Vastu Tips – ରାତିରେ ନିଜ ଘରେ ଗୁଟିଏ ତେଜପତ୍ର ଜଳାନ୍ତୁ… ଆଉ ତା ପରେ ଦେଖନ୍ତୁ କମାଲ ?

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ସମସ୍ତେ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ |ସେମାନଙ୍କ ପାଖରେ ନା ନିଜ ପାଇଁ ସମୟ ଅଛି ନା ଅନ୍ୟ ପାଇଁ ସମୟ ଅଛି |ସମୟ ସହ ଦୌଡ଼ି ଦୌଡି ସେମାନେ ନିଜକୁ ମଧ୍ୟ ଭୁଲି ଗଲେଣି ଏବଂ ଏମିତି ବ୍ୟସ୍ତ ରହୁଛନ୍ତି କି ନିଜେ ନିଜର ସ୍ୱାସ୍ଥ୍ୟବସ୍ଥା ପ୍ରତି ସଜାଗ ହେଉ ନାହାନ୍ତି |କିଏ ନିଜର କ୍ୟାରିୟର ପାଇଁ ବ୍ୟସ୍ତ ରହୁଛି ତ କିଏ ନିଜର ପାଠ ପଢା ପ୍ରତି ସଜାଗ ରହୁଛି | ଅଧିକାଂଶ ଲୋକ ନିଜର ଚାକିରୀକୁ ନେଇ ବହୁତ ଚିନ୍ତାରେ ରହିଥାନ୍ତି | ନିଜ ଅଫିସର ଟେନସନ ଯୋଗୁଁ ପରିବାର ସହିତ ଠିକ ସେ ସମୟ ବିତାଇ ପାରି ନ ଥାନ୍ତି | ଯୋଉଁଥି ପାଇଁ ପରିବାରରେ କଳହ ଓ ମାରପିଟ ଦେଖା ଦେଇଥାଏ |

ସେଥି ମଧ୍ୟରୁ କେତେକ ଲୋକ ସମ୍ପର୍କ ଲିଭାଇବାକୁ ମଧ୍ୟ ଏକ ପ୍ରକାର ଟେନସନ ବୋଲି ଭାବିଥାନ୍ତି ତ କୋଉଁ ମାନଙ୍କର କେବଳ ଘରୋଇ ଚିନ୍ତା |ଏମିତି ବହୁତ କଥା ଅଛି ଯାହା ପାଇଁ ଦୁନିଆରେ ବହୁତ ଲୋକ ଟେନସନରେ ରହୁଛନ୍ତି | ଯୋଉଁଥି ପାଇଁ ଅଧିକାଂଶ ଲୋକ ଡିପ୍ରେସନ, ଇଞ୍ଜାଇଟି, ପ୍ରେସର ଆଦି ରୋଗର ଶିକାର ହେଉଛନ୍ତି |ଏହି ଟେନସନରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ପ୍ରକାରର ଚେଷ୍ଟା କରୁଛନ୍ତି |ଏମିତି କି ଲୋକ ମାନେ ଏହା ପାଇଁ ବିଭିନ୍ନ ମେଡ଼ିସିନ ବ୍ୟବହାର କରୁଛନ୍ତି |ଯୋଉଁଥିପାଇଁ ସେମାନେ ଅନ୍ୟ ଏକ ରୋଗରେ ପଡୁଛନ୍ତି | ଟେନସନ ପାଇଁ ଲୋକଙ୍କୁ ରାତିରେ ନିଦ ହେଉନି ଯାହା ପାଇଁ ସେମାନେ ଅନେକ ସମସ୍ୟାରେ ପଡୁଛନ୍ତି |ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଉପାୟ ବତାଇବୁ ଯୋଉଁଥିରୁ ଆପଣ ଏହି ଚିନ୍ତାରୁ ମୁକ୍ତି ପାଇପାରିବେ |

ଏହି ସବୁ ଚିନ୍ତାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ନେବା ପାଇଁ ହେବ ଏକ ତେଜ ପତ୍ର | ଏହି ପତ୍ର ସାଧାରଣତଃ ସମସ୍ତଙ୍କ ବାଡିରୁ ଅଥବା ରୋଷେଇ ଘରୁ ମିଳିଥାଏ |ଏହା ଏକ ଔଷଧୀୟ ପତ୍ର ଯାହାକି ଥଣ୍ଡା ସମୟରେ ଏହାର ପାଣିକୁ ଫୁଟାଇ ପିଇଲେ ବହୁତ ଉପକାର ମିଳିଥାଏ |ଏବଂ ଏହି ପତ୍ର ଆପଣଙ୍କୁ ଚିନ୍ତାରୁ ମୁକ୍ତି ଦେଇଥାଏ ମାତ୍ର ପାଞ୍ଚ ମିନିଟରେ | ଏକ ରାସାୟନିକ ଷ୍ଟୋଡିରୁ ଜଣା ପଡିଛି କି ତେଜ ପତ୍ର ଚିନ୍ତାରୁ ମୁକ୍ତି ପାଇଁ ବହୁତ ଲାଭଦାୟକ ଅଟେ | ଏହି କାରଣରୁ ତେଜ ପତ୍ରକୁ ଏରୋମା ଥେରାପି ପାଇଁ ମଧ୍ୟ ବ୍ୟବହାର କରାଯାଏ | ଏହା ଛଡା ତେଜ ପତ୍ର ଚର୍ମ ସମ୍ବନ୍ଧୀୟ ଓ ନିଶ୍ୱାସ ଜନିତ ରୋଗକୁ ମଧ୍ୟ ଭଲ କରିଥାଏ |

ଏଥି ପାଇଁ ଆପଣଙ୍କୁ ଏକ ତେଜ ପତ୍ର ନେବାର ଅଛି ଏବଂ ଏକ ପାତ୍ର ନେବାର ଅଛି |ସେହି ପାତ୍ରରେ ତେଜ ପତ୍ରଟିକୁ ଦିଆସିଲି ଦ୍ୱାରା ଜଳେଇ ଦିଅନ୍ତୁ |ଜଳାଇବା ପରେ ପନ୍ଦର ମିନିଟ ପାଇଁ ଆପଣ ତାକୁ ଏକ କୋଠରୀ ଭିତରେ ରଖି ଦିଅନ୍ତୁ | ଯେମିତି ତାହାର ସୁଗନ୍ଧ ସାରା ରୁମରେ ଖେଳିଯିବ |କିଛି ସମୟ ଭିତରେ ଆପଣଙ୍କୁ ରୁମରେ ଭିତରେ ପୋସିଟିଭ ଭାବନା ଆସିବ ଓ ଆପଣଙ୍କ ସବୁ ଚିନ୍ତା ଦୂର ହୋଇଯିବ |ଯଦି ଆପଣଙ୍କୁ ଚିନ୍ତାରୁ ମୁକ୍ତି ହୋଇ ଶାନ୍ତିରେ ଶୋଇବାର ଅଛି ତେବେ ଆଜି ଏହି ଉପାୟ ଅବଲମ୍ବନ କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment