ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଅନେକ ଆଶ୍ଚର୍ଯ୍ୟ ଜଣକ ଘଟଣା ମାନ ମଧ୍ୟ ଦେଖିବାକୁ ମିଳିଥାଏ ଭାଇରାଲ ହେଉଥିବାର ସୋସିଆଲ ମିଡ଼ିଆରେ ଆଉ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ ବୋଲି ମଧ୍ୟ କୁହାଯାଉଛି | ତେବେ ଆପଣ ମାନେ ଅନେକ ପ୍ରକାରର ଯାନ ଗୁଡିକ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଆଉ ଯେଉଁ ଯାନ ସାହାଯ୍ୟ ରେ ଲୋକ ମାନେ ଆକାଶରେ ଉଡିଥାନ୍ତି ଓ ମଜା ମଧ୍ୟ ନେଇଥାନ୍ତି | ତେବେ ବର୍ତ୍ତମାନ ସେହିଭଳି ଆକାଶରେ ଉଡୁଥିବା ଯାନ ଟିକୁ ଦେଖିବାକୁ ମିଳିଛି ଆଉ ଯେଉଁଥିରେ ଏକ ପୁରୁଷ ଓ ମହିଳା ଜଣଙ୍କ ବସିକି ଉଡିବାକୁ ଲାଗିଛନ୍ତି ଆକାଶରେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ କୁହାଯାଉଛି କି ଆଜିକାଲି ଅଧିନିକ ଜ୍ଞାନ କୌଶଳ ଓ ଆଧୁନିକ ଶୌଳି ର ମଧ୍ୟ ବିକାଶ ଘଟିଲାଣି ଯାହା ସାହାଯ୍ୟରେ ଆଜିକାଲି ଲୋକ ମାନେ ନିଜର ବୁଦ୍ଧି ଆଉ ବିବେକ କୁ ଖୋଟେଇକି ନିଜର ବୁଦ୍ଧି ମାଧ୍ୟମରେ ବିଭିନ୍ନ ପ୍ରକାରର ନୂଆ ନୂଆ ଜିନିଷ ର ଉଦ୍ଭାବନ କରି ପାରୁଛି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହିଭଳି ଏକ ନୂଆ ଧରଣର ଯାନ ଟି ଦେଖିବାକୁ ମିଳିଛି ଆଉ ଯାହା ଆକାଶରେ ଉଡୁଛି ବୋଲି କୁହାଯାଉଛି |
ଆଉ ଖାଲି ଯାନ ଟି ଆକାଶରେ ଉଡ଼ୁନି ସେଥିରେ ଦୁଇଜଣ ବଡ଼ିଛନ୍ତି ଆଉ ସହର ଉପରେ ଉଡୁଛନ୍ତି ବହୁତ ଉପରକୁ ଯାଇକି | ଆଉ ତାହା ସହିତ ଆକାଶରେ ଉଡୁଥିବାର ମଜା ମଧ୍ୟ ନେଇଛନ୍ତି ସେହିଭଳି ଭାବରେ ପ୍ରସ୍ତୁତ ହୋଇଥିବା ନୂଆ ଯାନ ଟିରେ ବସିକି |ତେବେ ସେହି ଯାନ ଟି ଫାଙ୍କା ରହିଛି ଆଉ ସେଥିରେ ତଳେ ଚକ ମଧ୍ୟ ଲାଗିଛି ଆଉ ତାହା ପ୍ରଥମେ କିଛି ବାଟ ଚକ ସାହାଯ୍ୟ ରେ ଚାଲିବା ପରେ ଉଡିବାକୁ ଲାଗିଥିଲା ବୋଲି ମଧ୍ୟ କୁହାଯାଉଛି |
ତେବେ ଏହିଭଳି ଭାବରେ ସୁନ୍ଦର ଭାବରେ ଆକାଶରେ ଉଡୁଥିବା ଯାନ ଟି କୁ ଦେଖି ସମସ୍ତେ ବେଶ ପସନ୍ଦ କରିଛନ୍ତି ବୋଲି କୁହାଯାଉଛି | ତେବେ କମ ଖର୍ଚ୍ଚ ରେ ତିଆରି ହୋଇଥିବା ଏହି ଉଡିବା ଯନ୍ତ୍ର ଟି ସମସ୍ତଙ୍କର ମନକୁ ପାଇଛି ବୋଲି କୁହାଯାଉଛି | ଆଉ ଯାହା ସାହାଯ୍ୟ ରେ ଆପଣ ମାନେ ବେଶ ଭଲ ଭାବରେ ଆକାଶରେ ଉଡିବାର ମଜା ମଧ୍ୟ ନେଇ ପାରିବେ ଏହି ଯାନ ମାଧ୍ୟମରେ |ଏହିଭଳି ଏକ ନୂଆ ଯାନ ବିଷୟରେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇର ହେବାକୁ ଲାଗିଛି ଚାରିଆଡେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।