଥ୍ୟ ଠିକ ନରହିବ ତାହେଲେ ସେହି ସମ୍ପତ୍ତି କୁ କେମିତି ଉପଭୋଗ କରିବେ ।

ଆମେ ଦିନରାତି ଯେଉଁ ପଇସା ପଛରେ ଧାଇଁ ଥାଉ ଶେଷରେ ତାହାକୁ ଉପଭୋଗ କରି ନପାରିଲେ ଜୀବନରେ ଶାନ୍ତି କୋଉଠୁ ଆସିବ ।ତେବେ କୁହାଯାଏ “ସ୍ୱାସ୍ଥ୍ୟ ହିଁ ସମ୍ପଦ” ଟେଂହ ଯେତେ ଯାହା କଲେ ବିଜେ ସବୁବେଳେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ଉଚିତ ।କାରଣ ଥରେ ଯଦି ନିଜ ଶରୀର ଖରାପ ହେଲା ତାହେଲେ ଆପଣଙ୍କ ସବୁ ଆଶା ପାଣି ଫୋଟକା ହେଇଯିବ ।

ଅନେକ ସମୟରେ ବହୁତ ଘର ମାନଙ୍କରେ ଦେଖା ଯାଇଥାଏ କି ଘରର କେହି ସଦସ୍ୟ ସବୁବେଳେ ରୋଗରେ ପୀଡିତ ରହୁଛନ୍ତି ଆଉ ଘରେ ସବୁବେଳେ ଅଭାବ ଅନଟନ ଲାଗି ରହୁଛି ।ଘରର ଶ୍ରୀହୀନ ପରି ଲାଗୁଛି ଯେତେ ଚେଷ୍ଟା କଲେ ବି କେବେ ଘରେ ସୁଖ ସମୃଦ୍ଧିର ସ୍ଥାପନା ହେଇ ପାରୁ ନାହିଁ ।ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଗୋଟିଏ ଉପାୟ କହିବୁ ଯାହାକୁ ମାନିଲେ ଆପଣଙ୍କ ର ସବୁ ସମସ୍ୟା ଖୁବ ଶୀଘ୍ର ଦୂର ହେଇ ଯିବ ।

ତେବେ ଆସନ୍ତୁ ଜାଣିବା ସରହି ଉପାୟ ବିଷୟରେ..

ମନେ ରଖନ୍ତୁ ଯେତେବେଳେ ଆପଣଙ୍କ ଘରର କେହି ବ୍ୟକ୍ତି ବାରମ୍ବାର ରୋଗରେ ପୀଡ଼ିତ ହେଉଛନ୍ତି ଓ ଶଯ୍ୟାଶାୟୀ ହେଉଛନ୍ତି ।ତା ସହିତ ଘରେ ଧନର ଅଭାବ ଲାଗି ରହୁଛି ତାହେଲେ ଏହି ଉପାୟଟିକୁ ନିଶ୍ଚିତ କରନ୍ତୁ ।ତେବେ ଉପାୟ ପାଇଁ ଆପଣ ଗୋଟିଏ ଟଙ୍କି କିଆ କଏନ ନିଅନ୍ତୁ, ତେବେ ଆପଣ ଭାବୁଥିବେ ଏହା କିପରି ଆପଣଙ୍କ ସମସ୍ୟା ଦୂର କରିବ ତେବେ ଚାଲନ୍ତୁ ଜାଣିବା ଏହା କେମିତି ସମ୍ଭବ ।

ତେବେ ସେହି ଟଙ୍କି କିଆ କଏନ ନେଇ ନିଜ ଚାରି ପଟେ 5 ଥର ବୁଳାନ୍ତୁ ଆଉ ତାହାକୁ ନେଇ ନିଜ ଘରେ ଯେଉଁ ବ୍ୟକ୍ତି ଅଧିକ ରୋଗରେ ପୀଡିତ ହେଉଛନ୍ତି ତାଙ୍କ ତକିଆ ତଳେ ରଖିଦିଅନ୍ତୁ ଚୁପଚାପ ।ତେବେ ଧ୍ୟାନଦେଇ ଶୁଣନ୍ତୁ ଏହି କାମ କରିବା ବେଳେ ଆପଣଙ୍କୁ ଯେମିତି କେହି ନଦେଖିବେ ଓ ନିଜେ ମଧ୍ୟ କଥା ହେବେ ନାହିଁ ।ଦେଖିବେ ଏହା ପରେ ସେହି ବ୍ୟକ୍ତିଙ୍କର ରୋଗ ଧୀରେ ଧୀରେ ଭଲ ହେବ ଓ ସେ ସୁସ୍ଥ ହେଇଯିବେ ।

ଏହା ସହିତ ଘରେ ଥିବା ସମସ୍ତ ଧନ ଜନିତ ସମସ୍ୟା ଦୂର ହେବାକୁ ଲାଗିବ, ଧନ ଉପାର୍ଜନ ର ନୂଆ ନୂଆ ମାର୍ଗ ଆପଣଙ୍କ ପାଇଁ ଖୋଲିଯିବ ।ଆଉ ଘରେ ସବୁବେଳେ ସୁଖ ଶାନ୍ତି ଓ ସକରାତ୍ମକ ର ମାହଲ ତିଆରି ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.