ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି ଏକ ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା କୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବାର ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ କ୍ୟାମେରା ଯୋଗୁଁ ବାଇକ ଦୁର୍ଘଟଣା ରୁ ମୁକ୍ତି ପାଇଛନ୍ତି ଯୁବକ ଜଣଙ୍କ ତାହା ଏହି ଭିଡ଼ିଓ ରେ ଦେଖୁବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନାଁ କିଛି ନୂଆ ନୂଆ ଭିଡ଼ିଓ ମାନ ଦେଖିବାକୁ ମିଳିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ରାସ୍ତା ଉପରେ ଏକ୍ସିଡେଣ୍ଟ ହେଉଥିବାର ଦେଖିବାକୁ ମିଳିଛି ରାସ୍ତା ଉପରେ | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଦୁର୍ଘଟଣା କାରଣରୁ ବ୍ଲେମ କରିଛନ୍ତି ମହିଳା ଜଣଙ୍କ ପଛରେ ଯାଉଥିବା ବାଇକ ଚାଳକ ଙ୍କ ଉପରେ ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି |
ତେବେ ମିଳିଥିବା ସୂଚନା ଅନୁସାରେ ଭୋପାଳ ରେ ଦେଖିବାକୁ ମିଳିଛି ଏକ ଦୁର୍ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ରାସ୍ତା ରେ ଅନେକ ଗାଡି ଯାଉଥିବା ବେଳେ ରାସ୍ତା ଉପରେ ଗୋଟିଏ ସ୍କୁଟି ରେ ମହିଳା ଆଉ ଲୋକ ଜଣଙ୍କ ବସିକି ଯାଉଥିବାର ଦେଖିବାକୁ ମିଳିଥିଲା | ଆଉ ସେହି ସ୍କୁଟି ପଛରେ ଜଣେ ବୁଲେଟ ନେଇ କେମେରା ରେ ଉଠାଉଥିବା ସମୟରେ ଏକ ଏକ୍ସିଡେଣ୍ଟ ର ଦୃଶ୍ୟ ଦେଖୁବାକୁ ମିଳିଥିଲା | ଆଉ ଯେଉଁଠି ସ୍କୁଟି ଟି ରାସ୍ତା ରେ ପୋଡିଯିବା ଫଳରେ ମହିଳା ଆଉ ସେ ଚାଳକ ଜଣଙ୍କ ତଳେ ରାସ୍ତା ରେ ପଡ଼ି ଯାଇଛନ୍ତି |
ଆଉ ତାହା ସହିତ ଗାଡି ରୁ ପଡିବାର କାରଣ ପଛରେ ଆସୁଥିବା ଗାଡି ଵାଲା ଟିକୁ ଦେଇଛନ୍ତି ବୋଲି କୁହାଯାଉଛି | କିନ୍ତୁ ବୁଲେଟ ଚାଳକ ଜଣଙ୍କ କେମେରାରେ ଭିଡ଼ିଓ ଉଠାଇ ଥିଲେ ଆଉ ଯେଉଁ ଭିଡ଼ିଓ କୁ ଦେଖିକି ଜଣା ପଡୁଛି ଲୋକ ଜଣଙ୍କ ସ୍କୁଟି ରେ ଯାଉଥିବା ସମୟରେ ସାଡେନ ବ୍ରେକ ମାରିବା କାରଣରୁ ସେମାନେ ରାସ୍ତା ରେ ପଡ଼ି ଯାଇଛନ୍ତି ବୋଲି କୁହାଯାଉଛି | ଆଉ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।