ଦେଖନ୍ତୁ ଛାତି ଥରା ଦୃଶ୍ୟ… ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି… ୮୬ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ସମାଜରେ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା କି କେଉଁ ଭଳି ଭାବରେ ଫ୍ୟାନ ଟି ଖାଇବା ମଝିରେ ଚାଲୁଥିବା ଅବସ୍ଥା ରର ଖସି ପଡିଥିଲା ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି CCTV ରେ କୋଏଦ ହୋଇଥିବାର | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି କେତେବେଳେ କାହା ସହିତ କଣ ଘଟିଯିବ ସେ କଥା କିଏ କହି ପାରିବ | ଆଉ ଆମର ଜୀବନ ଉପରେ କେତେବେଳେ ବିପଦ ମାଡ଼ି ଆସିବ ତାହା ର ଅନୁମାନ ମଧ୍ୟ ଆମେ କରି ପାରିବା ନାହିଁ | ଆମର ହସ ଆଉ ଖୁସି ର ଜୀବନରେ କେତେବେଳେ କଣ ପରିବର୍ତ୍ତନ ଘଟିବ ସେ କଥା କେହି ବି କହି ପାରିବେ ନାହିଁ ଆଉ ପୂର୍ବାନୁମାନ କରି ପାରିବେ ନାହିଁ | କିନ୍ତୁ ସବୁବେଳେ ଆମକୁ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ ଆଉ ସତର୍କ ହୋଇ ସମସ୍ତ କାର୍ଯ୍ୟକୁ କରିବା ପାଇଁ ପଡିବ ବୋଲି କୁହାଯାଉଛି |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା CCTV ରେ କୋଏଦ ହୋଇଥିବା ଗୋଟିଏ ଦୃଶ୍ୟ ଯାହାକୁ ଆପଣ ମାନେ ଦେଖିଲେ ଆପଣ ଙ୍କର ଲୋମ ଟାଙ୍କୁରୀ ଉଠିବ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ପ ଗୋଟିଏ ପରିବାର ର ବାପା ମା ଙ୍କର ସହିତ ଛୋଟ ଛୋଟ ପିଲା ମାନେ ଖାଇବା ପାଇଁ ବସିଛନ୍ତି ରାତିରେ | ଆଉ ଖାଇବା ପାଇଁ ବସିଥିବା ସମୟରେ ଘଟି ଯାଇଥିଲା କିଛି ଏଭଳି ଘଟଣା ଯାହା କୁ ଆପଣ ମାନେ ସହଜରେ ବିଶ୍ୱାସ କରି ପାରିବେ ନାହିଁ |

ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଏକ ପଙ୍ଖା ଚାଲୁଥିବା ଅବସ୍ଥା ରେ ହଠାତ ଖସି ପଡିଥିଲା | ଆଉ ଭାଗ୍ୟ ବଶତଃ ସେହି ପଙ୍ଖା ଟି କାହା ଉପରେ ନ ପଡ଼ି ଖାଇବା ମଝିରେ ଖସି ଯାଇଥିଲା | କୁହାଯାଉଛି କି ଆଉ ଟିକିଏ ଆଗକୁ ପଡିଥିଲେ ଛୋଟ ଛୁଆଁ ଟି ଉପରେ ପଡିବାର ସମ୍ଭାବନା ଥିଲା | ଆଉ ଏହି ଭଳି ଏକ ଅଭାବନୀୟ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment