Viral Video : ଦୁର୍ବଳ ହୃଦୟ ବ୍ୟକ୍ତି ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ… ମାତ୍ର 4 ଘଣ୍ଟାରେ 96 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

ଏୟାର ଇଣ୍ଡିଆ ଭାରତର ଏକ ବିମାନସେବା ଭାରତ ସରକାରଙ୍କ ଦ୍ୱାର ଚାଳିତ ଦୁଇ ବିମାନସେବା ମଧ୍ୟରୁ ଏହା ଅନ୍ୟତମ ଅନ୍ୟଟି ଇଣ୍ଡିଆନ ଏୟାରଲାଇନ୍ସ । ୧୯୩୨ ଅକ୍ଟୋବର ୧୫ ତାରିଖରେ ଏୟାର ଇଣ୍ଡିଆର ବିମାନ ସେବା ଆରମ୍ଭ ହେଇଥିଲା । ସେତେବେଳେ ଏହାର ନାମ ଟାଟା ଏୟାରଲାଇନ୍ସ ରହିଥିଲା । ୧୯୩୨ ମସିହା ଜୁଲାଇ ମାସରେ ଏହା ପ୍ରତିଷ୍ଠା କରାଯାଇଥିଲା ।ଏହାର କର୍ପୋରେଟ କାର୍ଯ୍ୟାଳୟ ଦକ୍ଷିଣ ବମ୍ବେର ନରିମାନ ପଇଣ୍ଟରେ ଅବସ୍ଥିତ । ଏହାର ଦୁଇଟି କେନ୍ଦ୍ରମଧ୍ୟ ରହିଛି ।

ଗୋଟିଏ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରହିଥିବା ବେଳେ ଅନ୍ୟଟି ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଟର୍ମିନାଲରେ ରହିଛି । ଏହି ଏୟାରଲାଇନ୍ସ ଉଭୟ ଏୟାରବସ ଓ ବୋଇଂ ବିମାନସେବା ଯୋଗାଉଛି । ବର୍ତ୍ତମାନ ଏହା ସମଗ୍ର ଏସିଆ, ୟୁରୋପ ଓ ଉତ୍ତର ଆମେରିକାକୁ ବିମାନସେବା ଯୋଗାଇବାରେ ସକ୍ଷମ ହୋଇଛି । ଭାରତୀୟ ଉପମହାଦେଶରେ ସର୍ବବୃହତ ଅପରେଟର ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ ୪ର୍ଥ ସ୍ଥାନରେ ରହିଛି । ୨୦୧୪ରେ ଏୟାର ଇଣ୍ଡିଆ ବିଶ୍ୱର ସର୍ବବୃହତ୍ ବିମାନ ଆଲାଏନ୍ସ, ସ୍ଟାର ଆଲାଏନ୍ସର ସଭ୍ୟଭାବେ ଯୋଗ ଦେଇଛି ।

ମୃତ୍ୟୁ ମୁଖରୁ କିପରି ବାହାର କରାଯିବ ତାହା ଆପଣ ମାନେ ଏହି ଭିଡ଼ିଓ ଟି କୁ ଦେଖିଲେ ଜାଣିପାରିବେ ବିମାନ ବନ୍ଦରରେ ଏକ ବ୍ୟକ୍ତି ଙ୍କୁ ଅଚାନକ ହାର୍ଟ ଆଟାକ ଆସିଥିଲା ହଠାତ୍ ସେ ସିଟ ରୁ ତଳେ ପଡ଼ି ଗଲେ । କିଛି CISF ଯବାନ ସେହି ବିମାନ ରେ ଯାଉଥିଲେ ଏହି ସବୁ ଘଟଣା ଦେଖି ସେ ସେହି ବ୍ୟକ୍ତିଙ୍କୁ ଟିକେ ବି ଡେରି ନ କରି ତାଙ୍କ ଛାତି ରେ CPR ଦବା ଆରମ୍ଭ କରିଥିଲେ। ଆଉ ଜଣେ ଯବାନ ତାଙ୍କ ହାତ ଘୋଷା ମୁଡ଼ା କରିଦେଲେ ଆଉ ଜଣେ ପବନ ଦେଉଥିଲେ ପ୍ରାୟ 25 ସେକେଣ୍ଡ ରେ CPR ଦେଉଥିଲେ ।ଏହା ପରେ ତାଙ୍କ ଦେହରୁ ଝାଳ ବାହାରିବା କୁ ଗୋଟିଏ ଯବାନ ତାଙ୍କ ହାତରେ ପୋଛି ଦେଲେ କିଛି ସମୟ ପରେ ତାଙ୍କର ଚେତା ଆସିଲା ଓ ସେ ବସିକି କଥା ମଧ୍ୟ କହିଲେ । ଏହି ଘଟଣା ଟି ସର୍ଦାର ବଲ୍ଲଭଭାଇ ପଟେଲ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ରୁ ଅହମ୍ମଦାବାଦ ରୁ ହାଇଦ୍ରାବାଦ ବିମାନ ବନ୍ଦରରେକୁ ଯିବା ସମୟରେ ଘଟିଥିଲା ।

ସେହି ବିମନ ବନ୍ଦରରେ ଯାଉଥିବା ବ୍ୟକ୍ତିଙ୍କ ନାମ ହେଉଛି ନାରାୟଣ ଚୌଧିରୀ ତାଙ୍କର ବୟସ ସୀମା ପ୍ରାୟ ୬୪ରୁ୬୫ ବୋଲି କହିଛନ୍ତି । ସେ ସର୍ଦାର ବଲ୍ଲଭଭାଇ ପଟେଲ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ରୁ ଅହମ୍ମଦାବାଦ ରୁ ହାଇଦ୍ରାବାଦ ବିମାନବନ୍ଦରରେ କୁ ଯିବା ସମୟରେ ଘଟିଥିଲା ।ତାଙ୍କ ସହିତ ତାଙ୍କ ସ୍ତ୍ରୀ ମଧ୍ୟ ଥିଲେ ସେ ସିଟ ରେ ବସିବା ସମୟରେ ତାଙ୍କୁ ହଠାତ୍ ବ୍ୟସ୍ତ ବିବ୍ରତ ହୋଇ ବେହୋସ୍ ହୋଇ ତଳେ ପଡ଼ିଗଲେ ଏହା ପରେ ଏହି ଘଟଣାର ସୂଚନା ଯେତେବେଳେ CISF କପିଲ ରାଘବ କୁ ମିଳିଥିଲା ସେ ତୁରନ୍ତ ଆସି ତାଙ୍କର ସାହଯ୍ୟ କରିଥିଲେ ଏହି ଭିଡ଼ିଓ ଟି ଖୁବ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment