Viral Video : ଦୁର୍ବଳ ହୃଦୟ ବ୍ୟକ୍ତି ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ… ମାତ୍ର 4 ଘଣ୍ଟାରେ 86 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |

ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ ଓ ଖୁସି ମଧ୍ୟ | ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ବନ୍ଧୁ ଗଣ ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଅଧିକ ଆଲୋଚନା କରିବା

ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ବହୁତ ମାତ୍ରା ଭାଇରାଲ ହେବାରେ ଦେଖା ଯାଇଛି ଯାହାକୁ ଦେଖିଲେ ଆପଣ ବି କହିବେ ଆଜି ବି ଏହି ସ୍ୱାର୍ଥପର ଦୁନିଆରେ ମଣିଷ ପଣିଆ ବଞ୍ଚି ରହିଛି ବୋଲି | କାରଣ ଘଟଣା ଟି ଠିକ ସେହିପରି ବୋଲି କୁହାଯାଉଛି | ହଁ ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁଯାୟୀ ବାରଣାସୀ ଛେତ୍ରଗଞ୍ଜ ଅନ୍ତର୍ଗତ ବାଗ ବାରିୟାର ସିଂହ ନାମକ ଏକ କଲୋନୀ ରେ ଜଣେ ଅଜଣା ଶ୍ରମିକ ବେହସ ହେଇ ରାସ୍ତାରେ ପୋଡ଼ିଯାଇଥିଲେ | ଏହାକୁ ଦେଖି ସ୍ଥାନୀୟ ଲୋକେ ଯୁବକ ଜଣଙ୍କ ମରିଯାଇଛି ବୋଲି ଭାବି ପୋଲିସ କୁ ଖବର ଦେଇଥିଲେ ତାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଜଣଙ୍କର ଏହିପରି ଅବସ୍ଥା ଦେଖି ତାଙ୍କୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ

ସୂଚନା ଅନୁଯାୟୀ ପୋଲିସ ଜଣଙ୍କ କୌଣସି ଉପାୟ ନ ପାଇ ଯୁବକ ଜଣକର ମୁହଁକୁ ନିଜ ମୁହଁ ସହିତ ଲଗାଇ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ଯାହାର ଭିଡ଼ିଓ ଏବେ ସୋସିଆଲରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ର ଦେଖା ଯାଇଛି | ତେବେ ଏହା ପରେ ଗୁରୁତର ଅବସ୍ଥା ରେ ଥିବା ଯୁବକ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି କି ଖରାପ ଅଛି ଜଣା ପଡିନାହିଁ ବୋଲି କୁହାଯାଇଛି | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହିପରି ଭାଇରାଲ ଭିଡ଼ିଓ ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ବୋଲି କୁହାଯାଇଛି ଆଉ ଏହି ଭିଡ଼ିଓ ଟି ମଧ୍ୟ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment